ହତ୍ୟା ମାମଲାର ଦୋଷୀ ପୋଲିସକୁ ଚକମା ଦେଇ କୋର୍ଟ ପରିସରରୁ ଚମ୍ପଟ
ସମ୍ବଲପୁର: ହତ୍ୟା ମାମଲାରେ ଜଣେ ଦୋଷା ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତି ସମ୍ବଲପୁର କୋର୍ଟ ପରିସରରୁ ପୁଲିସ ହେପାଜତରୁ ଖସି ଯାଇଛି। ଗୁଲଗୁଲା ଖାଁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୦୧ରେ ଜେଲ ଦଣ୍ଡ ଭୋଗିଥିଲା। ୨୦୧୦ରେ ତାଙ୍କୁ ଏହି ସର୍ତ୍ତରେ ଜାମିନ ପ୍ରଦାନ କରାଯାଇଥିଲା।…