ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିଲା ଖଲିସ୍ଥାନୀ ଆତଙ୍କୀ ପନ୍ନୁ
ନୂଆଦିଲ୍ଲୀ: ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିଲା ଖଲିସ୍ଥାନୀ ଆତଙ୍କୀ ପନ୍ନୁ । ଖାଲି ଖଲିସ୍ତାନ ନୁହେଁ, ଉର୍ଦ୍ଦୁସ୍ଥାନ ବି ଗଠନ କରିବାକୁ ଲକ୍ଷ୍ୟ ରଖିଥିଲା । ଭାରତୀୟ ସୁରକ୍ଷା ଏଜେନ୍ସି ଖଲିସ୍ଥାନ ଆତଙ୍କୀଙ୍କର ନୂଆ ଡୋଜିୟର ପ୍ରସ୍ତୁତ କରିଛି । ଏଥିରେ ଅନେକ ଆତଙ୍କୀଙ୍କର ନାଁ ରହିଛି…