ଆମେରିକାରେ ଏକ ଲକ୍ଷରୁ ଅଧିକ ଭାରତୀୟ ପୁଅ-ଝିଅ ବାପା-ମାଙ୍କଠୁ ଅଲଗା ହେବେ!
ନୂଆଦିଲ୍ଲୀ: ଆମେରିକାର ଏକ ଲକ୍ଷ ଭାରତୀୟ ପିଲାଙ୍କୁ ସେମାନଙ୍କ ପିତାମାତାଙ୍କଠାରୁ ଅଲଗା ହେବାକୁ ପଡିପାରେ। ଏହାର କାରଣ ହେଉଛି ଗ୍ରୀନ୍ କାର୍ଡ ଦେବା ପ୍ରକ୍ରିୟାରେ ବିଳମ୍ବ। ଗ୍ରୀନ୍ କାର୍ଡ ପ୍ରକ୍ରିୟା ଲମ୍ବା ଏବଂ ଧୀର ଅଟେ। ରୋଜଗାର ଭିତ୍ତିକ ଏହି କାର୍ଡ ପାଇଁ ୧୦.୭ ଲକ୍ଷ ଭାରତୀୟ ଏବେ…