ଟୁ ହ୍ୱିଲର ଟ୍ୟାକ୍ସି ଏବେ ଦିଲ୍ଲୀରେ ଗଡିବନି : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଟୁ ହ୍ୱିଲର ଟ୍ୟାକ୍ସି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତିକୁ ବଦଳାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଏବେ ଦିଲ୍ଲୀରେ ବାଇକ ଟ୍ୟାକ୍ସି ଗଡିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାପିଡୋ, ଓଲା ଓ ଉବେର ଭଳି ସଂସ୍ଥା ଦିଲ୍ଲୀରେ ବାଇକ ଟ୍ୟାକ୍ସି ଯୋଗାଉଥିଲେ ।…