Latest Odisha News

BREAKING NEWS

ମ୍ୟାଲେରିଆ ଚିହ୍ନଟ ପାଇଁ ମାଲକାନଗିରି ହସ୍ପିଟାଲରେ ଲାଗିଲା ଏଆଇ ମାଇକ୍ରୋସ୍କୋପ

ଭୁବନେଶ୍ୱର: ମ୍ଯାଲେରିଆ ଚିହ୍ନଟ ପାଇଁ ବ୍ୟବହାର ହେଲା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁକ୍ତ ମାଇକ୍ରୋସ୍କୋପ୍। ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ମ୍ୟାଲେରିଆକୁ କ୍ଲିନିକାଲ ନିର୍ଭୁଲତା ସହ ଚିହ୍ନଟ କରିବା ଲକ୍ଷ୍ୟରେ ଏପରି ଏକ ପଦକ୍ଷେପ ନିଆଯାଇଛି। ମୁଖ୍ୟ ଜିଲ୍ଲା ଚିକିତ୍ସା ଓ…

ଡାକ୍ତରଙ୍କ ଷ୍ଟିକର ବ୍ୟବହାର କରି କାରରେ ଗଞ୍ଜେଇ ଚାଲାଣ, ତିନି ଗିରଫ

ସମ୍ବଲପୁର: କାରରେ ଡାକ୍ତରଙ୍କ ଷ୍ଟିକର ଲଗାଇ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଏକ କାରରୁ ପ୍ରାୟ ଏକ କ୍ୱିଣ୍ଟାଲ ଓଜନର ଗଞ୍ଜେଇ ଜବତ କରିବା ପରେ ତିନି ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ସମ୍ବଲପୁର-ସୋନପୁର ୧୫ ନମ୍ବର ଜାତୀୟ ରାଜପଥର ଗୁଣ୍ଡେରପୁର ଠାରେ…

ବିପଦ ସଙ୍କେତ ଉପରେ ବଂଶଧାରା ନଦୀ

ରାୟଗଡା: ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀ ବିପଦ ସଙ୍କେତ ନିକଟରେ ପ୍ରବାହିତ ହେଉଛି। ଜିଲ୍ଲାର ଗୁଣୁପୁର ଠାରେ ଥିବା କେନ୍ଦ୍ରୀୟ ଜଳ ଆୟୋଗଙ୍କ କାର୍ଯ୍ଯାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଣୁପୁର ଠାରେ ବଂଶଧାରାର ଜଳସ୍ତର ୮୩.୭୫ ମିଟରକୁ ବୃଦ୍ଧି ପାଇଛି। ଏହି ସ୍ଥାନରେ ନଦୀର ବିପଦ ସଙ୍କେତ…

ଏବେ ହାଇସ୍କୁଲ ଶିକ୍ଷକ କହିଲେଣି ଦାବି ପୂରଣ ନହେଲେ ଯିବେ ସମୂହ ଛୁଟିରେ

ଭୁବନେଶ୍ୱର: ଯଦିଓ ଓ଼଼ଡ଼ିଶା ସରକାର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବିରୋଧ କରି କାର୍ଯ୍ୟରେ ଯୋଗଦେବାକୁ ଚେତାବନୀ ଦେଇଛନ୍ତି ଅନ୍ୟପଟେ ଆସନ୍ତା ସେପ୍ଟେମ୍ବର ୨୬ ତାରିଖରୁ ହାଇସ୍କୁଲ ଶିକ୍ଷକମାନେ ସେମାନଙ୍କ ଦାବି ପୂରଣ ପାଇଁ ଗଣ ଛୁଟିରେ ଯିବାକୁ ଚେତାବନୀ…

ଏନଆରଆଇ କୋଟାରେ ନାମଲେଖା ନାଁରେ ୨୦ ଲକ୍ଷ ଟଙ୍କାର ଠକେଇ, ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଓଡ଼ିଶାରେ ଏନ୍ଆରଆଇ କୋଟାରେ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ନାମ ଲେଖାଇବା ନାଁରେ ୧୩ ଜଣ ଆଶାୟୀଙ୍କ ଠାରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ। କମିସନରେଟ୍ ପୁଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ କଲେଜଗୁଡ଼ିକରେ ନାମଲେଖା ଦୁର୍ନୀତି ମାମଲାରେ ଦୁଇ…

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଜେଟ୍ ଏୟାରଓ୍ବେଜ ପ୍ରତିଷ୍ଠାତା

ମୁମ୍ବାଇ: ଜେଟ୍ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗୁରୁବାର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ସେପ୍ଟେମ୍ବର ୨୯ ଯାଏଁ ପଠାଇ ଦେଇଛନ୍ତି। କାନାରା ବ୍ୟାଙ୍କରେ ୫୩୮ କୋଟି ଟଙ୍କାର ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ମନି…

ଏସିଆ କପ୍: ଶେଷ ଦୁଇଟି ବଲରେ ପାକିସ୍ତାନର ଫାଇନାଲ ପ୍ରବେଶ ଆଶା ଧୂଳିସାତ କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ରୋମାଞ୍ଚକର ମ୍ୟାଚରେ ଶ୍ରୀଲଙ୍କା ପାକିସ୍ତାନକୁ ୨ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଶ୍ରୀଲଙ୍କା ଏସିଆ କପ୍ ୨୦୨୩ର ଫାଇନାଲରେ ପ୍ରବେଶ କରିଛି। ଯେଉଁଠାରେ ଘରୋଇ ଦଳ ଭାରତ ସହିତ ମୁହାଁମୁହିଁ ହେବ । ପାକିସ୍ତାନ ବିପକ୍ଷରେ ଏକ ହାଇଭୋଲଟେଜ ମୁକାବିଲାରେ ଶେଷ ଓଭର…

ଓଡ଼ିଶାକୁ ୭୧୬.୩୧ କୋଟିର ଆଇଏଫଏଡି ସହାୟତା ସହ OPELIP II ପାଇଁ ଡିଇଏ ମଞ୍ଜୁରି

ଭୁବନେଶ୍ୱର: ଅର୍ଥନୈତିକ ବ୍ୟାପାର ବିଭାଗ ଗୁରୁବାର ଓଡ଼ିଶା ପିଭିଟିଜି (PVTG) ସଶକ୍ତିକରଣ ଏବଂ ଜୀବିକା ଉନ୍ନତି କାର୍ଯ୍ୟକ୍ରମ OPELIP II ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛି। ଆର୍ଥିକ ମନ୍ତ୍ରଣାଳୟର ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଆନ୍ତର୍ଜାତୀୟ କୃଷି ବିକାଶ…

ଆମେରିକାର ପ୍ରାଚୀନ ଆଗ୍ନେୟଗିରିରୁ ମିଳିଲା ଲିଥିୟମ

ୱାଶିଂଟନ: ଆମେରିକାର ଏକ ପ୍ରାଚୀନ ଆଗ୍ନେୟଗିରିରୁ ଲିଥିୟମର ବଡ ଭଣ୍ଡାର ମିଳିଛି । ଏହା ଆମେରିକାର ସ୍ୱଚ୍ଛ ଉର୍ଜ୍ଜା ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । ମ୍ୟାକଡମିଟ କାଲ୍ଡୋରା ନାମକ ଏହି ଆଗ୍ନେୟଗିରିରେ ଶେଷ ଥର ପାଇଁ ୧୬ ମିଲିୟନ ବର୍ଷ ତଳେ ବିସ୍ଫୋଟ ହୋଇଥିଲା ।…

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାର ଶୁଭାରମ୍ଭ; ଆରମ୍ଭ ହେଲା ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ…