Latest Odisha News

BREAKING NEWS

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଳନ କଳା ୧୫ତମ ପ୍ରତିଷ୍ଠା ଦିବସ

କୋରାପୁଟ: ଲାଣ୍ଡିଗୁଡା କ୍ୟାମ୍ପସରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାରସ୍ୱତ ଅତିଥି ଭାବେ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର…

ଗ୍ଯାସ ଦର କମିଲା: କ’ଣ କହୁଛନ୍ତି ଗୃହିଣୀ, ନେତା ଓ ଅର୍ଥ ବିଶାରଦ?

ଭୁବନେଶ୍ୱର: ଆଗକୁ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ସହିତ ସାଧାରଣ ନିର୍ବାଚନ ରହିଛି। ଏହାପୂର୍ବରୁ କେନ୍ଦ୍ର ସରକାର ଉଜ୍ଜଳା ଯୋଜନାରେ ଏଲପିଜି ସବସିଡି ଘୋଷଣା କରିଛି। ଯଦିଓ ଏହାକୁ ରାକ୍ଷୀ ଉପହାର ବୋଲି କେନ୍ଦ୍ର ସରକାର କହିଛନ୍ତି କିନ୍ତୁ ଏହାଦ୍ୱାରା ହାଣ୍ଡିଶାଳ ବୁଝୁଥିବା ଗୃହିଣୀ…

ମହିଳାଙ୍କୁ ଅପମାନ କରିବା ତାଙ୍କ ଶାଳୀନତାକୁ କ୍ଷୁର୍ଣ୍ଣ କରିବ ନାହିଁ ଯଦି ଯୌନ ଇଙ୍ଗିତ ହୋଇନଥିବ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ମହିଳାଙ୍କୁ ଅପମାନିତ କରିବା କିମ୍ବା ତାଙ୍କ ପ୍ରତି ଅସଭ୍ୟ ବ୍ୟବହାର କରିବା ତାଙ୍କ ଶାଳୀନତାକୁ କ୍ଷୁର୍ଣ୍ଣ କରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛନ୍ତି। ଯଦି ବ୍ୟବହାର କରାଯାଇଥିବା ଶବ୍ଦ ଯୌନ ଇଙ୍ଗିତ ଦେଉ ନ ଥାଏ କିମ୍ବା ତାଙ୍କୁ ଅପମାନିତ କରିବା ପାଇଁ ଉଦ୍ଦିଷ୍ଟ ନ…

ଗହଣା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରି ଲୁଟିନେଲେ ଦୁର୍ବୃତ୍ତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମଙ୍ଗଳବାର ଜଣେ ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ମୂଲ୍ୟବାନ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାଲିଗୁଡ଼ାର ନେହରୁ ଛକ ନିକଟରେ ସୁନା ଗହଣା ଭର୍ତ୍ତି ବ୍ୟାଗ୍ ନେଇ ବ୍ୟବସାୟୀ ଜଣକ ନିଜ…

ଠକେଇ ଅଭିଯୋଗ, ତିନି ଜଣଙ୍କୁ ବିହାରରୁ ଗିରଫ କଲା କୋରାପୁଟ ପୋଲିସ

କୋରାପୁଟ: ଅନଲାଇନ୍ ଠକେଇ କରି ନିରୀହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ କୋରାପୁଟର ଏକ ପୁଲିସ ଟିମ୍ ବିହାରରୁ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ବିହାରର ନାବଡା ଜିଲ୍ଲା ଚକବାଇ ଗ୍ରାମର ଭୋଳା ପ୍ରସାଦ(୪୬), ଗୌରବ କୁମାର(୨୩) ଓ ବିକାଶ କୁମାର(୨୩)।…

ପୂରା ଦୁନିଆକୁ ଖୁସି ଖବର ଦେଲା ଚନ୍ଦ୍ରାଯାନ ୩, ଚନ୍ଦ୍ରରେ ଅଛି ଅମ୍ଳଜାନ

ନୂଆଦିଲ୍ଲୀ: ଚନ୍ଦ୍ରାଯାନ ୩ର ସଫଳ ଲ୍ୟାଣ୍ଡିଂ ପରେ ଇସ୍ରୋ ପୂରା ଦୁନିଆକୁ ଆଜି ଖୁସି ଖବର ଜଣାଇଛି । ଚନ୍ଦ୍ରାଯାନର ରୋବର ପ୍ରଜ୍ଞାନ ଦକ୍ଷିଣ ଧ୍ରୁବରେ ସଲଫର, ଆଲମୁନିୟମ, କ୍ୟାଲିସିୟମ, ଆଇରନ, କ୍ରୋମିୟମ, ଟାଇଟେନିୟମ, ମାଙ୍ଗାନିଜ, ସିଲିକନ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମ୍ଳଜାନ ଥିବାର…

ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାତୀୟ କ୍ରୀଡ଼ା ମହାସଂଘ ପୋର୍ଟାଲର ଶୁଭାରମ୍ଭ କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ:ଜାତୀୟ କ୍ରୀଡ଼ା ଦିବସ ୨୦୨୩ ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଜେଏଲଏନ ଷ୍ଟାଡିୟମରେ ଆୟୋଜିତ ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କିତ ସୂଚନା ପୁସ୍ତିକା ଉନ୍ମୋଚନ କରିବା ସହ ଜାତୀୟ…

ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ସମସ୍ତ ରେକ୍ ବୁଧବାରଠୁ ତେଜାସ୍ କୋଚ୍ ସହିତ ଗଡ଼ିବ

ଭୁବନେଶ୍ୱର: ତେଜସ୍ କୋଚ ସହିତ ସମ୍ବଲପୁର ମାର୍ଗ ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଉନ୍ନତ ଯୁଗ ସହିତ ଟ୍ରେନ୍ ଯାତ୍ରା ଅଭିଜ୍ଞତାର ନୂତନ ଯୁଗ ପାଇଁ ଆଧୁନିକ ସୁବିଧା ଯୋଗାଇ ଅଛି ଯାହାକି ଅଗଷ୍ଟ ମାସ ୧୯ ତାରିଖ ଠାରୁ ଭୁବନେଶ୍ୱର ରେଳ ଷ୍ଟେସନରୁ ମ୍ବଲପୁର ମାର୍ଗ ଦେଇ ଏହାର…

ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଚ୍ୟାଲେଞ୍ଜ ମଧ୍ଯମ କ୍ରମର ବ୍ୟାଟର: କୋଚ ଦ୍ରାବିଡ

ବେଙ୍ଗାଲୁରୁ: ଆଗାମୀ ଦିନିକିଆ କ୍ରିକେଟ ବିଶ୍ୱକପ୍ ପୂର୍ବରୁ ଦଳ କିଭଳି ମଧ୍ୟମ କ୍ରମର ବ୍ୟାଟର ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଆହ୍ୱାର ସାମ୍ନା କରୁଛି ଏକ ପ୍ରେସମିଟ୍ କରି କହିଛନ୍ତି କୋଚ ରାହୁଲ ଦ୍ରାବିଡ। ଶ୍ରେୟାସ ଆୟର, ଲୋକେଶ ରାହୁଲ, ଋଷଭ ପନ୍ତଙ୍କ ଭଳି ପ୍ରମୁଖ ଖେଳାଳି ଆହତ ହୋଇଥିବାରୁ…

ମୁହାଁମୁହିଁ ହେବାକୁ ଯାଉଛି ଅମୀର ଓ ଅକ୍ଷୟଙ୍କ ଫିଲ୍ମ

ମୁମ୍ବାଇ: ଠଗ୍ସ ଅଫ ହିନ୍ଦୋସ୍ତାନ ଓ ଲାଲ ସିଂ ଚଢ଼ା ଫ୍ଲପ ହେବା ପରେ ଅମୀର ଖାଁ କିଛି ଦିନ ପାଇଁ ଫିଲ୍ମରୁ ବ୍ରେକ ନେଇଥିଲେ । ଏବେ ଅମୀର ତାଙ୍କ ପ୍ରତ୍ୟାବର୍ତନ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ନିଜ ବ୍ୟାନର ଅମୀର ତାଙ୍କ ଆଗାମୀ ଫିଲ୍ମ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି ।…