ମୁହାଁମୁହିଁ ହେବ ଭାରତ-ପାକ୍ ଯୁଦ୍ଧ ବିମାନ, ମିଗ-୨୯ ଓ ଜେଏଫ-୧୭ ମଧ୍ୟରେ ପ୍ରତିଯୋଗିତା
ନୂଆଦିଲ୍ଲୀ: ପୁଣିଥରେ ଭାରତୀୟ ବାୟୁସେନାର ମିଗ -୨୯ ଏବଂ ପାକିସ୍ତାନ ବାୟୁସେନାର ଜେଏଫ -୧୭ ମଧ୍ୟରେ ହେବ ପ୍ରତିଯୋଗିତା। ଉଭୟ ଦେଶର ବାୟୁସେନା ହେବେ ମୁହାଁମୁହିଁ। ଶେଷ ଥର ପାଇଁ ଭାରତ ଏବଂ ପାକିସ୍ତାନ ବାୟୁସେନା ମଧ୍ୟରେ 'ଡଗ୍ ଫାଇଟ୍' ବାଲାକୋଟ ଏୟାର ଷ୍ଟ୍ରାଇକର ପରେ ଫେବୃଆରୀ ୨୦୧୯ ରେ…