ପାରିବାରିକ କଳହର କରୁଣ ପରିଣତି: ଜନ୍ମ କଲା ଦେଢ଼ ମାସର ପୁଅକୁ ହତ୍ୟା କଲା ପିଶାଚ ମାଆ
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ବାଙ୍କିଡିହି ଗାଁରେ ଅଭାବନୀୟ ଘଟଣା ଘଟିଛି । ସ୍ୱାମୀ ସ୍ତ୍ରୀ ଝଗଡାରୁ ନିଜ ସନ୍ତାନକୁ ହତ୍ୟା କରିଛି ଜନ୍ମ କଲା ମା। ବାଙ୍କିଡିହି ଗାଁରେ ସାଲାଇ ନାଏକଙ୍କ ଦେଢ଼ ମାସର ଶିଶୁପୁତ୍ରକୁ ହତ୍ୟା କରି କେନାଲକୁ ଫିଙ୍ଗି ଦେଇଛି ଜନ୍ମକଲା ମା ପାର୍ବତୀ…