Latest Odisha News

BREAKING NEWS

‘ଦ କେରଳ ଷ୍ଟୋରି’ ପରେ ହଙ୍ଗାମା ସୃଷ୍ଟି କରିବ ଏହି ତିନି ଫିଲ୍ମ; ଖୁବ ଶୀଘ୍ର ମୁକ୍ତିଲାଭ

ମୁମ୍ବାଇ: ଆଜିକାଲି ବକ୍ସ ଅଫିସରେ ବୋବାଲ କରୁଛି କମ ବଜେଟ ଫିଲ୍ମ  ।  ୧୫ରୁ ୨୦ କୋଟି ବଜେଟରେ ନିର୍ମିତି ଫିଲ୍ମ ‘ଦ କେରଳ ଷ୍ଟୋରି’ ବର୍ତ୍ତମାନ ସୁଦ୍ଧା ୨୮୭.୭୯ କୋଟି ଆୟ କରିସାରିଲାଣି । କେରଳ ଷ୍ଟୋରି ପରେ ଆସୁଛି ଆହୁରି ତିନୋଟି ଫିଲ୍ମ । ଅଳ୍ପ ବଜେଟର ଏହି ଫିଲ୍ମ କେରଳା ଷ୍ଟୋରିର…

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ; ପାସ ହାର ୭୮.୮୮%

ଭୁବନେଶ୍ୱର: ପ୍ରକାଶ ପାଇଲା  +୨ କଳା ପରୀକ୍ଷା ଫଳ ।  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଅପରାହ୍ନରେ ରେଜଲ୍ଟ ପ୍ରକାଶ ପାଇଛି ।  ଛାତ୍ରଛାତ୍ରୀମାନେ -www.orissaresults.nic.inରେ   ରେଜଲ୍ଟ ଦେଖି ପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏଥର  ପାସ ହାର ୭୮.୮୮ ପ୍ରତିଶତ…

୧୬ ଦିନରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଛି ୫୦% ୨ ହଜାର ନୋଟ୍

ମୁମ୍ବାଇ: ୨ ହଜାର ନୋଟ୍ ବଜାରରୁ ପ୍ରତ୍ୟାହାର ନେଇ ଆରବିଆଇ ଘୋଷଣାର ୧୬ ଦିନ ପରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ୧.୮୦ ଲକ୍ଷ କୋଟି ମୂଲ୍ୟର ୨ ହଜାରର ନୋଟ୍ ଫେରିଛି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ବଜାରରେ ଥିବା ମୋଟ୍ ୨ ହଜାର ନୋଟର ୫୦ ପ୍ରତିଶତ ନୋଟ୍ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଥିବା କହିଛନ୍ତି…

ଅଣସର ସମୟରେ ସମସ୍ତ ନୈବେଦ୍ୟ ସମର୍ପଣ କରନ୍ତି ପତିମହାପାତ୍ର

ପୁରୀ: ସ୍ନାନ ପୂର୍ଣ୍ଣିମା ପରଦିନଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ବିଧି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଚାଲିଛି ସେବା ପୂଜା ଓ ଉପଚାର। ଦଇତାପତି ଓ ପତିମହାପାତ୍ର ସେବକ ମହାପ୍ରଭୁଙ୍କ…

ଭାରତ ଠାରୁ ଦୂରରେ ଯିବ ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’, ଛୁଇଁବନି ଉପକୂଳ

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ଅନ୍ୟପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏବେ ବାତ୍ୟା ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ‘ବିପର୍ଯ୍ୟୟ’ ଗୋଆ ଠାରୁ…

କମିପାରେ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: କମିପାରେ ପେଟ୍ରୋଲ, ଡିଜେଲ ଦର ।  ତୈଳ ବିତରକ କମ୍ପାନୀ ବିପିସିଏଲ, ଏଚପିସିଏଲ ଏବଂ ଇଣ୍ଡିଆନ ଅଏଲ ପରି କମ୍ପାନୀ ତୈଳ ଦର ହ୍ରାସ କରିପାରନ୍ତି । ଏ ନେଇ ନିଉଜ ଏଜେନ୍ସ ଏଏନଆଇ ପକ୍ଷରୁ ସୂଚନା ମିଳିଛି । ସରକାରୀ ସୂଚନାକୁ ଆଧାର କରି ଏଏନଆଇ ପକ୍ଷରୁ କୁହାଯାଇଛି, ଏହି କମ୍ପାନୀ…

ଆମୀରଙ୍କ ଘରେ କପିଲ ଶର୍ମା ଗୀତ ଗାଉଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କପିଲ ଶର୍ମା ତାଙ୍କ ଟିଭି ଶୋ ଦ୍ୱାରା ନିଜର ପ୍ରଶଂସକଙ୍କ ଲଗାତାର ମନ ଜିତି ଆସୁଛନ୍ତି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଆମୀର ଖାନ ଅଛନ୍ତି। ଏହି ଭିଡିଓଟି କୌଣସି ଟିଭି ଶୋ'ର ନୁହେଁ ବରଂ ଆମୀର ଖାନଙ୍କ ଘରର ଭିଡିଓ। ଏଥିରେ 'କ୍ୟାରି…

ପୋଲର ପିଲରରେ ଫସିଛି ୧୧ ବର୍ଷର ଛୁଆ, ୨୦ ଘଣ୍ଟା ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ

ପାଟଣା: ୧୧ ବର୍ଷର ରଞ୍ଜନ । ପିଲାଟି ଦିନରୁ ରହିଛି ମାନସିକ ବିକୃତି । ରଞ୍ଜନ କଣ କରେ, କଣ କୁହେ ସେ ନିଜେ ବି ଜାଣି ପାରେନି । ବୁଧବାର ସକାଳୁ ରଞ୍ଜନ କେଉଁ ଆଡ଼େ ଗାଏବ ହୋଇ ଯାଇଥିବା ବେଳେ ପରିବାର ଲୋକ ବେଶ୍ ଖୋଜାଖୋଜି କରିଥିଲେ ହେଲେ ପାଇ ନଥିଲେ । ହଠାତ୍ ବ୍ରିଜ୍ ନିକଟରେ ଜଣେ ମହିଳା…

ନର୍ସିଂ ଗ୍ରାଜୁଏଟଙ୍କୁ ଜୁନିଅର ଡାକ୍ତର ମାନ୍ୟତା ଖବର ଉପରେ ସ୍ପଷ୍ଟୀକରଣ ରଖିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ବିଏସି ନର୍ସିଂ ଛାତ୍ରଛାତ୍ରୀଙ୍କୁ ନର୍ସିଂ ଅଫିସର ଏବଂ ଜୁନିଅର ଡାକ୍ତର କୁହାଯିବା ନେଇ ଏକ ପ୍ରଚାରିତ ଖବରକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଖଣ୍ଡନ କରାଯାଇଛି । ମନ୍ତ୍ରାଳୟର ଟୁଇଟର ହାଣ୍ଡେଲରେ ଏ ନେଇ ସୂଚନା ଦିଆ ଯାଇଛି । ବିଏସସି ନର୍ସମାନଙ୍କୁ ନର୍ସିଂ ଅଫିସର…

ଭଙ୍ଗା ଯାଇପାରେ ବାହାନଗା ସ୍କୁଲରେ ମୃତଦେହ ରଖା ଯାଇଥିବା କୋଠରୀ, ଡରୁଛନ୍ତି ପିଲା !

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖା ଯାଇଥିବା ବାହାନଗା ବଜାର ହାଇସ୍କୁଲର କୋଠରୀ ଭଙ୍ଗା ଯାଇପାରେ । ଆଜି ବାଲେଶ୍ୱର ଜିଲ୍ଲାପାଳ ହାଇସ୍କୁଲ୍ ପରିଦର୍ଶନ ପରେ ଏ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ବିଦ୍ୟାଳୟ ପରିଚାଳନା କମିଟି ଚାହିଁଲେ ମୃତଦେହ ରଖାଯାଇଥିବା…