Latest Odisha News

BREAKING NEWS

ରାଜସ୍ଥାନ ବିକାନେରର ସବୁଠୁ ବଡ ରୁଟି : କିଏ ପ୍ରସ୍ତୁତ କରନ୍ତି , ଏହାର ମୂଲ୍ୟ କେତେ ଆସନ୍ତୁ ଜାଣିବା…

ରାଜସ୍ଥାନ: ଆମେ ଆମ ଜୀବନରେ ବିଭିନ୍ନ ପ୍ରକାରର ରୁଟି ଦେଖିଥାଉ  । କେଉଁଠାରେ ରୁଟି ଟିକେ ମୋଟା ଥାଏ ତ ଆଉ କେଉଁଠାରେ ପତଲା  । କେଉଁଠି ରୁଟିର ସାଇଜ୍ ଟିକିଏ ଛୋଟ ଥାଏ ତ ଆଉ କେଉଁଠି ବଡ ଆକାରର ରହିଥାଏ  । କିନ୍ତୁ ଆଜି ଆମେ ରାଜସ୍ଥାନରର ବିକାନେରରେ ବନାଯାଉଥିବା ସବୁଠାରୁ ବଡ ରୁଟି…

୫୪ ବର୍ଷର ଲମ୍ବା ଯାତ୍ରା, ଦେଇଛନ୍ତି ୭୫ରୁ ଅଧିକ ଫ୍ଲପ୍ ଫିଲ୍ମ..ତଥାପି ସେ ଶତାବ୍ଦୀର ମହାନାୟକ

ମୁମ୍ବାଇ: ୫୪ ବର୍ଷର ଲମ୍ବା ଯାତ୍ରା । ଅନେକ ପଡିଛନ୍ତି, ଝୁଣ୍ଟିଛନ୍ତି, ଲହୁଲୁହାଣ ବି ହୋଇଛନ୍ତି । ହେଲେ ପାଦ ଥକିନି । ଆଉ ସେଥିପାଇଁ ଆଜି ସେ ବାଦଶାହ.. ମହାନାୟକ..। ହଁ, ଆମେ କହୁଛୁ ବଲିଉଡର ଶହେନଶାହ ବିଗ ବି ଅମିତାଭ ବଚ୍ଚନଙ୍କ କଥା । ଆଜି ୮୧ ବର୍ଷରେ ପାଦ ଥାପିଛନ୍ତି ଅମିତାଭ ।…

ଆଫଗାନିସ୍ତାନରେ ଭୂକମ୍ପ ଝଟକା : ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ

କାବୁଲ: ଆଫଗାନିସ୍ତାନରେ ଆଜି ସକାଳେ ଏକ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି  । ଆଫଗାନିସ୍ତାନର ଉତ୍ତର-ପଶ୍ଚିମ ଭାଗରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୬.୩ ରେକର୍ଡ ହୋଇଛି  ।  ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଥିଲା ।  ଭୂମିକମ୍ପ ଯୋଗୁଁ…

କେବଳ ଆମ ସ୍ବାସ୍ଥ୍ୟ ପାଇଁ ନୁହେଁ , ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ କଦଳୀ….

ନୂଆଦିଲ୍ଲୀ : କଦଳୀ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି  । ଏହା ଆମ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ  । ଏଥିରେ ଅନେକ ଓୗଷଧିୟ ଗୁଣ ରହିଛି  । ଏହା କେବଳ ଯେ ଆମ ସ୍ବାସ୍ଥ୍ୟ ଉପଯୋଗୀ ତାହା ନୁହେଁ , ଏହା ଆମ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିବାରେ ସହାୟକ ହୁଏ  । କଦଳୀକୁ ଆମେ ଫେସ୍…

କବିତା : ଶରତ ଆସିଛି ଧାଇଁ

ରାଜ କିଶୋର ନାୟକ  ନାନା ଜାତି ଫୁଲ ଆଦର କମିଲା କବିର ଲେଖନୀ ପାଇଁ କାଶତଣ୍ଡୀ ଫୁଲ ଫୁଟି ହସିଲାଣି ଶରତ ଆସିଛି ଧାଇଁ । (୦) କାଶତଣ୍ଡୀ ଫୁଲେ ମଣ୍ଡେଇ ହେଲାଣି ଫୁଲେଇ ନଈର ଧାର ଗୁଣୁଗୁଣୁ ଗୀତ ତୁଠରୁ ଶୁଭଇ ଅଳସୀ କନ୍ଯାର ସ୍ବର କାଶତଣ୍ଡୀ ବଣେ ଲୁଚକାଳି ଖେଳେ ନିଜକୁ ହଜାଇ…

ଅନୁଗୁଳ ପୋଲିସକୁ ବଡ ସଫଳତା: ଜୁଆ ଆଡ୍ଡା ଉପରେ ଚଢାଉ, ୬ ଜୁଆଡି ଗିରଫ

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ ସଫଳତା ମିଳିଛି  । ବିଇଡି କଲେଜ ପଛ ପାଖରେ ଥିବା ଏକ ବସ୍ତିରେ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି  । ଏବଂ ୬ଜଣ ଜୁଆଡିଙ୍କୁ ଗିରଫ କରିଛି  । ସେମାନଙ୍କ ନିକଟରୁ ଟଙ୍କା , ମୋଟରସାଇକେଲ , ମୋବାଇଲ ସହ ଜୁଆ ସାମଗ୍ରୀ ଜବତ କରିଛି । ସୂଚନା ଅନୁସାରେ ବିଇଡି…

ଆପଣ ଫାଇଭ୍ ଷ୍ଟାର୍ ଏବଂ ସେଭେନ୍ ଷ୍ଟାର୍ ହୋଟେଲ ମଧ୍ୟରେ ପାର୍ଥକ୍ୟ ଜାଣନ୍ତି କି? ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ ,…

ନୂଆଦିଲ୍ଲୀ : ଭ୍ରମଣ କରିବାକୁ ପ୍ରାୟ ଲୋକ ପସନ୍ଦ କରିଥାନ୍ତି  । ଭ୍ରମଣ କରିବା ସମୟରେ ଆମେ ହୋଟେଲରେ ରହିଥାଉ  । କେହି କେହି ରହିବାକୁ ୫ ଷ୍ଟାର୍ ହୋଟେଲ ପସନ୍ଦ କରନ୍ତି ତ ଆଉ କେହି କେହି ରହିବା ପାଇଁ ୭ ଷ୍ଟାର୍ ହୋଟେଲକୁ ବାଛିଥାନ୍ତି  । କିନ୍ତୁ କେବେ ଭାବିଛନ୍ତି କି ୫ ଷ୍ଟାର୍ ଏବଂ…

ଜମିବାଡିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ: ନିଶାଡିଙ୍କ ଭୁଜାଲି ଆକ୍ରମଣରେ ୩ ଗୁରୁତର

ଭଦ୍ରକ : ଭଦ୍ରକ ସହର ସ୍ଥିତ ଡାଲଚିନି ହୋଟେଲ ନିକଟରେ ନିଶାଡି ଏବଂ ହୋଟେଲ ମାଲିକ ଧସ୍ତାଧସ୍ତି  । ଜମିବାଡିକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି  । ଏତିକି ବେଳେ  କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ମାନେ ଅଟକାଉଥିବାବେଳେ   ଉଭୟଙ୍କ ମଧ୍ୟରେ…

ଡକାୟତି ଉଦ୍ୟମ ପଣ୍ଡ, ପିସ୍ତଲ ସହ ତିନି ଡକାୟତ ଗିରଫ

ବରଗଡ଼: ଟାଉନ ଥାନା ପୋଲିସର ବଡ଼ ସଫଳତା। ସୋମବାର ସନ୍ଧ୍ୟାରେ ବରଗଡ଼ ଜିରା ନଦୀ ପାଖରେ ଏକ ଡକାୟତ ଦଳ ଡକାୟତି ପାଇଁ ପ୍ଲାନ୍ କରୁଥିବା ବେଳେ ବରଗଡ ପୋଲିସକୁ ସୂଚନା ମିଳିଥିଲା। ବରଗଡ଼ ଏସପି ପ୍ରହଲ୍ଲାଦ ସହାଇ ମିନାଙ୍କ ନିର୍ଦ୍ଦେଶ କ୍ରମେ ଡକାୟତ ଦଳକୁ ଧରିବା ପାଇଁ ବରଗଡ଼ ଟାଉନ ଥାନାର ଏକ…

ରାଜଧାନୀରୁ ଧରାପଡିଲେ ଚୋର ଗ୍ୟାଙ୍ଗ୍, ଦିନରେ ଏକାକୀ ଘରର ସ୍ଥାନକୁ କରୁଥିଲେ ଟାର୍ଗେଟ୍

ଭୁବନେଶ୍ୱର: ଦିନ ଦ୍ବିପ୍ରହରେ ଏକାକୀ ଘରର ସ୍ଥାନକୁ ଟାର୍ଗେଟ କରୁଥିଲେ ଚୋର ଗ୍ୟାଙ୍ଗ୍। ଲୋକଙ୍କ ଘରେ ପ୍ରବେଶ କରି ଚତୁରତାର ସହ ଲ୍ୟାପଟପ୍, ମୋବାଇଲ୍ ଫୋନ୍, ଟ୍ୟାବ୍ ଏବଂ ସୁନା ଅଳଙ୍କାର ଚୋରି କରିବା ପରେ ଖସିଯାଉଥିଲେ। ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭରତପୁର ଥାନା ପୋଲିସ।…