ରାଜ୍ୟରେ ସକ୍ରିୟ ହେଉଛନ୍ତି ମାଓବାଦୀ ! ରାୟଗଡାରେ ପୋଡ଼ାଜଳା ପରେ ନୂଆପଡାରୁ ଠାବ ହେଲା ମାଓକ୍ୟାମ୍ପ
ନୂଆପଡା: ପୁଣି ମାତିଲେ ମାଓବାଦୀ । ଦକ୍ଷିଣ ଓଡ଼ିଶାରେ ପୁଣି ସକ୍ରିୟ ହେଉଛନ୍ତି ମାଓବାଦୀ । ରାୟଗଡାରେ ଲାଲବାହିନୀର ତାଣ୍ଡବ ପରେ ନୂଆପଡାରେ ଠାବ ହୋଇଛି ମାଓ କ୍ୟାମ୍ପ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝୋଲାପଡା ଗାଁ ନିକଟ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି । ଏଠାରୁ ବିପୁଳ ପରିମାଣର…