Latest Odisha News

BREAKING NEWS

୨୦୨୩ ଆଇସିସି ଦିନିକିଆ ବିଶ୍ୱକପ: ଭାରତକୁ ଟିମ ପଠାଇବା ପାଇଁ ଅନୁମତି ଦେଲା ପାକିସ୍ତାନ ସରକାର

ନୂଆଦିଲ୍ଲୀ: ୨୦୨୩ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଆୟୋଜିତ ହେବ । ରବିବାର ପାକିସ୍ତାନ ସରକାର ଭାରତକୁ ଟିମ ପଠାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ରାଜନୈତିକ ସମ୍ପର୍କ ଭଲ ନ ଥିଲେ ମଧ୍ୟ ଏହାକୁ କ୍ରିକେଟ ସହିତ ଯୋଡିବା ଠିକ ହେବନି ବୋଲି…

ସୋମବାର ସଂସଦକୁ ଫେରିବେ କି ରାହୁଲ ଗାନ୍ଧୀ ?

ନୂଆଦିଲ୍ଲୀ: ସରି ସରି ଆସୁଛି ସଂସଦର ମୌସୁମୀ ଅଧିବେଶନ । ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୧ରେ ସରିବ । ଚଳିତ ଅଧିବେଶନର ଶେଷ ସପ୍ତାହ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଏଥିସହ ୱାୟନାଡ଼ ସାଂସଦ ଭାବେ ପଦ ହରାଇଥିବା ରାହୁଲ ଗାନ୍ଧୀ ଆସନ୍ତାକାଲି ସଂସଦକୁ ଫେରିବା…

ମହିଳା ବିଶ୍ୱକପ ଫୁଟବଲ: ୪ଥର ଚାମ୍ପିୟନ ଆମେରିକା ବିଦା

ସିଡନୀ: ଚଳିତ ଫିଫା ମହିଳା ବିଶ୍ୱକପ ଫୁଟବଲରେ ବଡ ବିପର‌୍ୟ୍ୟୟ ଦେଖିବାକୁ ମିଳିଛି । ୪ଥର ଚାମ୍ପିୟନ ଯୁକ୍ତରାଷ୍ଟ୍ର ଆମେରିକା ଏଥର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇପାରିନି । ୨୦୦୩ର ରନର୍ସଅପ ସ୍ୱିଡେନ ଚାମ୍ପିୟନ ଆମେରିକାକୁ ସଡନ ଡେଥରେ ୫-୪ ଗୋଲରେ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟ…

ଆସନ୍ତୁ ଜାଣିବା ଭୋୟାଜର ସ୍ପେଶକ୍ରାଫ୍ଟ ସମ୍ପର୍କରେ…ଯାହାକି ପରଗ୍ରହୀଙ୍କ ପାଖରେ ପଂହଚାଇବ ଆମ ବାର୍ତା

ୱାଶିଂଟନ: ୪୬ ବର୍ଷ ତଳେ ନାସା ପକ୍ଷରୁ ଭୋୟାଜର ସ୍ପେଶକ୍ରାଫ୍ଟ ସୌରଜଗତ ବାହାରକୁ ପଠା ଯାଇଥିଲା । ୧୯୭୭ରେ ଲଂଚ ହେବା ପରେ ଏବେ ପ୍ରଥମ ଥର ପାଇଁ ଏହା ସହିତ ନାସାର ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ଯାହାକି ଏକ ଚିନ୍ତାର ବିଷୟ ଥିଲା । ଅବଶ୍ୟ ୧୨ ଦିନ ପରେ ଭୋୟାଜର ହର୍ଟବିଟ ପଠାଇଥିଲା ।…

୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲା, ଆଉ ୨ ଗିରଫ

ସୋନପୁର: ୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲାରେ ସୋନପୁର ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା । ଏବେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ, ସୋନପୁର ସହରରେ ଗତ ଜୁଲାଇ ୩୦ ତାରିଖରେ ୨୦୦୦…

ଅଷ୍ଟ୍ରେଲିଆନ ଓପନ ବ୍ୟାଡମିଂଟନ: ଫାଇନାଲରେ ହାରିଲେ ପ୍ରଣୟ

ନୂଆଦିଲ୍ଲୀ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଏଚଏସ ପ୍ରଣୟ ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପରାଜିତ ହୋଇଛନ୍ତି । ଚୀନର ୱେଙ୍ଗ ହୋଙ୍ଗ ୱାଙ୍ଗଙ୍କ ନିକଟରୁ ସେ ୯-୨୧, ୨୧-୨୩ ଓ ୨୨-୨୦ରେ ହାରି ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ତୀବ୍ର ସଂଘର୍ଷପୂର୍ଣ୍ଣ…

ଏଠାରେ ଗାଈ, ମଇଁଷି ଓ ବଳଦକୁ ମିଳିଥାଏ ଛୁଟି

ଲାତେହାର: କର୍ମମୟ ଜୀବନରେ ଛୁଟିର ଆବଶ୍ୟକତା ରହିଥାଏ । ସେଥିପାଇଁ ଶ୍ରେଷ୍ଠ ପ୍ରାଣୀ ମଣିଷ ସପ୍ତାହରେ ଅତି କମରେ ଗୋଟିଏ ଦିନ ଛୁଟି ଥାଏ । ସ୍କୁଲ, କଲେଜ ଠାରୁ ଆରମ୍ଭ କରି ସମସ୍ତ ଅନୁଷ୍ଠାନ ରବିବାର ଦିନ ବନ୍ଦ ରହିଥାଏ । ତେବେ ମଣିଷ କାର୍ଯ୍ୟରେ ନିୟୋଜିତ ଫାଇଦା ପଂହଚାଉଥିବା ଜୀବ ଜନ୍ତୁଙ୍କ…

ଅନନ୍ୟ ରୋବୋଟିକ୍ ଟ୍ୟୁବଲ୍ ପୁନର୍ଗଠନ ଅସ୍ତ୍ରୋପଚାର

ଭୁବନେଶ୍ବର: ନିକଟରେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ସ୍ତ୍ରୀ ଏବଂ ପ୍ରସୂତି ବିଭାଗ ରୋବୋଟିକ୍ ପଦ୍ଧତିରେ ଫାଲୋପିଆନ୍ ଟ୍ୟୁବ୍ ପୁନଃନିର୍ମାଣ ପାଇଁ ଏକ ବିରଳ ଓ ଅନନ୍ୟ ଅସ୍ତ୍ରୋପଚାର କରି ନିଜ ସଫଳତାରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି । ଯାହା ଓଡ଼ିଶା ରାଜ୍ୟରେ ପ୍ରଥମ ଥର ପାଇଁ ଗାଇନୋକୋଲୋଜି…

ଟାଇ ଭୁବନେଶ୍ୱର ପକ୍ଷରୁ ନୂଆ ସଭାପତି ଏ.କେ. ମହାନ୍ତି ଓ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ

ଭୁବନେଶ୍ୱର: ଉଦ୍ୟମିତାକୁ ସୁଦୃଢ଼ କରୁଥିବା ସଂସ୍ଥା ଟାଇ ଭୁବନେଶ୍ୱର ପକ୍ଷରୁ ନୂତନ ନେତୃତ୍ୱ କର୍ମକର୍ତା ଘୋଷଣା କରାଯାଇଛି । ଏ କେ ମହାନ୍ତିଙ୍କୁ ସଭପତି, ସତ୍ୟବ୍ରତ ରଥ ଉପ ସଭାପତି, ଅନ୍ନଦା ପ୍ରସାଦ ପାଢ଼ୀ ସମ୍ପାଦକ ଓ ଶ୍ରୀ ରାକେଶ କୁମାର ଗୁପ୍ତାଙ୍କୁ ଟାଇ ଭୁବନେଶ୍ୱରର କୋଷାଧ୍ୟକ୍ଷ ଭାବେ…

ନକଲି ଯୁକ୍ତ ୨ ସାର୍ଟିଫିକେଟ୍ ମାମଲାରେ ଅଧ୍ୟାପକ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପୋଲିସ ଏକ ନକଲି ସାର୍ଟିଫିକେଟ୍ ରାକେଟର ପର୍ଦ୍ଦାଫାସ୍ କରିଛି । ମାମଲାରେ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ରାଜନୈତିକ ବିଜ୍ଞାନ ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଧ୍ୟାପକ ଜଣଙ୍କ ତପନ କୁମାର ପୃଷ୍ଟି, ଘର ଯାଜପୁର ବୋଲି ଜଣା ପଡ଼ିଛି ।…