Latest Odisha News

BREAKING NEWS

ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଓ ଉତ୍କର୍ଷତା ନିମନ୍ତେ ଏମ୍‌ସ ଭୁବନେଶ୍ୱରକୁ ପ୍ରଶଂସା

ଭୁବନେଶ୍ୱର: ଗୌରବମୟ ପ୍ରଥମ ଦଶନ୍ଧିର ଯାତ୍ରା ଅବସରରେ ଏମ୍‌ସ ଭୁବନେଶ୍ୱର ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଜନସାଧାରଣଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି । ରୋଗୀ ସେବା କ୍ଷେତ୍ରରେ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଦେଶରେ ଏକ ନୂତନ…

ଶିଶୁମାନଙ୍କ ପାଇଁ ଓଆର୍‌ଏସ୍ ଭ୍ୟାକ୍ସିନ୍ ସଦୃଶ

ଭୁବନେଶ୍ୱର: ବର୍ଷା ଦିନେ ଶିଶୁମାନଙ୍କ କ୍ଷେତ୍ରରେ ଡାଇରିଆ ଓ ଡିସେନ୍‌ଟ୍ରି ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଅନେକ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି । ତେବେ ଏହି ସମୟରେ ସେମାନଙ୍କୁ ଉପଯୁକ୍ତ ପରିମାଣର ଓରାଲ ରିହାଇଡ୍ରେସନ ସଲ୍ୟୁସନ୍…

କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ ପକ୍ଷରୁ ୱାକାଥନ୍ ସହ ବିଶ୍ୱ ହେପାଟାଇଟିସ୍ ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ଓଡ଼ିଶାର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା କଳିଙ୍ଗ ହସ୍ପିଟାଲ୍‌ ଲିମିଟେଡ୍‌ ପକ୍ଷରୁ ବିଶ୍ୱ ହେପାଟାଇଟିସ୍‌ ଦିବସରେ ପଦଯାତ୍ରା ପାଳିତ ହୋଇଯାଇଛି । ହେପାଟାଇଟିସ୍‌ ଭଳି ମାରାତ୍ମକ ରୋଗ ବିରୋଧରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଶହେରୁ ଅଧିକ ଲୋକ ଏହି…

ସୋଆ କୃଷି ମହାବିଦ୍ୟାଳୟରେ ମୋଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ଲ୍ୟାବ ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରେ ଏକ ମୋଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ଲ୍ୟାବ ଗତ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ଉଦ୍‌ଘାଟନୀ…

ଗୁରୁକୃପା ଆଶ୍ରମରେ ରକ୍ତ ଛିଟା, ବାବାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା

ପୁରୀ: ଆଶ୍ରମରେ ଗଡ଼ିଲା ମୁଣ୍ଡ । ବାବାଙ୍କୁ ହତ୍ୟା କଲେ ବାବା । ପୁରୀ ବାସେଳିସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟିଛି । ଜଣେ ବାବା ଆଉ ଜଣେ ବାବାଙ୍କୁ କାଠ ଫାଳିଆରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଆଉ ଜଣେ ବାବା ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି ।…

ଲିଭ-ଇନ ଚାହୁଁନି ବିଜେପି!

ଭୁବନେଶ୍ୱର: ଦେଶରେ ଚାଲିଥିବା ଲିଭ ଇନ ରିଲେସନସିପ ଉପରେ ବ୍ୟାନ ଲଗାଇବାକୁ ଦାବି। ଖୋଦ କେନ୍ଦ୍ରର ଶାସକ ଦଳ ବିଜେପି ସାଂସଦ ଅଜୟ ପ୍ରତାପ ସିଂ ଏଭଳି ଦାବି କରିଛନ୍ତି। ଲିଭ ଇନ ରିଲେସନସିପକୁ ବେଆଇନ କରିବା ପାଇଁ ଆଇନ ଆଣିବାକୁ ସାଂସଦ ଅଜୟ ପ୍ରତାପ ସିଂ ରାଜ୍ୟସଭାରେ ଦାବି ରଖିଛନ୍ତି।…

ଆୟର୍ଲାଣ୍ଡ ସିରିଜ ପରେ ଅବସର ନେବେ ଭୁବନେଶ୍ୱର !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅନୁଭବୀ ପେସ ବୋଲର ଭୁବନେଶ୍ୱର କୁମାର କ୍ରିକେଟରୁ ଅବସର ନେବା ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଆୟର୍ଲାଣ୍ଡ ସିରିଜ ପରେ ସେ ଏହି ନିଷ୍ପତି ନେଇ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ତେବେ ଏ ନେଇ ଭୁବନେଶ୍ୱର ପକ୍ଷରୁ କୌଣସି ବୟାନ ଆସି ନାହିଁ ।…

ବିରୋଧୀ ସଂଖ୍ୟା ଦେଖାଇଲେ, ଶାସନ ହାତେଇବେ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ବିଜେପି ଲଗାତର ଆକ୍ରମଣ ଜାରି ରଖିଥିବା ବେଳେ ବିରୋଧୀ ମଧ୍ୟ ଏହାକୁ ନେଇ କାଉଣ୍ଟର ଆଟାକ କରୁଛନ୍ତି। ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ଇଣ୍ଡିଆନ ମୁଜାହିଦ୍ଦିନ କଥା କହି ବିରୋଧୀ ମେଣ୍ଟ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ମୋଦି ସମାଲୋଚନା କରିବା ପରେ କଂଗ୍ରେସ…

ଦେଓଧର ଟ୍ରଫିରେ ରିୟାନ ପରାଗଙ୍କ ବିସ୍ଫୋରକ ବ୍ୟାଟିଂ, ୟୁସୁଫଙ୍କ ୧୧ ବର୍ଷ ତଳର ରେକର୍ଡ ଭାଙ୍ଗିଲେ

ନୂଆଦିଲ୍ଲୀ: ଚଳିତ ଦେଓଧର ଟ୍ରଫିରେ ଆସାମ ଅଲରାଉଣ୍ଡର ରିୟାନ ପରାଗ ବିସ୍ଫୋରକ ଶତକ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପୂର୍ବାଂଚଳ ପକ୍ଷରୁ ଖେଳୁଥିବା ପରାଗ ଉତରାଂଚଳ ବିପକ୍ଷରେ ୧୦୨ ବଲରେ ୧୩୧ ରନର ଇନିଂସ ଖେଳିଥିଲେ । ଏଥିରେ ୫ ଚୌକା ଓ ୧୧ ଛକା ରହିଥିଲା । ସେ ୮୪ ବଲରେ ଶତକ ହାସଲ…

ମାଓବାଦୀଙ୍କ ସହିଦ ସପ୍ତାହ ପାଇଁ ଆନ୍ଧ୍ର-ଓଡ଼ିଶା ସୀମା ସିଲ୍

ରାୟଗଡ଼ା: ଆଜି ଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ସହିଦ ସପ୍ତାହ । ଯାହାକୁ ଦୃଷ୍ଟିରେ ରଖି ରାୟଗଡ଼ା ପୋଲିସ ପକ୍ଷରୁ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଆନ୍ତଃ ରାଜ୍ୟ ସୀମାକୁ ସିଲ୍ କରାଯାଇଛି । ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି । ଏସଓଜି,…