Latest Odisha News

BREAKING NEWS

୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ମାଲକାନଗିରି: ୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଏନେଇ ଗତ ମାସ ମାଲକାନଗିରି ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ କଂଗ୍ରେସ କର୍ମୀ। ଜୁଲାଇ ୧୦ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୧୪ ତାରିଖ ଦିନ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା…

ଏହି ଦିଗକୁ ମୁହଁ କରି କରନ୍ତୁ ଭୋଜନ, ମିଳିବ ଶୁଭ ଫଳ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାସ୍ତୁ ଶାସ୍ତ୍ରରେ ଦିଗର ଖୁବ ମହତ୍ତ୍ୱ ରହିଛି। କୁହାଯାଏ ଯେ ଯଦି ଗୋଟିଏ ଘରେ ବାସ୍ତୁ ଦୋଷ ରହିଥାଏ ତେବେ ସେହି ଘରର କଦାପି ଉନ୍ନତି ହୋଇ ନଥାଏ । ତେଣୁ ଯେବେବି ଘର ତିଆରି ହେଉଛି କିମ୍ବା କୌଣସି କାର୍ଯ୍ୟ କରୁଛନ୍ତି ତେବେ ବାସ୍ତୁ ଅନୁସାରେ କରିବା ନିହାତି ଆବଶ୍ୟକ…

ନିର୍ବାଚନ ପୂର୍ବରୁ ନିଜର କ୍ଷମତା ହସ୍ତାନ୍ତର କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖୁବ୍ ଶୀଘ୍ର ପାକିସ୍ତାନ ଶାସନରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ନିଜର କାର୍ଯ୍ୟଭାର ଅନ୍ୟ ସଦସ୍ୟଙ୍କୁ ଦେବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି। ଶେହବାଜ ସରିଫଙ୍କ ଏହି…

ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ପ୍ୟାରିସ: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ମାକ୍ରନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦ ଲେଜିଅନ୍ ଅଫ୍ ଅନର୍' ସମ୍ମାନ ପ୍ରଦାନ କରିଛନ୍ତି। ଏହି ସମ୍ମାନ…

ରୋଗକୁ ନିୟନ୍ତ୍ରଣ ରଖେ କଳା ଟମାଟୋ: ଜାଣନ୍ତୁ ଏହାର ଫାଇଦା

ଖାଦ୍ୟରେ ଟମାଟୋର ବିଶେଷ ମହତ୍ତ୍ୱ ରହିଥାଏ। ଟମାଟୋ ଖାଇବାର ସ୍ୱାଦ ବଢାଇଥାଏ। ତେଣୁ ଏହାକୁ ପ୍ରତି ଖାଦ୍ୟରେ ସ୍ୱାଦିଷ୍ଟ କରିବା ପାଇଁ ପକାଯାଏ। ଏହାଛଡା ଏହାକୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଏ। ତେବେ ଆପଣ ନାଲି କିମ୍ବା ହଳଦିଆ ରଙ୍ଗର ଟମାଟୋ ଦେଖିଥିବେ।…

କବିତା: ଅଦୃଶ୍ୟ ପ୍ରାଚୀର

ସଞ୍ଜିତା ପ୍ରଧାନ  ବିକଶିତ ପଥକୁ ଅବରୋଧ କରି କୁଟିଳ ଅଟ୍ଟହାସ୍ୟ ହସି ଦେଖ ସେ ଆଗେଇ ଯାଉଛି , ବିଶୃଙ୍ଖଳାର ଡିଣ୍ଡିମ ପିଟି ବାଧା ସୃଷ୍ଟି କରି ଚାଲିଛି , ସେ ଅପ୍ରତିମ , ଅପ୍ରତିଦ୍ବନ୍ଦୀ ସେ ବିଶ୍ଵରୂପୀ , ନିରାକାର ଅଦୃଶ୍ୟ ପ୍ରାଚୀର । କେତେବେଳ ଅନ୍ଧବିଶ୍ୱାସର ଦ୍ୱାହିଦେଇ ,…

ଆଜି ଚନ୍ଦ୍ର ପୃଷ୍ଠକୁ ଉଡ଼ାଣ ଭରିବ ଚନ୍ଦ୍ରଯାନ-୩

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚନ୍ଦ୍ରଯାନ ୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆଜି ଦିନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ। ୨୪ ଘଣ୍ଟା ଧରି ଚାଲିଥିବା ‘ଲଞ୍ଚ ରିହର୍ସାଲ୍’ ଶେଷ ହୋଇଛି। ଚନ୍ଦ୍ରଯାନ-୩ ଉତକ୍ଷେପଣର ପ୍ରାୟ ମାସକ ପରେ ଏହା ଚନ୍ଦ୍ରର କକ୍ଷରେ ପହଞ୍ଚିବ। ଲ୍ୟାଣ୍ଡର ବିକ୍ରମ ଓ…

ବୁଲେଟ ଓ ସାଇକେଲ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ସୁବର୍ଣ୍ଣପୁର: ଉଲୁଣ୍ଡା ବ୍ଲକ ମହଦାଠାରେ ବୁଲେଟ ଓ ସାଇକେଲ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା। ମୃତକ ହେଲେ ମହଦା ଗାଁର ୨୨ ବର୍ଷୀୟ ତ୍ରିଲୋଚନ ଭୋଇ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି। ଘଟଣାଟି ଗୁରୁବାର ସନ୍ଧ୍ୟାରେ ଘଟିଥିବା ଜଣାପଡିଛି।…

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କ ଦ୍ୱାରା ହିରୋ ଏସିଆନ ହକି ଚାମ୍ପିୟନସିପ୍ ଟ୍ରଫି-୨୦୨୩…

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି ମର୍ଯ୍ୟାଦାଜନକ “ହିରୋ ଏସିଆ ହକି ଚାମ୍ପିଅନ୍ସ ଟ୍ରଫି-୨୦୨୩ର ଟ୍ରଫିକୁ ଉନ୍ମୋଚନ କରିଛନ୍ତି । ଚେନ୍ନାଇରେ ଏହି ପ୍ରତିଯୋଗିତା ଆୟୋଜିତ ହେବ । ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ…

୨୦ ଜୁଲାଇ ୨୦୨୩ ରେ ପାରମ୍ପରିକ ଔଷଧ ସମ୍ପର୍କିତ ଏସିଆନ୍ ରାଷ୍ଟ୍ର ସମୂହଙ୍କ ସମ୍ମିଳନୀ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ: ବିଦେଶ ମନ୍ତ୍ରଣାଳୟ, ଏସିଆନରେ ଭାରତୀୟ ମିଶନ୍ ଏବଂ ଏସିଆନ୍ ସଚିବାଳୟର ସହଯୋଗରେ ୨୦ ଜୁଲାଇ ରେ ନୂଆ ଦିଲ୍ଲୀ, ବିଜ୍ଞାନ ଭବନରେ ଆୟୁଷ ମନ୍ତ୍ରଣାଳୟ ପାରମ୍ପରିକ ଚିକିତ୍ସା ପଦ୍ଧତି ଉପରେ ସମ୍ମିଳନୀର ଆୟୋଜନ କରିବ। ଏସିଆନ୍ (ଦକ୍ଷିଣ ପୂର୍ବ ଦେଶର ସଙ୍ଗଠନ) ଭିଏତନାମ, କାମ୍ବୋଡିଆ…