Latest Odisha News

BREAKING NEWS

ବାହାନଗା ରେଳ ଷ୍ଟେସନରେ ୨୬ ଦିନ ପରେ ଆଜିଠୁ ପୁଣି ଟ୍ରେନ୍ ସେବା ଆରମ୍ଭ

ବାହନଗା: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ୨୬ ଦିନ ପରେ ଆଜିଠୁ ସ୍ବାଭାବିକ ହେବାକୁ ଯାଉଛି ରେଳସେବା। ଦୁର୍ଘଟଣାରେ ୨୯୨ ଜଣଙ୍କୁ ମୃତ୍ୟୁ ଘଟିଛି। ଦୁର୍ଘଟଣାର ସିବିଆଇ ତଦନ୍ତ ଚାଲିଥିବାରୁ ରେଳସେବା ସାମୟିକ ପାଇଁ ବନ୍ଦ ରହିଥିଲା।  ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ କୁହାଯାଇଛି ଯେ,…

‘ମହିମା ମଠ ରାଜନୈତିକ ରଣକ୍ଷେତ୍ର ନୁହେଁ, ଟଙ୍କା ଦେଇ ସ୍ୱାଭିମାନୀ ଢେଙ୍କାନାଳବାସୀଙ୍କୁ କିଣିପାରିବେନି’

ଗଁନ୍ଦିଆ/ଢେଙ୍କାନାଳ: ରାଜ୍ୟ ଆଜି ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାବାବେଗକୁ ବୁଝୁନଥିବା ଦୁର୍ନୀତିଖୋର ଲୋକଙ୍କ ହାବୁଡରେ ପଡିଛି । ଏଠି ବାବୁମାନେ ପ୍ରତିନିଧି । ବାବୁ ମାନଙ୍କ ଚୌକି ପକାଇବା ପାଇଁ ଜନପ୍ରତିନିଧି ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି ବୋଲି ମଙ୍ଗଳବାର ଢେଙ୍କାନାଳର ଗଁନ୍ଦିଆ…

ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍, ଡାଲାରେ ୧୬ ଜଣ ଶ୍ରମିକ ଥିଲେ

ମୋହନା: ମଙ୍ଗଳବାର ସନ୍ଧ୍ୟା ସାତଟା ସମୟରେ ରା ଉଦୟଗିରି ବ୍ଲକ ଅନ୍ତର୍ଗତ ଚମ୍ପାଘାଟିରେ ଏକ ମାକ୍ସ ପିକଅପ ଦୁର୍ଘଟଣାର ଶିକାର ହୋଇଛି। ଗାଡି ଡାଲାରେ ୧୬ ଜଣ ଶ୍ରମିକ ପୁରୁଣାପାଣି ଓ ପେଣ୍ଠା ଗ୍ରାମକୁ ଫେରୁଥିଲେ। ତେବେ ଚମ୍ପାଘାଟିରେ ଗଡୁଥିବା ସମୟରେ ଡ୍ରାଇଭର ଗାଡିକୁ ନିୟନ୍ତ୍ରଣ…

ବାଲିଯାତ୍ରା ଠିକା କାମରେ ଦୁର୍ନୀତି ଅଭିଯୋଗ, ସିଏମସି ବୈଠକରେ ବିରୋଧୀଙ୍କ ହୋହଲ୍ଲା

କଟକ: ଗତବର୍ଷ ବାଲିଯାତ୍ରାରେ ଠିକା କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ନେଇ ମଙ୍ଗଳବାର କଟକ ମହାନଗର ନିଗମର କାଉନସିଲ ବୈଠକରେ ହୋହଲ୍ଲା ହୋଇଥିଲା। ଏହାବାଦ ବିଭିନ୍ନ ପ୍ରସଙ୍ଗ ଉଠାଇ କଂଗ୍ରେସ ଓ ବିଜେପି କାଉନସିଲରମାନେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିବାବେଳେ ଶାସକ ବିଜେଡି…

ରାଜରାସ୍ତାରେ ଘରୋଇ ଅଧ୍ୟାପକଙ୍କ ଆନ୍ଦୋଳନ, ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ବର: ମଙ୍ଗଳବାର ଓଡ଼ିଶାର ଶତାଧିକ ଘରୋଇ ଅଧ୍ୟାପକ ଓ କର୍ମଚାରୀ ବିଧାନସଭା ଚାରିପାଖରେ ଘେରାଉ କରି ପୁଲିସ ସହ ଧସ୍ତାଧସ୍ତି କରିଥିଲେ। ୨୦୦୮-୨୦୧୮ ମସିହାରୁ ଅଧ୍ୟାପକଙ୍କୁ ସରକାରୀ ଅନୁଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ। ଆନ୍ଦୋଳନକାରୀମାନେ କହିଥିଲେ ଯେ ସେମାନେ ଆଜି…

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଟାଟା ପାଓ୍ବାର କାର୍ଯ୍ୟାଳୟକୁ ଅଣ୍ଡାମାଡ କଲା କଂଗ୍ରେସ

ଭୁବନେଶ୍ୱର: ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ବାର ବିରୋଧରେ କଂଗ୍ରେସ ମଙ୍ଗଳବାର ସାରା ଓଡିଶାରେ ଆନ୍ଦୋଳନ ଆରମ୍ଭ କରିଛି। ବାରମ୍ବାର ବିଜୁଳି କାଟ, ବିଲକୁ ନେଇ ବିଭ୍ରାଟ, ବିଜୁଳି ବଣ୍ଟନରେ ଅନିୟମିତତା ଆଦି ଅଭିଯୋଗ ଆଣିଛି ଦଳ। ନୟାଗଡ଼, କେନ୍ଦ୍ରାପଡ଼ା, ମାଲକାନଗିରିରେ ଥିବା ଟାଟା…

ଫାଇଭ ଟି ସଚିବ ଶୁଣାଇଥିବା ସିଏମଙ୍କ ବାର୍ତ୍ତାର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର: ୫-ଟି ସଚିବ ଭି. କେ ପାଣ୍ଡିଆନ ସୋମବାର ବରଗଡ଼ରେ ଏକ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଭିନ୍ନ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିବାକୁ ଯେଉଁ ନିର୍ଦ୍ଦେଶ ଦେଇଥିବାର ଅଡିଓ ରେକର୍ଡିଂ ଶୁଖାଇଥିଲେ ତାହାର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛି ଓଡ଼ିଶା…

ସାଫ ଚାମ୍ପିୟନଶିପ: ଭାରତ-କୁଏଟ ମ୍ୟାଚ ଡ୍ର

ବାଙ୍ଗାଲୋର: ସ୍ଥାନୀୟ କାନ୍ତିରାଭା ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ସାଫ ଚାମ୍ପିୟନଶିପର ଏକ ମୁକାବିଲାରେ ଭାରତ ଓ କୁଏଟ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ଉଭୟ ଟିମ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ଏହି ଉତେଜନାପୂର୍ଣ୍ଣ ମ୍ୟାଚ ଅବସରରେ ଉଭୟ ଟିମର ଖେଳାଳିମାନେ…

୭୨ ହୁରେଁର ଟ୍ରେଲର ଥିଏଟରରେ ଦେଖାଇବା ଉପରେ କଟକଣା ଲଗାଇଲା ସିବିଏଫସି

ମୁମ୍ବାଇ: ସେନ୍ସର ବୋର୍ଡ ମଙ୍ଗଳବାର ୭୨ ହୁରେଁ ଫିଲ୍ମର ଟ୍ରେଲର ଥିଏଟରରେ ଦେଖାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି । ଏହାର ଟ୍ରେଲର ଆପତିଜନକ ହୋଇଥିବାରୁ ବୋର୍ଡ ଏହି ନିଷ୍ପତି ନେଇଛି । ମେକର୍ସ ଏହାକୁ କେବଳ ଡିଜିଟାଲ ପ୍ଲାଟଫର୍ମରେ ଦେଖାଇ ପାରିବେ । ପୂର୍ବରୁ ସେନ୍ସର ବୋର୍ଡ…

କେନ୍ଦ୍ରକୁ ରେଳ ଦୁର୍ଘଟଣାର ଜବାଵ ମାଗିଲେ କଂଗ୍ରେସ ନେତା

ଭୁବନେଶ୍ୱର: ବାଲେଶ୍ୱର ରେଳ ଦୁର୍ଘଟଣାରେ କେତେ ଜୀବନ ଅକାଳରେ ଚାଲିଗଲା। ଏହାକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଲା। ଦେଶର ରାଜନୀତି ମଧ୍ୟ ତୀଵ୍ର ହେଲା। ଘଟଣାର ସିବିଆଇ ତଦନ୍ତ ମଧ୍ୟ ଚାଲିଛି। କିନ୍ତୁ ଏହାର ଫଳ କଣ ବୋଲି ପ୍ରଶ୍ନ କରିଛନ୍ତି ମଧ୍ୟପ୍ରଦେଶ କଂଗ୍ରେସ…