କରମଣ୍ଡଳ ଦୁର୍ଘଟଣା: ଆଜି ଦ୍ୱାଦଶାହ ପାଳୁଛନ୍ତି ବାହାନଗାବାସୀ, ୫ ହଜାର ଦୀପଦାନ ସହ ଚାଲିଛି ଗାୟତ୍ରୀ ମହାଯଜ୍ଞ
ବାହାନଗା:ଆଜି କରମଣ୍ଡଳ ଦୁର୍ଘଟଣାକୁ ୧୨ ଦିନ ପୂରିବ । ବାହାନଗାବାସୀ ମୃତକ ଉଦ୍ଦେଶ୍ୟରେ ଦଶାହ, ଏକାଦଶାହ ପରେ ଆଜି ଦ୍ୱାଦଶାହ ପାଳନ କରୁଛନ୍ତି । ଏହି ଅବସରରେ ଆଜି ଏଠାରେ ସର୍ବଧର୍ମ ସଭା, ଶାନ୍ତି ଶୋଭାଯାତ୍ରା, ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ଆୟୋଜନ କରାଯାଇଛି । ଏଥିସହିତ ୫ ହଜାର ୮…