Latest Odisha News

BREAKING NEWS

କେନ୍ଦ୍ରକୁ ରେଳ ଦୁର୍ଘଟଣାର ଜବାଵ ମାଗିଲେ କଂଗ୍ରେସ ନେତା

ଭୁବନେଶ୍ୱର: ବାଲେଶ୍ୱର ରେଳ ଦୁର୍ଘଟଣାରେ କେତେ ଜୀବନ ଅକାଳରେ ଚାଲିଗଲା। ଏହାକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଲା। ଦେଶର ରାଜନୀତି ମଧ୍ୟ ତୀଵ୍ର ହେଲା। ଘଟଣାର ସିବିଆଇ ତଦନ୍ତ ମଧ୍ୟ ଚାଲିଛି। କିନ୍ତୁ ଏହାର ଫଳ କଣ ବୋଲି ପ୍ରଶ୍ନ କରିଛନ୍ତି ମଧ୍ୟପ୍ରଦେଶ କଂଗ୍ରେସ…

ଦଳବଳ ନେଇ ପଟୁଆରରେ ମହାରାଷ୍ଟ୍ର ପଳେଇଲେ କେସିଆର !

ଭୁବନେଶ୍ୱର: ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତିର ବହୁ ପ୍ରଭାବୀ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି। ଆଗକୁ ଥିବା ବିଧାନସଭା ନିର୍ବାଚନରେ ତେଲେଙ୍ଗାନାରେ କେସିଆରଙ୍କ ବିଆରଏସକୁ କଡା ଟକ୍କର ଦେବା ପାଇଁ କଂଗ୍ରେସ ଓ ବିଜେପି ସଜବାଜ ହେଉଛନ୍ତି। ଏପରିକି କଂଗ୍ରେସ ମହାସଚିବ ପ୍ରିୟଙ୍କା…

୨୯ ବର୍ଷୀୟ ଜୋ ସୁଚଙ୍କ ଶରୀର ଧିରେ ଧିରେ ପାଲଟୁଛି ପଥର

ନ୍ୟୁୟର୍କ: ସ୍ଥାନୀୟ ବାସିନ୍ଦା ୨୯ ବର୍ଷୀୟ ଜୋ ସୁଚଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି । ତାଙ୍କ ଶରୀର ଧିରେ ଧିରେ ପଥରରେ ବଦଳୁଛି । ଷ୍ଟୋନ ମ୍ୟାନ ସିଣ୍ଡ୍ରମ ବା ଫାଇବ୍ରଡିସ୍ପାଲିସିୟା ଅସିଫିକନ୍ସ ପ୍ରୋଗ୍ରେସିଭ ରୋଗରେ ସେ ଆକ୍ରାନ୍ତ । ଏହି ରୋଗ ଯୋଗୁ ତାଙ୍କ ଶରୀର ୯୫ ପ୍ରତିଶତ ଗତିଶୀଳତା…

କର୍ଣ୍ଣାଟକରେ ହାରିବା ପରେ.. ବିଜେପି ଲଢୁଛି ବିଜେପି ସହ, ବୋମ୍ମାଇ ସାଜିଛନ୍ତି ଦେଖଣାହାରୀ !

ଭୁବନେଶ୍ୱର: କର୍ଣ୍ଣାଟକରେ ହାରିବା ପରେ ବିଜେପି ନେତାଙ୍କ ମଧ୍ୟରେ ଲଢ଼େଇ ତୀଵ୍ର ହେବାରେ ଲାଗିଛି। ଦଳର ପ୍ରମୁଖ ନେତାମାନେ ଏହି ବଡ଼ ପରାଜୟ ପାଇଁ ପରସ୍ପରକୁ ଦୋଷ ଦେଉଥିବାବେଳେ ଏବେ କିନ୍ତୁ ଖୋଲାଖୋଲି ଲଢ଼େଇକୁ ଓଲ୍ହାଇଥିବା ଦେଖିବାକୁ ମିଳିଛି। ଦଳର ବରିଷ୍ଠ ନେତାମାନେ ମୋଦିଙ୍କ ୯ ବର୍ଷ…

ଆଦିପୁରୁଷ ନେଇ କୋର୍ଟଙ୍କ ଭର୍ତ୍ସନା, ସବୁ ବେଳେ ହିନ୍ଦୁ ଧର୍ମର ସହିଷ୍ଣୁତାର କାହିଁକି ନେଉଛ ପରୀକ୍ଷା

ନୂଆଦିଲ୍ଲିୀ: ଦିନକୁ ଦିନ ଆଦିପୁରୁଷ ନିର୍ମାତାଙ୍କ ଅସୁବିଧା ବଢ଼ିବାରେ ଲାଗିଛି । ଦର୍ଶକ ଏହାକୁ ନାପସନ୍ଦ କରିବା ପରେ ଏବେ କୋର୍ଟରେ ଚାଲିଛି ଲଢ଼େଇ । ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟ ସ୍କ୍ରିପ୍ଟ ଲେଖକ ମନୋଜ ମୁନ୍ତାଶିର ଶୁକ୍ଲା, ଫିଲ୍ମ ନିର୍ମାତା ଓମ ରାଉତ ଓ ସେନ୍ସର ବୋର୍ଡଙ୍କୁ ଭର୍ତ୍ସନା…

ଆଇସିସି ଦିନିକିଆ ବିଶ୍ୱକପ: ଭାରତ-ପାକିସ୍ତାନ ସେମିଫାଇନାଲ ମ୍ୟାଚ କେଉଁଠାରେ ହେବ ଆୟୋଜିତ ?

ଅହମ୍ମଦାବାଦ: ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଆଜି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଅକ୍ଟୋବର ୫ରେ ଉଦଘାଟନୀ ମ୍ୟାଚ ଏବଂ ନଭେମ୍ବର ୧୯ରେ ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଏହି କାର୍ଯ୍ୟସୂଚୀ ଭାରତ-ପାକିସ୍ତାନ ଯଦି ସେମିଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହୁଅନ୍ତି ତେବେ ଏହା କେଉଁଠାରେ…

ସରିଲା ଆଡପ ଦର୍ଶନ, କାଲି ବାହୁଡା ଯାତ୍ରା; ଜାଣନ୍ତୁ, କେତେବେଳେ ହେବ ଛେରାପହରା ଓ ରଥଟଣା

ପୁରୀ: ଆଡ଼ପମଣ୍ଡପ ମଣ୍ଡପରେ ଚଳିତବର୍ଷର ଶେଷ ଦର୍ଶନ ଦେଲେ ମହାପ୍ରଭୁ ।ଜନ୍ମବେଦୀରେ ନବମୀ ତିଥିରେ ଶ୍ରୀଜୀଉଙ୍କ ସନ୍ଧ୍ୟାଦର୍ଶନ କଲେ ଲକ୍ଷାଧିକ ଭକ୍ତ,ଶ୍ରଦ୍ଧାଳୁ । ସନ୍ଧ୍ୟା ଦର୍ଶନ ଅବଧିକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଆସନ୍ତାକାଲି ବାହୁଡା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।ସେପଟେ…