Latest Odisha News

BREAKING NEWS

ରାଜଧାନୀ ଉପକଣ୍ଠରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଭରତପୁର ପୁଲିସ ସୀମା ଅନ୍ତର୍ଗତ ଖଣ୍ଡଗିରି ବରୀ ଅଞ୍ଚଳରୁ ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତକଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ତାଙ୍କ ସାନ ପୁଅ ଓ ବୋହୂଙ୍କ ସହ ଖଣ୍ଡଗିରି ବରୀ…

ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଉଦଘାଟନ ପରେ ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ କରାଯାଇଥିଲା । ଏହି ଉଦଘାଟନ ସମୟରେ ସଂସଦୀୟ ବ୍ୟାପାର ଓ…

ସବୁଠାରୁ ଅଧିକ ଛକା ଖାଇଥିବା ସ୍ପିନର ହେଲେ ଚହଲ

ନୂଆଦିଲ୍ଲୀ: ଭାରତର ଷ୍ଟାର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ନାମରେ ଏକ ଅଲେଡା ରେକର୍ଡ ଯୋଡି ହୋଇଯାଇଛି । ସେ ଟି୨୦ କ୍ରିକେଟରେ ସବୁଠାରୁ ଅଧିକ ଛକା ଖାଇଥିବା ବୋଲର ହୋଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ତାଙ୍କ ପ୍ରଦର୍ଶନ ସେଭଳି ସନ୍ତୋଷଜନକ ରହି ନ ଥିଲା । ଚହଲ ୭୯ଟି ମ୍ୟାଚ ଖେଳି…

ମହିଳା ବିଶ୍ୱକପ ଫୁଟବଲ : ଫାଇନାଲରେ ସ୍ପେନ

ନୂଆଦିଲ୍ଲୀ: ସ୍ପେନ ମଙ୍ଗଳବାର ମହିଳା ବିଶ୍ୱକପ ଫୁଟବଲର ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ସ୍ପେନ ୨-୧ ଗୋଲରେ ସ୍ୱୀଡେନକୁ ପରାସ୍ତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ମ୍ୟାଚର ୧୦ମ ମିନିଟରେ ସ୍ପେନର ସଲମା ପାରୁଲୁଏଲୋ ଦଳ ପକ୍ଷରୁ ପ୍ରଥମ ଗୋଲଟି ସ୍କୋର କରିଥିଲେ । ୧୮ତମ…

ମମତା ଦିଲ୍ଲୀ ଯିବେ, ଧାରଣା ଦେଇ ହକ ମାଗିବେ, ନ ମିଳିଲେ ପାନେ ଦେବେ!

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଫଣ୍ଡ ରୋକାଯିବା ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ଆନ୍ଦୋଳନ କରିବ ତୃଣମୂଳ କଂଗ୍ରେସ। ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏହି ଆନ୍ଦୋଳନର ନେତୃତ୍ୱ ନେବେ। ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀରେ ଟିଏମସି…

ନିର୍ବାଚନ ପୂର୍ବରୁ ‘ଇନ୍ଦିରା’ କାର୍ଡ, ରାହୁଲ ଡାକିଲେ କଂଗ୍ରେସକୁ ଆସ!

ଭୁବନେଶ୍ୱର: ଦେଶର ରାଜନୈତିକ ଟ୍ରେଣ୍ଡରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳୁଛି। ନିର୍ବାଚନରେ ମତଦାନ ହେଉ କିମ୍ବା ରାଜନୀତି କ୍ଷେତ୍ରରେ ପ୍ରବେଶ ସବୁଥିରେ ଅଧିକ ସଂଖ୍ୟକ ମହିଳାଙ୍କୁ ଦେଖିବାକୁ ମିଳୁଛି। ପୂର୍ବାପେକ୍ଷା ଏହି ସଂଖ୍ୟା ବଢୁଛି। ଦେଶଠାରୁ ଆରମ୍ଭ କରି ରାଜ୍ୟ ସବୁଆଡେ ମହିଳା…

ସ୍ୱାଧୀନତା ଦିବସରେ ଅଘଟଣ: ସ୍କୁଲ ବସ ଓଲଟି ୧୨ ଛାତ୍ରଛାତ୍ରୀ ଆହତ

ରାୟଗଡ଼ା : ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା ସ୍କୁଲବସ । ନିୟନ୍ତ୍ରଣ ହରାଇ ଓଲଟି ପଡିଲା  ।  ୧୨ ଛାତ୍ରଛାତ୍ରୀ ଆହତ ।  ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ସଦର ମହକୁମା ଅଞ୍ଚଳରେ ଘଟିଛି ଏମିତି ଅଘଟଣ । ପଦ୍ମପୁର ସ୍ଥିତ ସନସାଇନ ଇଂରାଜୀ ବିଦ୍ୟାଳୟର ସ୍କୁଲ ବସ ନମ୍ବର OD 18 F 9829 ଓଲଟି…

ଏସିଆନ ଗେମ୍ସରୁ ଓହରିଲେ ଭିନେଶ

ନୂଆଦିଲ୍ଲୀ: ଭାରତୀୟ ରେସଲର ଭିନେଶ ଫୋଗଟ ଆଗାମୀ ଏସିଆନ ଗେମ୍ସରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଷ୍ଟାଣ୍ଡବାଇ ଖେଳାଳି ଅନ୍ତିମ ପଙ୍ଘଲଙ୍କୁ ଦଳରେ ସାମିଲ କରାଯାଇଛି । ଟ୍ରେନିଂ ସମୟରେ ୧୩ ଅଗଷ୍ଟ ଦିନ ଭିନେଶ ଆଘାତପ୍ରାପ୍ତ ହୋଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଅପେରଶନ ହେବ ।…

ସ୍ୱାଧୀନତା ଦିବସରେ ଲାଲ ଆତଙ୍କ; ନକ୍ସଲଙ୍କ ଗୁଳିରେ ୨ ଯବାନ ସହିଦ

ରାଉରକେଲା:  ସ୍ୱାଧୀନତା ଦିବସରେ ଲାଲ ଆତଙ୍କ । ସୁନ୍ଦରଗଡ ଜିଲ୍ଲା ସୀମାରେ  ନସ୍କଲ ହିଂସା ।  ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲା ଟନ୍ତୋପାହାଡ଼ରେ ନକ୍ସଲ କରିଛନ୍ତି ସଂଘବଦ୍ଧ ହମଲା ।  ନକ୍ସଲମାନେ ଯବାନଙ୍କ ଉପରକୁ ହଠାତ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଘଟଣା ଘଟିଛି…

‘ଡାର୍କ ଫାଣ୍ଟାସି’ର ନୂତନ ବ୍ରାଣ୍ଡ ଆମ୍ବାସଡର ଶାହରୁଖ ଖାନ୍

ମୁମ୍ବାଇ: ‘ଡାର୍କ ଫାଣ୍ଟାସି’ର ନୂତନ ବ୍ରାଣ୍ଡ ଆମ୍ବାସଡର ହେଲେ ବଲିଉଡ ଅଭିନେତା ଶାହରୁଖ ଖାନ୍‌। ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ତଥା ଆଇଟିସି ବ୍ରାଣ୍ଡ୍‌ ସନ୍‌ ଫିଷ୍ଟ ପକ୍ଷରୁ ଶାହରୁଖ ଖାନଙ୍କୁ ନୂତନ ବ୍ରାଣ୍ଡ ଆମ୍ବାସଡର ଘୋଷଣା କରିଛି। 'କିଙ୍ଗ୍ ଅଫ୍ ରୋମାନ୍ସ' ବା 'କିଙ୍ଗ୍ ଅଫ୍…