ସଚିବଙ୍କ ଗସ୍ତ ବେଳେ ଫାଇଭ-ଟି ଲେଖାଥିବା ଟି-ସାର୍ଟ ପିନ୍ଧା ଯୁବକଙ୍କୁ ବିଜେଡି ନିୟୋଜିତ କରିଛି: କଂଗ୍ରେସ
ନୂଆଦିଲ୍ଲୀ: ମଙ୍ଗଳବାର ୫-ଟି ସଚିବଙ୍କ ଯାଜପୁର ଗସ୍ତକୁ ବିରୋଧୀ କଂଗ୍ରେସ ବିରୋଧ କରୁଥିବା ବେଳେ ଦୁର୍ବୃତ୍ତମାନେ '୫-ଟି' ଲେଖାଥିବା ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିିଳିଛି। ଯେଉଁମାନେ କି କଂଗ୍ରେସ ସଦସ୍ୟଙ୍କୁ ଆକ୍ରମଣ ଧମକ ଦେଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ହାତରେ…