ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ନେଇ ଆଉ ନାହିଁ ଚିନ୍ତା, ଦେଶରେ ଆରମ୍ଭ ହେଲା ହାଇଡ୍ରୋଜେନ ଚାଳିତ ବସ ସେବା
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ଆରମ୍ଭ ହୋଇଛି ହାଇଡ୍ରୋଜେନ ଚାଳିତ ବସ୍ ସେବା । ରାଜଧାନୀ ଦିଲ୍ଲୀରେ ଆଜି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଦେଶ ପାଇଁ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ…