ହରିୟାଣାରେ ଭୟଙ୍କର ଦୁର୍ଘଟଣା: ଟ୍ରକ-କାର୍ ମୁହାଁମୁହିଁ ଧକ୍କା, ୬ ମୃତ
ରାଜସ୍ଥାନ: ହରିୟାଣାର ଭବାନୀ-ବାହାଲ ରାସ୍ତାର ସେରଲା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକକୁ କାର୍ ଧକ୍କା ଦେଇଛି । ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ମୂତାବକ ଗତକାଲି ବିଳମ୍ବିତ ରାତିରେ ଏକ କାରରେ ୬ଜଣ ଯୁବକ ସେରଲା ଗାଁରୁ ଆସୁଥିଲେ । କାରଟି ଅତି…