Latest Odisha News

BREAKING NEWS

ଏପିଜେ କଲାମ ଦ୍ୱୀପରୁ ’ଅଗ୍ନି ପ୍ରାଇମ୍’ ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଡିଆରଡିଓ ପକ୍ଷରୁ ଡକ୍ଟର ଏପିଜେ ଅବ୍ଦୁଲ କଲାମ ଦ୍ୱୀପରୁ ବାଲିଷ୍ଟିକ ମିସାଇଲ୍ ’ଅଗ୍ନି ପ୍ରାଇମ୍’ର ସଫଳ ପରୀକ୍ଷଣ କରାଯାଇଛି । ବିମାନରୁ ରାତିରେ ହୋଇଥିବା ପରୀକ୍ଷଣରେ ବାଲିଷ୍ଟିକ ମିସାଇଲ୍ ’ଅଗ୍ନି ପ୍ରାଇମ୍’ସମସ୍ତ ଟାର୍ଗେଟକୁ ଧ୍ୱଂସ କରି ଦେଇଛି । ତିନିଥର ସଫଳ ପରୀକ୍ଷଣ…

କେରଳ ଛୁଇଁଲା ମୌସୁମୀ; ଓଡ଼ିଶା ଆସିବାକୁ ବିଳମ୍ବ

 ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏ ନେଇ ସୂଚନା ଦେଇଛି ଆଇଏମଡି । ଆଜି  ଲକ୍ଷାଦ୍ୱୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ଛୁଇଁଛି । ମୌସୁମୀ ଦକ୍ଷିଣ-ପଶ୍ଚିମ ଅଭିମୁଖେ ଅଗ୍ରସର ହେଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର କୁହାଯାଇଛି ।  ବୁଧବାର କେରଳରେ…

ଅନଲାଇନ ଗେମ ନାଁରେ ପିଲାଙ୍କୁ କରାଯାଉଛି ଧର୍ମାନ୍ତର-ଗାଜିଆବାଦ ପୋଲିସର ବଡ ସୂଚନା

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ନାବାଳକଙ୍କ ଧର୍ମାନ୍ତର ସମ୍ପର୍କିତ ନୂଆ ନୂଆ ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ଏ ସଂକ୍ରାନ୍ତରେ ପୁଣି ଏକ ନୂଆ ମାମଲା ଶୁଣିବାକୁ ମିଳିଛି । ଗାଜିଆବାଦ ସିଟି ଡିସିପି ନିପୁଣ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି, ତାଙ୍କର ପାଖରେ ସୂଚନା ରହିଛି ଯେ,…

ଜଲି ଏଲଏଲବି ୩ରେ ସାମ୍ନା ସାମ୍ନି ହେବେ ଅକ୍ଷୟ କୁମାର, ଅର୍ଶାଦ ୱାର୍ସି

ମୁମ୍ବାଇ: ବଲିଉଡର ଏ ଭଳି କେତେକ ଫିଲ୍ମ ଅଛି ଯାହାର ସିକ୍ୱେଲକୁ ଦର୍ଶକ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି । ଏ ଭଳି ଏକ ଫିଲ୍ମ ହେଲା ଜଲି ଏଲଏଲବି । ଏହାର ତୃତୀୟ ସଂସ୍କରଣରେ ଅକ୍ଷୟ କୁମାର ଏବଂ ଅର୍ଶାଦ ୱାର୍ସି ଏକତ୍ର ଅଭିନୟ କରିବେ ଜଣାପଡିଛି । ସୂଚନାଯୋଗ୍ୟ ୨୦୧୩ରେ ରିଲିଜ ପ୍ରଥମ…

ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ: ଦେଶରେ ୧୧ ପ୍ରତିଶତ ହାରରେ ବୃଦ୍ଧି ପାଉଛି ବ୍ରେନ ଟ୍ୟୁମର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ। ପ୍ରତିବର୍ଷ ଜୁନ ୮ ତାରିଖ ଦିନ ପାଳନ କରାଯାଏ ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ। ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ଏକ ମାତ୍ର ଉଦ୍ଦେଶ୍ୟ। ବ୍ରେନ ଟ୍ୟୁମର ଏକ ଗୁରୁତର ରୋଗ। ବିଭିନ୍ନ କାରଣରୁ ଏହି ରୋଗ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ୱିକେଟ ସନ୍ଧାନରେ ଭାରତ, ଅଷ୍ଟ୍ରେଲିଆ ୩୨୭/୩

ଲଣ୍ଡନ: ଓଭାଲରେ ଚାଲିଥିବା ଭାରତ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପ୍ରଥମ ଦିବସ ଅଷ୍ଟ୍ରେଲିଆ ନାମରେ ରହିଛି । ଟ୍ରେଭିସ ହେଡଙ୍କ ଶତକ ଏବଂ ଷ୍ଟିଭ ସ୍ମିଥଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୩ ୱିକେଟ ବିନିମୟରେ ୩୨୭ ରନ ସଂଗ୍ରହ କରି ସୁବିଧାଜନକ ସ୍ଥିତିରେ ରହିଛି । ଦ୍ୱିତୀୟ…

ବାହାନଗା ଟ୍ରେନ ଦୁର୍ଘଟଣା: ଏମ୍ସରେ ଏବେ ବି ୮୨ ଶବ ରହିଛି କହିଲେ ବିଏମସି କମିଶନର କୁଲାଙ୍ଗେ

ଭୁବନେଶ୍ୱର: ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୧୧୧ ଜଣ ମୃତକଙ୍କ ଶବ ପଠାଯାଇଛି, ଅନ୍ୟ ୮୨ରୁ ଅଧିକ ଶବ ବର୍ତ୍ତମାନ ଏମ୍ସ-ଭୁବନେଶ୍ୱରରେ ରହିଛି ଏବଂ ଦାବିଦାରଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ଡିଏନଏ ଟେଷ୍ଟ ଅପେକ୍ଷାରେ ଅଛନ୍ତି। ସେଥି…

ଆଜି ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ

ଭୁବନେଶ୍ୱର: +୨ କଳା ପରୀକ୍ଷା ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ସୂଚନା ଦେଇଛି ସିଏଚ୍‌ଏସ୍‌ଇ  ।www.orissaresults.nic.in  ଲଗ ଇନ କରି ପରୀକ୍ଷାର୍ଥୀମାନେ ସେମାନଙ୍କ ପରୀକ୍ଷା ଫଳାଫଳ ବିଷୟରେ ଜାଣିପାରିବେ । ସିଏଚ୍‌ଏସ୍‌ଇ ସୂଚନା ଅନୁଯାୟୀ, ଆଜି…

ରେପୋ ରେଟ୍ ଅପରିବର୍ତ୍ତିତ, ଆପଣଙ୍କ ପକେଟ ଉପରେ କି ପ୍ରଭାବ ପକାଇବ ପଢ଼ନ୍ତୁ ଏହି ରିପୋର୍ଟ

ମୁମ୍ବାଇ: ତିନି ଦିନିଆ ମୁଦ୍ରାନୀତି କମିଟି ବୈଠକର ଫଳାଫଳକୁ ରିଜର୍ଭ ବ୍ୟାଙ୍କ ଆଜି ସାର୍ଜନୀନନ କରିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, କ୍ରମାଗତ ଦ୍ୱିତୀୟ ବୈଠକ ପାଇଁ ସୁଧ ହାର ସ୍ଥିର ରଖାଯାଇଛି। ରେପୋ ରେଟ୍ ମଧ୍ୟ ଏଥର ୬.୫ ପ୍ରତିଶତରେ ସ୍ଥିର ରହିଛି। ଏହିପରି, ଯଦି ଆପଣ…

ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ୨୦୦ରୁ ଅଧିକ ରହିବ ବିମାନବନ୍ଦର

ନୂଆଦିଲ୍ଲୀ: ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ୨୦୦ ରୁ ଅଧିକ ରହିବ ବିମାନବନ୍ଦର, ହେଲିପୋର୍ଟ ଏବଂ ଜଳ ବିମାନବନ୍ଦର। ସୂଚନା ଦେଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ସମୟ ମଧ୍ୟରେ ଭାରତୀୟ ବିମାନ ସେବା ୧୪୦୦ ରୁ ଅଧିକ ଅତିରିକ୍ତ ବିମାନ ଅର୍ଡର…