Latest Odisha News

BREAKING NEWS

ମୁସଲମାନଙ୍କ ପବିତ୍ର ମହରମ୍, ଭଦ୍ରକରେ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବାହାରିଛି ୪୧ଟି କାଫିଲା

ଭଦ୍ରକ: ମହରମ୍ ପାଇଁ କଡ଼ା ସୁରକ୍ଷା । ୧୭ ପ୍ଲାଟୁନ୍ ପୋଲିସ ଫୋର୍ସ ୮୦ ଅଫିସର ଓ ୨ ଅତିରିକ୍ତ ଏସପି ଭଦ୍ରକ ସହରରେ ମୁତୟନ ହୋଇଛନ୍ତି । ମୁସଲମାନଙ୍କ ପବିତ୍ର ମହରମ୍ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ସତର୍କ ରହିବା ସହ ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରିଛି । ଭଦ୍ରକରେ ସମୁଦାୟ ୪୧ଟି…

ବିଶ୍ୱ ଶାନ୍ତି ପାଇଁ ସନ୍ଦେଶ ଦେଲା ସାଇମୁନ୍ ୨୦୨୩

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପକ୍ଷରୁ ଆୟୋଜିତ ୨ ଦିନିଆ ସମ୍ମିଳନୀ ସାଇମୁନ୍ ୨୦୨୩ ଉଦଯାପିତ ହୋଇଛି । ଉଦଯାପନୀ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସାଇ ଟ୍ରିବୁନର ଉନ୍ମୋଚନ…

ପ୍ରବଳ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ୨ ଜିଲ୍ଲାର ୧୮ ଗାଁ

ଭୁବନେଶ୍ୱର: ବାହ୍ୟ ଜଗତରୁ ବିଚ୍ଛିନ୍ନ ୧୮ ଗାଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ କନ୍ଧମାଳ ଓ ଗଜପତି ଜିଲ୍ଲାରେ ୧୮ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି । ଅନେକ ସ୍ଥାନରେ ଧୋଇ ଯାଇଛି ଆପ୍ରୋଚ୍ ରୋଡ୍ । ସୂଚନା ଅନୁସାରେ, ଶୁକ୍ରବାର ଠାରୁ ହେଉଥିବା ଲଗାଣ…

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ସ୍କୁଲ୍ ଅଫ୍ ଲ୍ ଉଦଘାଟିତ

ଭୁବନେଶ୍ୱର: ଭାରତର ସର୍ବଶ୍ରେଷ୍ଠ ବେସରକାରୀ ଦକ୍ଷତା ବିଶ୍ୱବିଦ୍ୟାଳୟ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଜଟଣୀ କ୍ୟାମ୍ପସରେ ସ୍କୁଲ୍ ଅଫ୍ ଲ’ ର ଉଦଘାଟନ କରିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏମ ଆର ଶାହା, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଦୀନେଶ ମହେଶ୍ୱରୀ ଏବଂ ଓଡ଼ିଶାର…

କାହା ପ୍ରେମରେ ପଡିଛନ୍ତି ମହିଳା କ୍ରିକେଟର ସ୍ମୃତି ମାନ୍ଧାନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ଖେଳାଳି ସ୍ମୃତି ମାନ୍ଧାନା ଏବେ ପ୍ରେମରେ ପଡିଛନ୍ତି । ଏବେ ସେ ତାଙ୍କ ବୟଫ୍ରେଣ୍ଡ ସହ ଇଂଲଣ୍ଡରେ ଛୁଟି କାଟୁଛନ୍ତି । ଅବଶ୍ୟ ସ୍ମୃତି ନିଜ ଆଡୁ ଏ ସମ୍ପର୍କରେ କିଛି କହି ନ ଥିଲେ ସୋସିଆଲ ମିଡିଆରେ ଏ ନେଇ ଖବର ପ୍ରକାଶ ପାଇଛି । ତାଙ୍କ…

‘ଇଣ୍ଡିଆ’କୁ ନେଇ ଛାନିଆଁ, ଦେଶର ନାଁ ବଦଳାଇବ ବିଜେପି !

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆକୁ ନେଇ ବିଜେପି ଲଗାତର ବିରୋଧୀଙ୍କ ଉପରେ ଆକ୍ରମଣ ଜାରି ରଖିଛି। ଏଭଳି ସ୍ଥିତିରେ ବିଜେପିର ସାଂସଦ ନରେଶ ବଂଶଲ ଭାରତୀୟ ସମ୍ବିଧାନରୁ ଭାରତର ନାଁ ହଟାଇ ଦେବାକୁ କହିଛନ୍ତି। ଇଣ୍ଡିଆ ନାଁ ଉପନିବେଶବାଦ ଗୋଲାମୀର ପ୍ରତୀକ ହୋଇଥିବାରୁ ଏହାକୁ ସମ୍ବିଧାନରୁ…

କଂଗ୍ରେସ ପାଇଁ କଣ୍ଟା ଦଳୀୟ ବିଧାୟକ, ଦେଲେ ଇସ୍ତଫା ଧମକ !

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ବିଧାୟକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମନ୍ତ୍ରୀ ମାନେ ବିଧାୟକଙ୍କ କଥା ଶୁଣୁ ନ ଥିବାରୁ ବିଧାୟକ ମାନେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଯେଉଁଥିପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ କରାଯିବା ସହ କୌଣସି ସମସ୍ୟା ନ ଥିବା ମୁଖ୍ୟମନ୍ତ୍ରୀ…

ମାଛ ଧରୁଥିବା ବେଳେ ନଦୀରେ ଭାସିଗଲେ ୨ ସାଙ୍ଗ

ଭଦ୍ରକ: ଭଦ୍ରକ ଦୋଳସାହିରେ ଅଘଟଣ । ମାଛ ଧରୁଥିବା ବେଳେ ନଦୀରେ ଭାସି ଯାଇଛନ୍ତି ୨ ସାଙ୍ଗ । ଜଣଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ୨ ସାଙ୍ଗ ତିହିଡି ଥାନା ଦୋଳସାହି ଗାଜିପୁରର କୁଣ୍ଡୀ ନଈକୁ ମାଛ…

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ; ୩ ମହିଳାଙ୍କ ସମେତ ୮ ମୃତ

କ୍ରିଷ୍ଣାଗିରି: ତାମିଲନାଡୁ କ୍ରିଷ୍ଣାଗିରି ଜିଲ୍ଲାରେ ଭୟଙ୍କର ବାଣ ବିସ୍ଫୋରଣ । ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ୩  ଜଣ ମହିଳା ଥିବା ଜଣାଯାଇଛି । ଅନେକ ଲୋକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶନିବାର ସକାଳ ପ୍ରାୟ…

୨୦୦୬ରୁ ଓଡ଼ିଶାରେ ହ୍ରାସ ପାଇ ଚାଲିଛି ବାଘଙ୍କ ସଂଖ୍ୟା, ଶିମିଳିପାଳରେ ବଢ଼ୁଛି

ଭୁବନେଶ୍ୱର: ରାଜ୍ୟରେ କମୁଛି ବାଘଙ୍କ ସଂଖ୍ୟା । ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ କେନ୍ଦ୍ର ସରକାର ବାଘ ସଂଖ୍ୟା ନେଇ ରିପୋର୍ଟ ପ୍ରକାଶ କରିଛନ୍ତି । ଯେଉଁଥିରେ ଦର୍ଶାଯାଇଛି ଏବେ ଓଡ଼ିଶାରେ ୨୦ଟି ମହାବଳ ରହିଛନ୍ତି । ୨୦୧୮ରେ ଓଡ଼ିଶାରେ ୨୮ଟି ବାଘ ଥିବା ବେଳେ ୨୦୨୨ରେ ୨୦କୁ ଖସି ଆସିଛି ।…