Latest Odisha News

BREAKING NEWS

ଜନ୍ମ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ୍: ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ନିୟମ

ଦିଲ୍ଲୀ : ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ ୨୦୨୩  । ଦେଶବ୍ୟାପୀ ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଛି  । ଏହି ଆଇନ ଲାଗୁ ହେବା ଦ୍ବାରା ଜନ୍ମ ପ୍ରମାଣପତ୍ରର ମହତ୍ତ୍ବ ଅନେକ ମାତ୍ରାରେ ବଢିଯିବ  । ବିଭିନ୍ନ କାମ ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିହେବ । ନୂଆ…

ଆପଣ ବି ଅଣ୍ଡା ରୋଲ ଖାଉଛନ୍ତି କି ସାବଧାନ! ହୋଇପାରେ ସାଙ୍ଘାତିକ ରୋଗ

ଦିଲ୍ଲୀ: ଅଣ୍ଡା ରୋଲ ଖାଇବାକୁ ପ୍ରାୟ ଲୋକ ଭଲ ପାଆନ୍ତି? ଅନେକ ପ୍ରକାରର ଅଣ୍ଡା ରୋଲ୍ ଅଛି । କେହି କେହି ଡବଲ୍ କିମ୍ବା ଆଉ କେହି ଗୋଟିଏ ଅଣ୍ଡା ରୋଲ୍ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଅଣ୍ଡା ରୋଲ ଆପଣଙ୍କ ଶରୀର ଉପରେ କେତେ ପ୍ରଭାବ ପକାଇଥାଏ? ଏହା ଜାଣି ଆପଣ…

କବିତା : କବିତା ଭଳି କିଛି

ସ୍ମୃତି ରଞ୍ଜନ ତ୍ରିପାଠୀ ସେ ଢ଼ୋକିଦେଲା ସବୁତକ ପାପ ଓଠର ପାସୋରିଗଲା ଅଭିମନ୍ତ୍ରିତ ଜପ ନ୍ୟାସ ରୁଦ୍ରାକ୍ଷରେ ଗଢା ନିଃଶ୍ୱାସର, ଗୋଟେ ଅଣ ଅକ୍ଷରକୁ ଜୀବନର ଅଭିଧାନରେ ସମ୍ଭୋଧିତ କରିବା ଏତେ ସହଜ ନଥିଲା ଯଦିଚ ବିଶ୍ୱାସକୁ ନିହାଣ ମୁନରେ ବାରମ୍ବାର ଆଘାତ ଦେଇ ମୂର୍ତ୍ତିଟିଏ…

ଅନନ୍ତନାଗ ଏନକାଉଣ୍ଟର : ଆତଙ୍କବାଦୀଙ୍କ ସହ ଗୁଳିମାଡବେଳେ ଆହତ ହୋଇଥିବା ଯବାନ ସହିଦ

ଜମ୍ମୁ: ଜମ୍ମୁ କାଶ୍ମୀର ଅନନ୍ତନାଗ ଏନକାଉଣ୍ଟର ଘଟଣା  । ଆଉ ଜଣେ ଯବାନ ସହିଦ  । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ବଡ଼ ଧରଣର ଏନକାଉଣ୍ଟରରେ ସହିଦଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ପୂର୍ବରୁ ଏହି ଗୁଳି ବିନିମୟରେ ଭାରତୀୟ ସେନାର ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜମ୍ମୁ-କଶ୍ମୀର…

ଗାନ୍ଧୀଧାମ-ପୁରୀ ଟ୍ରେନରେ ଚାଞ୍ଚଲ୍ୟ: ଟ୍ରେନରେ ଯାତ୍ରୀଙ୍କ ତଣ୍ଟି କାଟିଲେ ଦମ୍ପତି

ବଲାଙ୍ଗୀର:  ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ରେଳଷ୍ଟେସନ ଗାନ୍ଧୀଧାମ-ପୁରୀ ଟ୍ରେନରେ ଚାଞ୍ଚଲ୍ୟ । ଚଳନ୍ତା ଟ୍ରେନରେ ଦୁଇ ଯାତ୍ରୀଙ୍କ ତଣ୍ଟି କାଟିଦେଲେ ଦମ୍ପତ୍ତି  । ଟ୍ରେନରେ କିଛି ଘଟଣାକୁ ନେଇ ଆରମ୍ଭ ହୋଇଥିବା ଗଣ୍ଡଗୋଳ କ୍ରମଶଃ ରକ୍ତପାତର ରୂପ ନେଇଥିଲା  । ଯାହାକୁ ନେଇ ଦମ୍ପତ୍ତି ଏକ…

ଅକ୍ଟୋବରରୁ ରାଜ୍ୟରେ ବାଘ ଗଣନା : ଆଜିଠୁ ଆରମ୍ଭ ହେବ ତାଲିମ ପ୍ରକ୍ରିୟା

ଭୁବନେଶ୍ୱର : ଅକ୍ଟୋବରରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବାଘ ଗଣନା । ତେଣୁ ଆଜିଠୁ ଏ ନେଇ ରାଜ୍ୟରେ ତାଲିମ ପ୍ରକ୍ରିୟା ଆରମ୍ଭ ହେବ  । ରାଜ୍ୟ ବନ ବିଭାଗ ସ୍ବତନ୍ତ୍ର ଭାବେ ନିଜସ୍ବ ବାଘ ଗଣନା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ବିଭିନ୍ନ ପର୍ଯ୍ୟାୟରେ ଗଣନାକାରୀଙ୍କୁ ଏହି ତାଲିମ ଦିଆଯିବା…

ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ମିଳିତ

ଭୁବନେଶ୍ୱର : ବଡମ୍ବା ପୂଜ୍ୟପୂଜା ସଂସଦ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ…

ଆଜି ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ : ୧୫ରୁ ଉର୍ଦ୍ଧ୍ବ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର : ଆଜି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଏହି ବୈଠକ ଅନୁଷ୍ଠିତ ହେବ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ ହେବାର ସମ୍ଭାବନା ରହିଛି  । ରାଜ୍ୟ କ୍ୟାବିନେଟ୍…

ଆଦିତ୍ୟ-ଏଲ୧ ମିଶନ ଚତୁର୍ଥ ଥର କକ୍ଷପଥକୁ ସଫଳତାର ସହ ପାର କଲା, ୧୯ରେ ଅନ୍ତିମ ଲକ୍ଷ୍ୟସ୍ଥଳକୁ ଯିବ

ନୂଆଦିଲ୍ଲୀ: ଭାରତର ଆଦିତ୍ୟ-ଏଲ୧ ମିଶନ ପୃଥିବୀକୁ ପରିକ୍ରମା କରୁଥିବା ସମୟରେ ଏହାର ଚତୁର୍ଥ ଥର କକ୍ଷପଥକୁ ଶୁକ୍ରବାର ରାତି ୨ଟା ୧୫ ମିନିଟରେ ସଫଳତାର ସହ ପାର କରିଛି। ଏହା ପୂର୍ବରୁ ଚଳିତ ମାସ ୩, ୫ ଏବଂ ୧୦ ତାରିଖରେ ସଫଳତାର ସହ କକ୍ଷପଥ ପାର କରିଥିଲା। ସେପ୍ଟେମ୍ବର ୨ ତାରିଖରେ ଏହି…

ମ୍ୟାଲେରିଆ ଚିହ୍ନଟ ପାଇଁ ମାଲକାନଗିରି ହସ୍ପିଟାଲରେ ଲାଗିଲା ଏଆଇ ମାଇକ୍ରୋସ୍କୋପ

ଭୁବନେଶ୍ୱର: ମ୍ଯାଲେରିଆ ଚିହ୍ନଟ ପାଇଁ ବ୍ୟବହାର ହେଲା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁକ୍ତ ମାଇକ୍ରୋସ୍କୋପ୍। ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ମ୍ୟାଲେରିଆକୁ କ୍ଲିନିକାଲ ନିର୍ଭୁଲତା ସହ ଚିହ୍ନଟ କରିବା ଲକ୍ଷ୍ୟରେ ଏପରି ଏକ ପଦକ୍ଷେପ ନିଆଯାଇଛି। ମୁଖ୍ୟ ଜିଲ୍ଲା ଚିକିତ୍ସା ଓ…