ଅଘୋଷିତ ବିଦ୍ୟୁତ କାଟ: କଂଗ୍ରେସ ପରେ ବିଜେପି ଲଣ୍ଠନ ଜାଳି କଲା ପ୍ରତିବାଦ
ଭୁବନେଶ୍ୱର: ବାରମ୍ବାର ଅଘୋଷିତ ବିଜୁଳା କାଟ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ରାଜନୈତିକ ପାରା ତେଜିଛି। ସୋମବାର ଛାତ୍ର କଂଗ୍ରେସ ପରେ ବିଜେପି ମଧ୍ୟ ବିଜୁଳ କାଟକୁ ବିରୋଧ କରି ଭୁବନେଶ୍ୱରରେ ରାଜରାସ୍ତାକୁ ଓହ୍ଲାଇଛି।
କଂଗ୍ରେସର ଛାତ୍ର ସଙ୍ଗଠନର ସଦସ୍ୟ ଆଜି ସକାଳେ ଶକ୍ତିମନ୍ତ୍ରୀ ପ୍ରତାପ…