Latest Odisha News

BREAKING NEWS

ଗଳ୍ପ : ସଂସ୍କାର

ରଶ୍ମିତା ଦାସ ସେଦିନ ରାତିରେ ହଠାତ୍ ନିଦରେ ଏମିତି ଏକ ସ୍ଵପ୍ନ ଦେଖି ଚମକି ପଡ଼ିଲା ସ୍ଵାତୀ.... ବିଛଣାରୁ ଉଠି ବସି ପଡିଲା ମାତ୍ରକେ ସ୍ବାମୀ ଅରୁଣଙ୍କ ନିଦ ମଧ୍ୟ ଭାଙ୍ଗିଗଲା ଓ ଉଠି ପଚାରିଲେ... "କଣ ହେଲା, କାହିଁକି ଏମିତି ଉଠିଲ,କିଛି ଖରାପ ସ୍ବପ୍ନ ଦେଖିଲ କି? ଦେହ ତାର ଥରୁଥିଲା…

ମାଟ୍ରିକ ପରୀକ୍ଷା ସହିତ କ୍ୟାନସର ରୋଗ ବିରୋଧରେ ଛାତ୍ରୀଙ୍କୁ ସହଯୋଗ କରି ଚର୍ଚ୍ଚାରେ ଦିବାସ ସାର

ବରଗଡ଼: ଜଣେ ପ୍ରକୃତ ଶିକ୍ଷକର ଭୂମିକା ଗ୍ରହଣ କରି ଜଣେ ଯୁବକ ନିଜ ଛାତ୍ରୀକୁ କେବଳ କ୍ୟାନସର ସହ ଲଢ଼େଇ କରାଇ ନାହାନ୍ତି ବରଂ ଓଡ଼ିଶାର ବରଗଡ଼ରେ ମାଟ୍ରିକ୍ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ଯ କରାଇଛନ୍ତି। ଜିଲ୍ଲାର ଝାରବନ୍ଧ ବ୍ଲକ ଅନ୍ତର୍ଗତ ସାଂକ୍ରି ଗ୍ରାମର ସୌଭାଗ୍ୟ ପଟେଲଙ୍କ ଗତବର୍ଷ ଆଣ୍ଠୁରେ…

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ନବୀକରଣ କରାଯିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ  ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା…

ଆଇପିଏଲ ଫାଇନାଲ ଗୁଜରାଟ ବନାମ ଚେନ୍ନାଇ, ମୁମ୍ବାଇର ଶୋଚନୀୟ ପରାଜୟ

ଅହମ୍ମଦାବାଦ: ଗୁଜରାଟ ଟାଇଟାନ୍ସ ପୁଣି ଥରେ ଆଇପିଏଲର ଫାଇନାଲରେ ପ୍ରବେଶ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଟିମ୍ କ୍ୱାଲିଫାୟର-୨ରେ ପାଞ୍ଚ ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଏକପାଖିଆ ଭାବେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଶୁଭମନ ଗିଲଙ୍କ ଶତକୀୟ ରେକର୍ଡ ଇନିଂସ…

ପଡ଼ି ରହିଥିବା ଗାଡି ଉପରେ ବିଏମସିର ନୋଟିସ, ସ୍ବାଗତ କଲେ ସହରବାସୀ

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ପାର୍କିଂ ହେଉଥିବା ପରିତ୍ୟକ୍ତ ଗାଡ଼ିଗୁଡ଼ିକର ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନିଷ୍ପତ୍ତି ନେଇଛି। ସହରର ବିଭିନ୍ନ ଗଳିକନ୍ଦି ଏବଂ ବାଇଲେନ୍ ଗୁଡ଼ିକରେ ଅନେକ ଯାନବାହାନ ଦେଖିବାକୁ ମିଳୁଛି ଯେଉଁଥିରେ ଧୂଳିର ମୋଟା ଚାଦାର ଆବୃତ…

ୟାସିନ ମଲ୍ଲିକକୁ ମୃତ୍ୟୁ ଦଣ୍ଡ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଫେରାଦ ହେଲା ଏନ୍‌ଆଇଏ

କାଶ୍ମୀର; ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ହୋଇ ଜେଲ୍‌ରେ ସଜା କାଟୁଥିବା ଜାମ୍ମୁ-କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକକୁ ମୃତ୍ୟୁ ଦଣ୍ଡ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ୟାସିନ ପୂର୍ବରୁ ଆଜୀବନ ଜେଲଦଣ୍ଡ ଭୋଗୁଥିବା ବେଳେ ତାକୁ…

ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ସେମିରେ ସିନ୍ଧୁ, ପ୍ରଣୟ

ନୂଆଦିଲ୍ଲୀ: ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନରେ ଭାରତୀୟ ଖେଳାଳିମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପିଭି ସିନ୍ଧୁ, ଏଚଏସ ପ୍ରଣୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସିନ୍ଧୁ ଚୀନର ଝାଙ୍ଗ ୟି ମିନଙ୍କୁ ୨୧-୧୬, ୧୩-୨୧ ଓ ୨୨-୨୦ରେ ପରାସ୍ତ କରିଥିଲେ । ସେମିରେ ସେ…

ନୀତି ଆୟୋଗ ବୈଠକରେ ଯୋଗ ଦେବେନି ମମତା, ନୀତିଶ, କେଜ୍ରିୱାଲ ଓ ଭଗୱନ୍ତ ମନ୍

ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଉଦଘାଟନକୁ ନେଇ ବିରୋଧୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି । ଆଉ ଯାହାର ପ୍ରଭାବ ଶନିବାର ମେ ୨୭ ତାରିଖରେ ଦିଲ୍ଲୀରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ପଡ଼ିବାକୁ ଯାଉଛି । ନୀତି ଆୟୋଗରେ ସାମିଲ୍ ହେବାକୁ ମନା କରିଛନ୍ତି ପଶ୍ଚିମବଙ୍ଗ…

ଗିଲଙ୍କ ବିସ୍ଫୋରକ ଶତକ, ମୁମ୍ବାଇ ଆଗରେ ୨୩୪ ରନର ବିଜୟ ଲକ୍ଷ୍ୟ

ଅହମଦାବାଦ : ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ବଳରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨ୟ କ୍ବାଲିଫାୟାରରେ ମୁମ୍ବାଇ ଆଗରେ ୨୩୪ ରନର ବିଜୟ ଲକ୍ଷ୍ୟ ରଖିଛି ଗୁଜରାଟ ।  ପ୍ରଥମେ ବ୍ୟାଟିଂ କରି ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୨୩୩ ରନ କରିଥିଲା । ଶୁଭମନ ଗିଲ୍…

ଏମ୍‌ସରେ ଆରମ୍ଭ ହେବ ଟିଚିଂ ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌ କାର୍ଯ୍ୟକ୍ରମ, ଉପକୃତ ହେବେ ଏମ୍‌ବିବିଏସ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଏମ୍‌ବିବିଏସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନ ଦିଗରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହିତ ସକ୍ରିୟ ଭାଗିଦାରୀତା ତଥା ସହଯୋଗ ନିମନ୍ତେ ଟିଚିଂ ଆସିଷ୍ଟାଣ୍ଟ୍‌(ଟିଏ) ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌(ଆର୍‌ଏ) କାର୍ଯ୍ୟକ୍ରମ ଆରମ୍ଭ ହେବ…