ନୂଆ ସଂସଦ ଭବନ ଉଦ୍ଘାଟନକୁ ଯିବେନି ବିରୋଧୀ; ମିଳିତ ଭାବେ ବିବୃତ୍ତି ଜାରି କଲେ ୧୯ ଦଳ
ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା ଶେଷରେ ଶେୟା ହେଲା। ନୂଆ ସଂସଦ ଭବନ ଉଦ୍ଘଠାନକୁ ବର୍ଜନ କଲେ ବିରୋଧୀ ଦଳ। ଏନେଇ ୧୯ଟି ବିରୋଧୀ ଦଳ ମିଳିତ ଭାବେ ବିବୃତ୍ତି ଜାରି କରିଛନ୍ତି। ଆଉ ମାତ୍ର ୪ ଦିନ ଅର୍ଥାତ୍ ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନକୁ ଉଦ୍ଘାଟନ…