ସ୍ୱାମୀଙ୍କ ପାଇଁ କାଳ ହେଲା ସ୍ତ୍ରୀଙ୍କ ସେଲଫି : ଅଡ଼ୁଆରେ ଏବେ ପୋଲିସ ବାବୁ
ଉତ୍ତରପ୍ରଦେଶ: ଶେଯ ଉପରେ ସଜାଇ ହୋଇ ରଖାଯାଇଛି ବିଡା ବିଡା ଟଙ୍କା । ଟଙ୍କା ସହ ସେଲଫି ଉଠା ମଧ୍ୟ ଚାଲିଛି । କେବଳ ପୋଲିସ ବାବୁ ନୁହଁ ତାଙ୍କ ସହ ପୁରା ପରିବାର ମଧ୍ୟ ସେଲଫି ଉଠାଇବାରେ ମସଗୁଲ । ପୁଣି ଫଟୋକୁ ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ୍ କରିବାକୁ ଭୁଲିନାହାନ୍ତି ବାବୁ ଜଣକ | ହେଲେ…