Latest Odisha News

BREAKING NEWS

କବିତା : ପ୍ରେମ

ତପସ୍ୱିନୀ ଶତପଥୀ ଶାଶ୍ୱତ ଅମୃତର ସ୍ପର୍ଶ ଯୋଡ଼େ ଦୁଇ ଅନ୍ତର ନା ତାର ପ୍ରେମ କରଇ ସଭିଙ୍କୁ ହର୍ଷ ସୁପ୍ତ ଚେତନାକୁ ଜାଗ୍ରତ କରେ ସ୍ଵୟଂ ସିଦ୍ଧ କରେ ପରିଚୟ । ମୃଦୁ ମଳୟର ମଳୟ ପବନେ ପୁଲ୍ଲକିତ ସ୍ପନ୍ଦନ ପ୍ରେମ ନିଷ୍ପାପ କରେ ଜୀବନ ବନ୍ଧନ ଶ୍ରାବଣ ଭିଜା ବରଷା ଟିପାରେ ତନୁ…

ଆଇପିଏଲର ଗତ ସଂସ୍କରଣରେ ବିସିସିଆଇ ଆୟ କରିଛି ୨୪୦୦ କୋଟି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗତ ବର୍ଷ ଆଇପିଏଲ ଆୟୋଜନ ମାଧ୍ୟମରେ ୨୪୦୦ କୋଟି ଟଙ୍କା ଆୟ କରିଛି । ବିସିସିଆଇ ୱେବସାଇଟରେ ୫ ବର୍ଷର ବାର୍ଷିକ ରିପୋର୍ଟ ଜାରୀ କରାଯାଇଛି । ୨୦୧୭ରୁ୨୨ ମଧ୍ୟରେ ବିସିସିଆଇ ୨୨ ହଜାର କୋଟି ଟଙ୍କା ଆୟ କରିଛି । ୨୦୨୨ ଆଇପିଏଲରେ ଓଭରାଲ ୬ ହଜାର…

୩୨ ବର୍ଷ ପରେ ପୁନର୍ବାର ଏକତ୍ର ଅଭିନୟ କରିବେ ଅମିତାଭ, ରଜନୀକାନ୍ତ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଜେଲର ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ୮ଦିନରେ ଏହା ସାରା ବିଶ୍ୱରେ ୪୦୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଛି । କେତେକ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦୀର୍ଘ ୩୨ ବର୍ଷ ପରେ ଅମିତାଭ ବଚ୍ଚନ ଓ ରଜନୀକାନ୍ତ ଏକତ୍ର ଅଭିନୟ…

କିଶୋରଙ୍କ ସ୍ୱପ୍ନ ସାକାରରେ ଏଥର ଅନ୍ତରାୟ ହେବନି ଭିସା

ଭୁବନେଶ୍ୱର: ପ୍ରଥମ ଓଡିଆ ଆଥଲେଟ ଭାବେ କିଶୋର ଜେନା ବିଶ୍ୱ ଆଥଲେଟିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ମନରେ ଅନେକ ସ୍ୱପ୍ନ ସଜାଡିଥିଲେ । ମାତ୍ର ହଠାତ ଏହି ଆଶା ଭାଙ୍ଗିବା ଆଶଙ୍କା ସୃଷ୍ଟି କରିଥିଲା । ହଙ୍ଗେରୀର ଏମାସରେ ୧୯ରୁ ଆରମ୍ଭ ହେବ ଏହି ଚାମ୍ପିୟନଶିପ । ତାଙ୍କୁ ପ୍ରଦାନ କରାଯାଇଥିବା…

ଛତିଶଗଡରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପିରୁ ଲଢ଼ିବେ ବଘେଲ

ଭୁବନେଶ୍ୱର: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏକ ବଡ଼ ଗେମ ଖେଳିଛି। ଛତିଶଗଡ଼ରେ କଂଗ୍ରେସ ଶାସନରେ ଥିବାବେଳେ କ୍ଷମତା ବଜାୟ ରଖିବାକୁ ଦଳ ଉଦ୍ୟମକୁ ଜୋରଦାର କରିଛି। ଦଳ ଭିତରେ ଥିବା ଅନ୍ତଃକନ୍ଦଳକୁ ମ୍ୟାନେଜ କରିବା ପାଇଁ ଟି ଏସ ସିଂଦେଓଙ୍କୁ ଶେଷ ପର୍ଯ୍ୟାୟରେ…

ବିଜେପିକୁ ବଦଳାଇଦେଲା କର୍ଣ୍ଣାଟକ, ହାରୁଥିବା ସ୍ଥାନରେ ହେଲା ଆଗୁଆ ପ୍ରାର୍ଥୀ ଘୋଷଣା !

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହୋଇନି କିନ୍ତୁ ବିଜେପି ଯଥେଷ୍ଟ ପୂର୍ବରୁ ଛତିଶଗଡ଼ ଓ ମଧ୍ୟପ୍ରଦେଶ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ନେଇ ରାଜନୈତିକ ଚର୍ଚ୍ଚା ତୀଵ୍ର ହେବାରେ ଲାଗିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସି ପ୍ରାର୍ଥୀ ଚୟନରେ…

ସଫଳତାର ଆଉ ଏକ ପାଦ: ଚନ୍ଦ୍ରଯାନ-୩ର ଡିବୁଷ୍ଟିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ, ପଠାଇଲା ଚନ୍ଦ୍ରର ସୁନ୍ଦର ଫଟୋ

ଶ୍ରୀହରିକୋଟା:ଚନ୍ଦ୍ରଯାନ-୩କୁ ନେଇ ଆସୁଛି ଗୋଟିଏ ପରେ ଗୋଟିଏ ସଫଳତାର ଖବର ।  ବିକ୍ରମ ଲାଣ୍ଡର ଚନ୍ଦ୍ରର ଖୁବ ନିକଟତର ହୋଇ ପାରିଛି । ତାର ଅତ୍ୟାଧୁନିକ କ୍ୟାମେରାରେ କଏଦ କରିଛି ଚନ୍ଦ୍ର ପୃଷ୍ଣର ସୁନ୍ଦର ଚିତ୍ର । ଏହି ଫଟୋକୁ ଇସ୍ରା ତାର ଅଫିସିଆଲ ଟୁଇଟରରେ ସେୟାର କରିଛି । ଏହି ଖବର…

୨୦୨୪ରେ କେଉଁଠୁ ନିର୍ବାଚନ ଲଢିବେ ରାହୁଲ, ପ୍ରିୟଙ୍କା : ଘୋଷଣା କଲେ ୟୁପି କଂଗ୍ରେସ ଅଧ୍ୟକ୍ଷ

ବାରାଣାସୀ: ୨୦୨୪ ନିର୍ବାଚନକୁ ନେଇ କଂଗ୍ରସ  କମର ସଜାଡିଲାଣି । ଘନଘନ ବୈଠକ କରି କିଏ କେଉଁଠୁ ଛିଡା ହେବ, କେଉଁଠି କେତେ ପ୍ରାର୍ଥୀ ଦେବ ସେ ନେଇ ହିସାବନିକାସ କରୁଥିବାବେେଳେ ରାହୁଲ ଗାନ୍ଧୀ କେଉଁଠୁ ନିର୍ବାଚନ ଲଢିବେ ସେ ନିଷ୍ପତ୍ତି ମଧ୍ୟ ନେଇ ସାରିଲେଣି ।  ରାହୁଲ ଗାନ୍ଧୀ ୨୦୨୪…

‘ଭଙ୍ଗା କୁଡ଼ିଆରୁ ଭାରତୀୟ ଟିମ’- ମା’ଙ୍କ ସ୍ୱପ୍ନକୁ ପୂରା କଲେ ରିଙ୍କୁ ସିଂ

ପୁରା ହେଇଛି ଗରୀବର ସ୍ବପ୍ନ | ଦିନେ ନିଜ ଘର ଗଳିରେ କାଠଫାଳିଆରେ କ୍ରିକେଟ ଖେଳୁଥିବା ପିଲା ଏବେ ଭାରତ ପାଇଁ ଖେଳିବାକୁ ଯାଉଛି | ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ରିଙ୍କୁ ସିଂ  । ଆନ୍ତର୍ଜାତୀୟ ସ୍ତର ଖେଳରେ ପଦାର୍ପଣ କରିବାକୁ ଯାଉଥିବା ଆଇପିଏଲ୍‌ ତାରକା ରିଙ୍କୁ ସିଂହ ଏବେ…

ବିଜେଡିରେ ଫାଟ:ସୌମ୍ୟ ପଟ୍ଟନାୟକଙ୍କ ଟାର୍ଗେଟରେ ୫ଟି ସଚିବ, ରାଜନୈତିକ ମହଲ ସରଗରମ

ଭୁବନେଶ୍ୱର:ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ଆଜି ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ବିଜେଡି ବିଧାୟକ ତଥା ଦୈନିକ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ସମ୍ବାଦର ପ୍ରଥମ ପୃଷ୍ଠାର ଆମ ଘରର ହାଲଚାଲ ସ୍ତମ୍ଭରେ ୫ଟି ସଚିବଙ୍କୁ ସିଧାସଳଖ ଟାର୍ଗେଟ…