Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାର ଶୁଭାରମ୍ଭ; ଆରମ୍ଭ ହେଲା ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ…

କଥା ରଖିଲେ ଅଶ୍ୱିନୀ : ବାଲେଶ୍ୱର ନିକଟ ଉପମାର୍ଗ ପାଇଁ ମଞ୍ଜୁର କଲେ ୧୪.୭ କୋଟି 

ନୂଆଦିଲ୍ଲୀ: କଥା ରଖିଲେ ରେଳ  ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ । ବାଲେଶ୍ୱର ନିକଟସ୍ଥ ନିଧିପଣ୍ଡା ନିକଟରେ ଉପମାର୍ଗ ନିର୍ମାଣ ପାଇଁ ୧୪.୭ କୋଟି ଟଙ୍କା ପାଣ୍ଠି ମଞ୍ଜୁର କଲେ  ।  ଗତ  ଜୁନ୨୧ ତାରିଖରେ  ବାଲେଶ୍ୱର ଗସ୍ତ ସମୟରେ ସ୍ଥାନୀୟ ଗ୍ରାମ ଗୁଡିକର ଲୋକମାନଙ୍କୁ ଭେଟି ସମସ୍ୟା ସମ୍ପର୍କରେ…

ରେଢ଼ାଖୋଲ ଷ୍ଟେସନଠାରେ ରହଣି କରିବ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ୍

ଭୁବନେଶ୍ଵର: ଯାତ୍ରୀମାନଙ୍କ ସୁବିଧା ତଥା ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳ ମନ୍ତ୍ରଣାଳୟ ୧୫ତାରିଖ (୧୪ ସେପ୍ଟେମ୍ବର ରାତି) ରୁ ପରୀକ୍ଷାମୂଳକ ଭିତ୍ତିରେ ରେଢ଼ାଖୋଲ ଷ୍ଟେସନରେ ୧୮୪୨୫/୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସର ରହଣି ପାଇଁ ନିଷ୍ପତ୍ତି ନେଇଛି। ପୁରୀରୁ…

ମଧ୍ୟପ୍ରଦେଶରେ ୫୦, ୭୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ବୀନାଠାରେ ୫୦, ୭୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଗୁଡିକ ମଧ୍ୟରେ ବୀନାଠାରେ ଭାରତ ପଟ୍ରୋଲିୟମ ନିଗମ ଲିମିଟେଡ(ବିପିସିଏଲ)ର ପେଟ୍ରୋ ରସାୟନ  ।  ୪୯ ହଜାର କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ …

ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ନେଇ କଡ଼ା ଆଭିମୁଖ୍ୟ; ସ୍କୁଲରେ ଅନୁପସ୍ଥିତ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆଜକୁ ୬ ଦିନ ହେଲା ପ୍ରାଥମିକ ବିଦ୍ୟାଳୟରେ ପଡ଼ିଛି ତାଲା। ଲକ୍ଷ ଲକ୍ଷ ପିଲାଙ୍କ ପାଠପଢ଼ା ଠପ୍। ସାରା ରାଜ୍ୟର ପ୍ରାୟ ୧ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ ତିନି ଦଫା ଦାବି ନେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ରୋକିବାକୁ…

ଲାଣ୍ଡିଂ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ; ମୁମ୍ବାଇ-ଭୁବନେଶ୍ୱର ଇଣ୍ଡିଗୋ ଫ୍ଲାଇଟ ବାତିଲ

ମୁମ୍ବାଇ:ଲାଣ୍ଡିଂ ସମୟରେ ରନୱେରେ ପିଟି ହେଲା ଘରୋଇ ଜେଟ ବିମାନ । ବିମାନରେ ଥିଲେ ୮ ଜଣ ଯାତ୍ରୀ ।   ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ପାଇଲଟଙ୍କ ସମେତ ୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । । ଏମିତି ଘଟଣା ଗୁରୁବାର ସନ୍ଧ୍ୟାରେ ମୁମ୍ବାଇ ବିମାନ ବନ୍ଦରରରେ ଘଟିଛି…

ଘୁଷୁରୀ ଭ୍ରୁଣରୁ ବୈଜ୍ଞାନିକମାନେ ବିକସିତ କଲେ ମାନବ କୋଷ ଥିବା କିଡନୀ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଘୁୁଷୁରୀ ଭ୍ରୁଣରୁ ମାନବ କୋଷିକା ଥିବା କିଡନୀ ବିକସିତ କରିବାରେ ସଫଳତା ହାସଲ କରିଛନ୍ତି । ଏହା ଆଗାମୀ ଦିନରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଉଛି । ଯଦି ସବୁ କିଛି ଠିକଠାକ ରୁହେ ତେବେ ମନୁଷ୍ୟର କିଡନୀ ସମେତ ଅନ୍ର ଅଙ୍ଗର ପ୍ରତ୍ୟରୋର୍ପଣ…

ସିଂଘମ ଏଗେନରେ ଭିଲେନ ହେବେ ଅର୍ଜୁନ କାପୁର

ମୁମ୍ବାଇ: ବଲିଉଡର ହିଟ ଫ୍ରାଂଚାଇଜ ସିଂଘମର ପରବର୍ତୀ ପାର୍ଟ ସିଂଘମ ଏଗେନ ପାଇଁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଅଜୟ ଦେବଗନ, ଦୀପିକା ପାଦୁକୋନ ଅଭିନୀତ ଏହି ଫିଲ୍ମରେ ଅର୍ଜୁନ କାପୁର ଭିଲେନ ଭୂମିକା କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାରେ ପ୍ରକାଶିତ ଖବର ଅନୁସାରେ ରୋହିତ ଶେଟ୍ଟୀ…

ଏସିଆନ ଗେମ୍ସ: ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତୀୟ ଫୁଟବଲ ଟିମର ଘୋଷଣା କରାଯାଇଛି । ଏସିଆନ ଗେମ୍ସରେ ଫୁଟବଲ ୨୩ ବର୍ଷରୁ କମ ଟିମକୁ ନେଇ ଆୟୋଜିତ ହେବ । କେବଳ ୩ଜଣ ସିନିୟର ଖେଳାଳିଙ୍କୁ ଟିମରେ ସୁଯୋଗ ମିଳିବ । ପୂର୍ବରୁ ସମ୍ଭାବ୍ୟ…