ଧର୍ମ ବିହାରରେ ପିଏନଜି ଶବଦାହ ଗୃହ ଲୋକାର୍ପିତ
ଭୁବନେଶ୍ୱର:ଶବ ଦାହ ପାଇଁ ପିଏନଜି ବା ପାଇପ୍ଡ୍ ନ୍ୟାଚୁରାଲ ଗ୍ୟାସ ଶବଦାହ ଗୃହ । ପ୍ରାକୃତିକ ଗ୍ୟାସରେ ହେବ ଶବ ଦାହ । ଲୋଡା ପଡିବନି କାଠ । ଖରା ହେଉ କି ବର୍ଷା, ଶବ ଦାହ ପାଇଁ ରହିବନି ଚିନ୍ତା । ଗେଲ୍ (ଇଣ୍ଡିଆ) ଲିମିଟେଡ୍ର କର୍ପୋରେଟ୍ ପକ୍ଷରୁ ଭୁବନେଶ୍ୱରର ଧର୍ମବିହାରଠାରେ…