Latest Odisha News

BREAKING NEWS

ଦିଲ୍ଲୀ ଲଢ଼େଇ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ନୂତନ ଅଧ୍ୟାଦେଶ ଜାରୀ କଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦିଲ୍ଲୀର କ୍ଷମତା କାହା ହାତରେ ରହିବ ସେ ନେଇ ମୁଖ୍ୟମନ୍ତ୍ରୀ ଓ ଏଲଜିଙ୍କ ମଧ୍ୟରେ ଲଢ଼େଇ ଜାରୀ ରହିଛି । କିଛି ଦିନ ତଳେ ଦିଲ୍ଲୀରେ ଅଧିକାରୀଙ୍କ ପୋଷ୍ଟିଂ ଏବଂ ବଦଳି ଘଟଣା ସୁପ୍ରିମକୋର୍ଟଙ୍କ ନିକଟରେ ପଂହଚିଥିଲା । ସୁପ୍ରିମକୋର୍ଟ ମଧ୍ୟ ନିର୍ବାଚିତ ସରକାରଙ୍କ ପାଖରେ ଏହି କ୍ଷମତା…

୧୨ ମାସ ହେବ ଅର୍ଥ ନ ପାଇବାରୁ କୋଚ ପଦରୁ ଇସ୍ତଫା ଦେଲେ ସିଗଫ୍ରିଡ

ଲାହୋର: ପାକିସ୍ତାନ ହକି ଟିମର କୋଚ ସିଗଫ୍ରିଡ ଏକମ୍ୟାନ ଶନିବାର କୋଚ ପଦରୁ ଇସ୍ତଫା ଦେଇଛନ୍ତି । ଦୀର୍ଘ ୧ ବର୍ଷ ହେବ ନେଦରଲାଣ୍ଡର ଏହି କୋଚଜଣଙ୍କ ଟଙ୍କାଟିଏ ପାରିଶ୍ରମିକ ନ ପାଇବାରୁ ଅସନ୍ତୁଷ୍ଟ ହୋଇ ଏହି ନିଷ୍ପତି ନେଇଛନ୍ତି । ଗତ ବର୍ଷ ସେ ପାକିସ୍ତାନରୁ ଫେରି ଆସିଥିଲେ ମଧ୍ୟ କୋଚ ପଦରୁ…

ଚାଲୁଥିବା ବେଳେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍‌  

ରାଉରକେଲା : ମୋ ବସ୍‌ରେ ଲାଗିଲା ନିଆଁ । କ୍ଷଣକେ ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍‌ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ମୋ ବସ୍‌ଟି ଚାଲୁଥିବା ବେଳେ ଅକସ୍ମାତ୍‌ ଲାଗିଗଲା ନିଆଁ । ରାଉଲକେଲାରୁ ବେଦବ୍ୟାସ ଯାଉଥିବା ମୋ ବସ୍ ଟିସିଆଇ ଛକ ନିକଟରେ ଏଭଳି ଭୟଙ୍କର ଦୃଶ୍ୟ…

କର୍ଣ୍ଣାଟକରେ କଂଗ୍ରେସ ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଦରମୈୟା

ବେଙ୍ଗାଲୁରୁ : ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ସିଦ୍ଦରମୈୟା । ଶପଥ ସମାରୋହ ପାଇଁ ଆୟୋଜିତ ହୋଇଛି ମେଗା ଇଭେଣ୍ଟ । ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଆୟୋଜିତ ହୋଇଛି ଭବ୍ୟ ସମାରୋହ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ…

ସାବିତ୍ରୀ ବ୍ରତ କରିବା ବେଳେ ଦେହରେ ଲାଗିଗଲା ନିଆଁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର : ସାବିତ୍ରୀ ବତ୍ରରେ ସ୍ୱାମୀର ଦୀର୍ଘାୟୁ କାମନା କରି ପୂଜା କରୁଥିବା ବେଳେ ବିପଦ ମୁଖରେ ପଡ଼ିଲେ ମହିଳା । ସାମାନ୍ୟ ଅସାବଧାନତା କାରଣରୁ ଦୀପରୁ ଦେହରେ ଲାଗିଗଲା ନିଆଁ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସହରରେ । ଗତକାଲି ସାବିତ୍ରୀ ବତ୍ରରେ ବଡ଼ ଅଘଟଣ…

ଆଜି ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ, ବିଭିନ୍ନ ନୀତି ନିର୍ଘଣ୍ଟ ନେଇ ହେବ ଆଲୋଚନା

ପୁରୀ : ଆଜି ବସିବ ଛତିଶାନିଯୋଗ ବୈଠକ । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା, ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ନେଇ ବୈଠକରେ ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଜି ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତନିବାସରେ ଛତିଶାନିଯୋଗ ବୈଠକ…

କବିତା : ନାରୀ

ବିଳାସିନୀ ପୃଷ୍ଟି ନାରୀ ତୁ ସଂସାରେ ବନ୍ଦନୀୟା ବୋଲି ଧରିତ୍ରୀ ରୁପେ ତୋ ନାଁଆ ଅଭୟ ଦାୟିନୀ ମଙ୍ଗଳା ବୋଲାଉ ଦୟାମୟୀ ହୋଇ ମାଆ। କ୍ରୋଧ ବେଳେ ତୁହି ସଂହାର କାରିଣୀ ନିସ୍ତାର ନ ପାନ୍ତି କେହି ବସୁଧା ରୂପରେ କରୁ ତୁ ପାଳନ କେତେ ବାଧା ବିଘ୍ନ ସହି। ଜାୟା ଓ ଜନନୀ ଭଗିନୀ ରୂପରେ…

ଲିଚୁକୋଳି ଖାଇଲେ ଏହି ସବୁ ରୋଗରୁ ମୁକ୍ତି ପାଇବା ସହ ଚମକିବ ତ୍ୱଚା

ଖରାଦିନେ ଲିଚୁ କୋଳିର ଚାହିଦା ସବୁଠୁ ଅଧିକ । ଲିଚୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଲିଚୁରେ ଆଣ୍ଟି-ଅକ୍ସିଡାଣ୍ଟ, ମିନେରାଲ ଓ ଭିଟାମିନ ରହିଥାଏ । ଯାହା ସ୍ୱାସ୍ଥ୍ୟପାଇଁ ଖୁବ୍‌ ଉପକାରୀ । ଲିଚୁରେ ମୁଖ୍ୟତଃ କାର୍ବୋହାଇଡ୍ରେଟ ଓ ଜଳ ରହିଥାଏ । ଏହାସହ ଏଥିରେ ବହୁ…

ଲିକ ହେଲା ଶାହାରୁଖ ଓ ସମୀରଙ୍କ ଚାଟ

ମୁମ୍ବାଇ: ୨ ଅକ୍ଟୋବର ୨୦୨୧ରେ ମୁମ୍ବାଇରୁ ଗୋଆ ଯାଉଥିବା କାର୍ଡିଲିଆ କ୍ରୁଜରେ ରେଭ ପାର୍ଟି ଚାଲିଥିବା ବେଳେ ଚଢ଼ାଉ ହୋଇଥିଲା । ଏଥିରେ ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଗିରଫ ହୋଇଥିଲେ । ୨୭ ଦିନ ଜେଲରେ ରହିବା ପରେ ଶେଷରେ ଆର୍ଯ୍ୟନ ପର୍ଯ୍ୟାପ୍ତ ପ୍ରମାଣ ନ ମିଳିବା ଯୋଗୁ ଜାମିନ ପାଇଥିଲେ ।…

ପକ୍ଷୀ ସୁରକ୍ଷା ନେଇ ଟାଟା ଷ୍ଟିଲ୍ ପକ୍ଷରୁ ସଚେତନତା

ସୁକିନ୍ଦା: ପରିବେଶ ସୁରକ୍ଷା ପ୍ରତି ବଦ୍ଧ ପରିକର ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ବାର୍ଡ ୱାଚିଂ ସିଜିନ୍ ଶୁକ୍ରବାର ସୁକିନ୍ଦା କ୍ରୋମାଇଟ୍ ମାଇନ୍ କ୍ୟାମ୍ପସରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପରିବେଶବିତଙ୍କ ସହ ସ୍ଥାନୀୟ ଲୋକ ସାମିଲ୍ ହୋଇଥିଲେ । ସୁକିନ୍ଦା କ୍ରୋମାଇଟ୍ ଖଣି ଅଞ୍ଚଳରେ…