ସକ୍ରିୟ ମୌସୁମୀ : ଆଜିଠୁ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ବର: କିଛି ଦିନର ଲୁଚକାଳି ପରେ ପୁଣି ସକ୍ରିୟ ହୋଇଛି ମୌସୁମୀ । ଆଜିଠୁ ପୁଣି ବଢିବ ବର୍ଷାର ବିସ୍ତୃତି । ଆଜିଠାରୁ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଲାଗି ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ…