Latest Odisha News

BREAKING NEWS

ପୋଲିସ ଘରୁ ସୁନା ଅଳଙ୍କାର ଚୋରି କରିନେଇଗଲା ଚୋର

ଢେଙ୍କାନାଳ: ଅବକାରୀ ଇନ୍ସପେକ୍ଟରଙ୍କ ଘରୁ ଗୁରୁବାର ଦିନ ଲୁଟେରାମାନେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜିରିଡାମାଳି ଠାରେ ଇନ୍ସପେକ୍ଟର ସଞ୍ଜୀବ କୁମାର ଶର୍ମା ସହର ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଶର୍ମା କାମାକ୍ଷାନଗର ଅବକାରୀ…

ସ୍ବାସ୍ଥ୍ଯମନ୍ତ୍ରୀଙ୍କ ଜିଲ୍ଲାରେ ରୋଗୀକୁ ମିଳିଲାନି ଆମ୍ବୁଲାନ୍ସ, ଟ୍ରଲିରେ ଗଲେ ହସ୍ପିଟାଲ

ସୋନପୁର: ଜଣେ ରୋଗୀଙ୍କୁ ଆମ୍ବୁଲାନ୍ସ ନମିଳିବାରୁ ରିକ୍ସା ଟ୍ରଲିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପଡିଛି। ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନିଜ ଜିଲ୍ଲା ବିନିକାରେ ଏହି ଘଟଣା ଘଟିଛି। ରୋଗୀ ଜଣକ ହେଲେ ହାଲୁ ନାଏକ(୩୮)। ସେ ଗୁରୁବାର କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ…

ମୋଦି ସରନେମ ବିବାଦରେ ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା; କାଏମ ରହିଲା ତଳକୋର୍ଟଙ୍କ ଆଦେଶ

ନୂଆଦିଲ୍ଲୀ: ମୋଦି ସରନେମ ବିବାଦରେ ଫସିଗଲେ ରାହୁଲ ଗାନ୍ଧି । ଗୁଜୁରାଟ ହାଇକୋର୍ଟରେ ରାହୁଲ ଗାନ୍ଧି କରିଥିବା ପୁନର୍ବିଚାର ଆବେଦନ ଖାରଜ । ସୁରତ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ହାଇକୋର୍ଟଙ୍କ ଏହି ରାୟ ପରେ  ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କାଏମ  ରହିବ ।…

ବୈବାହିକ ପ୍ରତିଶୃତି ଭାଙ୍ଗିବା ପୂର୍ବରୁ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, ଯଦି କୌଣସି ସମ୍ପର୍କ ତିକ୍ତ ହୋଇଯାଏ ଏବଂ କୌଣସି ବ୍ୟକ୍ତି ନିଜ ସାଥୀଙ୍କୁ ବିବାହ ନକରିବାକୁ ନିଷ୍ପତ୍ତି ନିଏ, ତା'ହେଲେ ପୂର୍ବରୁ ହୋଇଥିବା ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ଭାବେ ବିବେଚନା କରାଯିବା ଉଚିତ ନୁହେଁ। ଅର୍ଥାତ୍…

ଫଲକନୁମା ଏକ୍ସପ୍ରେସର ତିନି ବଗିରେ ଲାଗିଗଲା ନିଆଁ

ବିଶାଖାପଟଣମ:ହାଓଡା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ନିଆଁ । ବିଶାଖାପଟଣମର ପାଗିଡିପାଲି-ବୋମାଇପାଲି  ମଧ୍ୟରେ ଘଟିଛି ଏହି ଦୁର୍ଘଟଣା ।  ହୁତୁହୁତୁ ଜଳୁଛି ଫାଲକନାମା ଏକ୍ସପ୍ରେସ ଟ୍ରେନ । ଟ୍ରେନର ତିନୋଟି ବଗିରେ ନିଆଁ ଲାଗି ଯାଇଛି ।  ଅଗ୍ନିକାଣ୍ଡ ଯୋଗୁ ଆଖପାଖ ଅଞ୍ଚଳ ଧୂଆଁମୟ…

କେତେ ସମ୍ପତ୍ତିର ମାଲିକ ଧୋନି, ଆସନ୍ତୁ ଜାଣିବା କେଉଁଠୁ ଆସୁଛି କେତେ ଟଙ୍କା..

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି କ୍ରିକେଟ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ଆଜି ତାଙ୍କର ୪୨ତମ ଜନ୍ମଦିନ । ଧୋନି ୭ ଜୁଲାଇ ୧୯୮୧ ରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ ଜଗତରେ ସ୍ୱତନ୍ତ୍ର ପରିଚୟ ବହନ କରିଥିବା ମହେନ୍ଦ୍ର ସିଂ…

ଟଙ୍କା ଗଣି ଗଣି ରାତି ପାହି ଯାଉଛି କିନ୍ତୁ ସରୁନି: ଆଜି ତୃତୀୟ ଦିନରେ ବି ଚାଲିଛି ଡିଏନ ଗ୍ରୁପରେ ଆୟକର ଚଢଉ

ଭୁବନେଶ୍ୱର:ତିନି ଦିନ ହେଲାଣି ଚାଲିଛି ଚଢାଉ । ଯେତେ ଖୋଳିଲେ ସେତେ ବାହାରୁଛି ସମ୍ପତ୍ତି ତାଲିକା । ଆଜି ତୃତୀୟ ଦିନରେ ଚାଲିଛି ଡିଏନ ଗ୍ରୁପ ଉପରେ ଆୟକର ବିଭାଗର ଚଢାଉ । ପ୍ରଥମ ଦିନ ଚଢାଉରେ ୩୦ କୋଟି ଜବତ ହୋଇଥିବାବେଳେ ଗତକାଲି ବାହାରିଛି ପୁଳା ପୁଳା ଟଙ୍କା । ଗତକାଲି ଚଢ଼ାଉ ବେଳେ…

ହାପି ବାର୍ଥ ଡ଼େ MS ଧୋନି: ଜାଣନ୍ତୁ ମାହିଙ୍କ ବିଷୟରେ କିଛି ଅଜଣା କଥା …

ମୁମ୍ବାଇ: କ୍ରିକେଟ୍ ପ୍ରେମୀଙ୍କ ଗହଣରେ ଖୁବ୍ ପରିଚିତ ମହେନ୍ଦ୍ର ସିଂହ ଧୋନୀ । ଯିଏକି ମାହି ଓ କ୍ୟାପଟେନ୍ କୁଲ୍ ନାମରେ ବି ଲୋକପ୍ରିୟ ହୋଇପାରିଛନ୍ତି । ୧୯୮୧ ମସିହା ଜୁଲାଇ ୭ ତାରିଖରେ ଜନ୍ମଗ୍ରହଣ କରିଥିବା ଧୋନୀ ଆଜି ନିଜର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନ ଅବସରରେ ମାହିଙ୍କ…

ରାଜଧାନୀରୁ ପୁଣି ଜଣେ ଛାତ୍ର ନିଖୋଜ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଜଣେ ଛାତ୍ର ନିଖୋଜ ।  ଛାତ୍ର ଜଣକ ରାଗି ଘରୁ କୁଆଡେ ପଳାଇଥିବା ଜଣାପଡିଛି । ଏ ନେଇ ପରିବାର ଲାେକେ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଛନ୍ତି । ନିଖୋଜ ଛାତ୍ରଙ୍କ ନାଁ  ଯୋଗେଶ ବାଲାଜ । ସ୍କୁଲ ଯିବାକୁ ନେଇ ପରିବାର ଲାେକେ ଏବଂ ଶିକ୍ଷକ ତାଙ୍କୁ ଗୁରୁବାର…

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ: ୩ ଜଣଙ୍କର ଦରମା ଓ ୬ ଜଣଙ୍କର ପେନସନ ବନ୍ଦ

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି  ରଖିଛନ୍ତି ।  ଏ ପର୍ଯ୍ୟନ୍ତ ୧୯୭ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସାରିଲେଣି । ଏବେ ପୁଣି ୯ ଜଣଙ୍କ ବିରୋଧରେ କାାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।  ୩ ଜଣଙ୍କୁ…