Latest Odisha News

BREAKING NEWS

ଆତ୍ମହତ୍ୟା କମାଇବ ସ୍ପ୍ରିଙ୍ଗ ଫ୍ୟାନ୍, ହଷ୍ଟେଲ ମାନଙ୍କରେ ଆରମ୍ଭ ହେଲା କାମ

କୋଟା: ଏଣିକି ଆତ୍ମହତ୍ୟା କମାଇବ ସ୍ପ୍ରିଙ୍ଗ ଫ୍ୟାନ୍। ହଷ୍ଟେଲରେ ଆତ୍ମହତ୍ୟା ବଢୁଥିବାରୁ ଏହାକୁ କମାଇବା ପାଇଁ ଉଦ୍ୟମ ହୋଇଛି। ରାଜସ୍ଥାନ କୋଟାର ହଷ୍ଟେଲ ମାନଙ୍କରେ ସ୍ପ୍ରିଙ୍ଗ ଫ୍ୟାନ୍ ଲଗାଇବା କାମ ଆରମ୍ଭ ହୋଇଛି। ରାଜସ୍ଥାନର କୋଟା ଏକଦା ଜେଇଇ-ନିଟ୍ (JEE-NEET) ପରୀକ୍ଷା ପ୍ରସ୍ତୁତି…

ହ୍ଵାଟ୍ସଆପ ଆଣିଲା ନୁଆ ଫିଚର୍: ଏଣିକି ପଠାଇ ପାରିବେ HD ଫଟୋ

ନୂଆଦିଲ୍ଲୀ: ବିଶ୍ଵର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପରେ ସେୟାର କରିହେବ ହାଇ କ୍ବାଲିଟି ଫଟୋ । ଆପରେ ଫଟୋ ସେୟାରିଂରେ ଉନ୍ନତି ଆଣିବା ପାଇଁ ହ୍ବାଟ୍ସଆପ ଏକ ନୂତନ ଫିଚର ଯୋଡିଛି, ଯାହା ସାହାଯ୍ୟରେ ଆପଣ HD ଫଟୋ ସେୟାର କରିପାରିବେ । ମେଟାର ସିଇଓ ମାର୍କ ଜୁକରବର୍ଗ ଇନଷ୍ଟାଗ୍ରାମ…

ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରଥିବା ୪ ଶିକ୍ଷକ ବହିଷ୍କୃତ

ବଲାଙ୍ଗୀର: ହରଡଘଟଣାରେ ନକଲି ଶିକ୍ଷକ । ନକଲି ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର ।ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ମାମଲାରେ ୪ଜଣଙ୍କୁ ବହିଷ୍କାର କରାଯାଇଛି । ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ଏହି ୪ ନକଲି ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ।…

ଭିସ୍ତାରା ଫ୍ଲାଇଟରେ ବୋମା ଭୟ: ଦିଲ୍ଲୀ ବିମାନ ବନ୍ଦରରେ ଛାନଭିନ

ନୂଆଦିଲ୍ଲୀ: ଭିସ୍ତାରା ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ । ଏପରି ଧମକ ଶୁଣିବା ପରେ ଚାରିଆଡେ ଖେଳିଗଲା ହଇଚଇ । ଦିଲ୍ଲୀ ଏୟାରପୋର୍ଟରେ ଆଜି ଏପରି ଘଟଣା ଦେଖିବାକୁ ମିଳିଥିଲା । ଆଜି ସକାଳୁ ସକାଳୁ ଦିଲ୍ଲୀ-ପୁଣେ ଫ୍ଲାଇଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା । ୮ଟା ୫୩ ମିନିଟରେ…

ରୋଷେଇ ଘର ପାଖ ମାଡିବେନି ଜନ୍ଦା,ପିମ୍ପୁଡି : କରନ୍ତୁ ଏହି ଉପାୟ….

ଭୁବନେଶ୍ଵର: ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଆମେ ସମସ୍ତେ ବର୍ଷା ଦିନକୁ ଅପେକ୍ଷା କରି ରହିଥାନ୍ତି । କାରଣ ବର୍ଷା ହେଲେ ତାତିରୁ ତ୍ରାହି ମିଳିବା ସହିତ ଚାଷ କାର୍ଯ୍ୟ ସୁରୁଖୁରୁରେ ହୋଇଥାଏ । କିନ୍ତୁ ବର୍ଷା ଆସିବା ମାତ୍ରେ ଆମ ଘରକୁ ଅନେକ ଗୁଡିଏ ସମସ୍ୟା ମଧ୍ୟ ଆସିଥାଏ । ଯାହାକୁ କି…

ଆକାଶରୁ ଖସିଲା ମାଛ, କଟିଗଲା ବିଜୁଳି

ନୂଆଦିଲ୍ଲୀ:ଅନ୍ଧାର ଭିତରେ କିଛି ସମୟ ପାଇଁ ହଜିଗଲା ଆମେରିକାର ଏକ ସହର | ଆକାଶରୁ ଖସିଲା ମାଛ ଓ ଆମେରିକାର ନ୍ୟୁଜର୍ସି ସହରରେ କଟିଗଲା ବିଜୁଳି | ଆକାଶରୁ ଗୋଟାଏ ମାଛ ଖସିବା କାରଣରୁ ଆମେରିକାର ନ୍ୟୁଜର୍ସି ସହର ଅନ୍ତଗର୍ତ ସେରିଭିଲି ଅଞ୍ଚଳରେ ବିଜୁଳି କଟିଯାଇଥିଲା । ଗତ ଶନିବାର ଦିନ…

ସାବଧାନ ! ମନ୍ଥେଇ ନଦୀରେ ବୁଲୁଛି ୨୦ଫୁଟିଆ କୁମ୍ଭୀର

ଭଦ୍ରକ: ବାସୁଦେବପୁର ଅଞ୍ଚଳର ମନ୍ତେଈ ନଈରେ କୁମ୍ଭୀର ଆତଙ୍କଦେଖିବାକୁ ମିଳିଛି  ।  ବାଲିଆପାଳ ଘାଟଠାରୁ ୨କିଲୋମିଟର ଦୂର କାଳଗଦି ଗାଁ ପାଖ ମନ୍ତେଇ ନଈରେ ଏକ ବଡ କୁମ୍ଭୀର ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି  । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ନଦୀରେ କୁମ୍ଭୀର…

ମାହାଙ୍ଗା ମିଷ୍ଟ୍ରି : ବ୍ୟାପକ ହେବ ତଦନ୍ତ- ଏସପି

କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଗ୍ରାମାଞ୍ଚଳ ଏସପି  । ତଦନ୍ତ ବ୍ୟାପକ ହେବ ବୋଲି କହିଛନ୍ତି ଏସପି ମିହିର ପଣ୍ଡା । ବିଭିନ୍ନ ଦିଗକୁ ନେଇ ତଦନ୍ତ ହେବ  । ଏବଂ ତଦନ୍ତର କୌଣସି ବି ଦିଗକୁ ଛଡାଯିବନି । ଘଟଣାରେ ଯିଏ ବି ସମ୍ପୃକ୍ତ…

ଦେଶର ପ୍ରଥମ 3D-ପ୍ରିଣ୍ଟେଡ୍‌ ପୋଷ୍ଟ ଅଫିସ୍ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ବେଙ୍ଗାଲୁରୁ: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବେଙ୍ଗାଲୁରୁରେ ଭାରତର ପ୍ରଥମ 3D ପ୍ରିଣ୍ଟେଡ୍‌ ପୋଷ୍ଟ ଅଫିସ୍ ଉଦଘାଟନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଗତ ନଅ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶ ଅନେକ ନୂତନ ଜ୍ଞାନକୌଶଳ ଦିଗରେ ବିକାଶ କରିଛି। ଏହାକୁ…

ଧନ୍ୟରେ ମଣିଷ ! ଦୁଷ୍କର୍ମ କରି ଜେଲ୍ ଗଲା, ଜେଲରୁ ଫେରି ପୁଣି ଦୁଷ୍କର୍ମ କଲା

ଭୋପାଲ: କୁହନ୍ତି ଘୁଷୁରି ପ୍ରକୃତି ପଙ୍କେ ଲୁଟେ, ମଣିଷ ପ୍ରକୃତି ମଲେ ତୁଟେ । ଜେଲ୍ ଯାଇ ସଜ୍ଜା ପାଇବା ପରେ ମଧ୍ୟ ସୁଧୁରିଲାନି ଅଭିଯୁକ୍ତ । ପ୍ରଥମେ ଜଣେ ୪ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଜେଲ୍ ଯାଇଥିବା ଅଭିଯୁକ୍ତ ଜଣକ ଥାନାରେ ଥିବା ବେଳେ ଏପରି ଅଭିନୟ କରିଲା ଯାହାକୁ ଯେ କେହି ବି…