ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନ: ଫାଇନାଲରେ ଚିରାଗ-ସାଇରାଜ
ଜାକାର୍ତା: ଚଳିତ ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନରେ ଭାରତର ସାତ୍ୱିକସାଇରାଜ ରଂକିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡି ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ସେମାନେ ସେମିଫାଇନାଲରେ ଦକ୍ଷିଣ କୋରିଆର ଏମଏଚ କଂଗ ଓ ଏସଜେ ସିୟୋଙ୍କୁ ୧୭-୨୧, ୨୧-୧୯, ୨୧-୧୮ରେ ପରାସ୍ତ କରିଥିଲେ । ପ୍ରଥମ ସେଟ…