ନୂଆ ସଂସଦ ଭବନ ଉଦଘାଟନକୁ ଆପ୍, ଟିଏମସି ଭଳି କଂଗ୍ରେସ କରିପାରେ ବୟକଟ
ନୂଆଦିଲ୍ଲୀ: ମେ ୨୮ରେ ନୂଆ ସଂସଦ ଭବନର ଉଦଘାଟନୀ ସମାରୋହରେ ଆମ୍ ଆଦମୀ ପାର୍ଟି, ଟିଏମସି ଏବଂ କଂଗ୍ରେସ ପାର୍ଟି ଉପସ୍ଥିତ ରହିବେ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ଆମ୍ ଆଦମୀ ପାର୍ଟି ଏବଂ ଟିଏମସି ଏହି ଉଦଘାଟନୀ ସମାରୋହକୁ ବୟକଟ କରିବେ। ଏହା ସହିତ କଂଗ୍ରେସ ମଧ୍ୟ ଏହି ଉଦଘାଟନୀ ସମାରୋହକୁ…