Latest Odisha News

BREAKING NEWS

ଗୋଟିଏ ମିସ୍‌ଡ କଲ୍‌ରେ ମିଳିବ ନୂତନ ବିଦ୍ୟୁତ୍ ସଂଯୋଗ

ଭୁବନେଶ୍ୱର: କେନ୍ଦ୍ର ଓଡ଼ିଶାରେ ବିଦ୍ୟୁତ୍ ବଂଟନ ଦାୟିତ୍ୱରେ ଥିବା ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ସ୍ୱଚ୍ଛତାରେ ଉନ୍ନତି ଆଣିବା ଓ ଗ୍ରାହକଙ୍କ ସୁବିଧାକୁ ନିଶ୍ଚିତ କରିବା ଲାଗି ଉଲ୍ଲେଖନୀୟ ଉନ୍ନତି…

ମାଟ୍ରିକ୍ ପରୀକ୍ଷାରେ କିସର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍)କୁ ଶତ ପ୍ରତିଶତ ସଫଳତା ମିଳିଛି । କିସର ମୋଟ ୧୮୮୦ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ୍‍…

ଆସନ୍ତାକାଲି ‘ମହାନଦୀ ସତ୍ୟାଗ୍ରହ’

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ଟ୍ରିବୁନାଲ ଓଡିଶା ଗସ୍ତର ଆସି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି । ୨ଟି ପର୍ଯ୍ୟାୟରେ ଟ୍ରିବୁନାଲର ପ୍ରତିନିଧି ମଣ୍ଡଳୀ ଛତିଶଗଡରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିବା ପରେ ଆଜିଠୁ ୨୮ ତାରିଖ ପଯ‎ର୍ନ୍ତ ୯ ଦିନ ଧରି ଓଡ଼ିଶାରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିବେ ।…

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ବାୟୋଗ୍ୟାସ ପ୍ରକଳ୍ପର ଉଦ୍‌ଘାଟନ

ଭୁବନେଶ୍ଵର: ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ପୁରାତନ ଛାତ୍ର ସଂସଦର ପ୍ରଚେଷ୍ଟା ଓ ଆର୍ଥିକ ସହାୟତାରେ ବାୟୋଗ୍ୟାସ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ଏଥ‌ିରେ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ପ୍ରକାଶ କୁମାର ଅଗ୍ରୱାଲା ମୁଖ୍ୟ ଅତିଥ୍ ଭାବେ…

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ରାଜସ୍ଥାନ ସମ୍ମୁଖରେ ୧୮୮ ରନର ଲକ୍ଷ୍ୟ ରଖିଲା ପଞ୍ଜାବ

ଧର୍ମଶାଳା: ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଚଳିତ ଆଇପିଏଲରେ ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ପଞ୍ଜାବ କିଙ୍ଗସ ୧୮୮ ରନର ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ଟସ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୫୦…

୪୦ ଉପରେ ୧୮ ସହର, ୫ ଦିନ ଯାଏ ତାତିରୁ ନାହିଁ ନିସ୍ତାର

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଆଜି ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୫ ଦିନ ଯାଏ ସର୍ବୋଚ୍ଚ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଆଜି ବଲାଙ୍ଗିରରେ ରାଜ୍ୟର ସର୍ବୋଚ୍ଚ ଦିନ…

ଏଏଫସି ମହିଳା ଅଲିମ୍ପିକ କ୍ୱାଲିଫାୟର୍ସ: ଗ୍ରୁପ ସିରେ ଭାରତ

ନୂଆଦିଲ୍ଲୀ: ଉଜବେକିସ୍ତାନରେ ହେବାକୁ ଥିବା ଏଏଫସି ମହିଳା ଅଲିମ୍ପିକ କ୍ୱାଲିଫାୟର୍ସ ରାଉଣ୍ଡ ୨ର ଡ୍ର ଶୁକ୍ରବାର ଘୋଷଣା କରାଯାଇଛି । ଭାରତ ଗ୍ରୁପ ସି’ରେ ସ୍ଥାନ ପାଇଛି । ଜାପାନ, ଭିଏତନାମ ଓ ଉଜବେକିସ୍ତାନ ପରି ଶକ୍ତିଶାଳୀ ଟିମ ସହିତ ଭାରତ ସ୍ଥାନ ପାଇଛି । ଭାରତର ର‌୍ୟାଙ୍କିଙ୍ଗ ୬୧ ଥିବା…

ଆସନ୍ତୁ ଜାଣିବା ୧୮ନମ୍ବର ସହ କୋହଲିଙ୍କ କଣ ରହିଛି ଖାସ ସମ୍ପର୍କ

ବାଙ୍ଗାଲୋର: ଭାରତର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ୧୮ ନମ୍ବର ସହ ଏକ ଖାସ ସମ୍ପର୍କ ରହିଛି । ଏହି ନମ୍ବର ତାଙ୍କ ପାଇଁ ସର୍ବଦା ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ଏପରିକି ହାଇଦ୍ରାବାଦ ବିପକ୍ଷରେ ସେ ୧୮ ତାରିଖରେ ଶତକ ମାରିଛନ୍ତି । ଏଥିସହ ଆଇପିଏଲରେ ସର୍ବାଧିକ ଶତକ ରେକର୍ଡ ମଧ୍ୟ ନିଜ…

ବେନାମୀ ସିମ୍ କାର୍ଡ ଯୋଗୁ ବଢ଼ୁଛି ସାଇବର ଅପରାଧ, ଆଡଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ରାଜ୍ୟରେ ସାଇବର ଠକାମି ବଢ଼ୁଥିବା ବେଳେ ଏହାର ମୂଳ କାରଣ ହେଉଛି ବେନାମୀ ବା ଫ୍ରି-ଆକ୍ଟିଭେଟେଡ୍ ସିମ୍ । ଯାହାକୁ ନେଇ ବିଭିନ୍ନ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାଙ୍କ ସହ କ୍ରାଇବ୍ରାଞ୍ଚ ଓ ସାଇବର କ୍ରାଇମ୍ ୟୁନିଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ତଥ୍ୟ ଅନୁସାରେ…

ଫ୍ରେଂଚ ଓପନ ଖେଳିବେନି ନାଡାଲ, ଅବସର ନେଇ ଦେଲେ ସୂଚନା

ନୂଆଦିଲ୍ଲୀ: ୨୦୨୩ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଷ୍ଟାର ଖେଳାଳି ରାଫେଲ ନାଡାଲ ଖେଳିବେ ନାହିଁ । ସ୍ପେନର ନାଡାଲ ସର୍ବାଧିକ ୧୪ ଥର ଫ୍ରେଂଚ ଓପନ ଟାଇଟଲ ହାସଲ କରିଛନ୍ତି । ୨୦୦୫ରେ ପଦାର୍ପଣ କରିବା ପରଠାରୁ ସେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବେ ନାହିଁ । ଆଘାତ…