Latest Odisha News

BREAKING NEWS

କଂଗ୍ରେସର ଦୁଇ ତିନି ଫର୍ମୁଲା, ସିଦ୍ଦରମୈୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଅଙ୍କ ଛିଡୁନି। ଯାହାକୁ ନେଇ କର୍ଣ୍ଣାଟକ ସମେତ ଦେଶବ୍ୟାପୀ ଚର୍ଚ୍ଚା। ବିଭିନ୍ନ ରାଜ୍ୟରେ କଂଗ୍ରେସର ଏଭଳି ସ୍ଥିତି ପାଇଁ ଦଳ ବହୁ ସମସ୍ୟାର ସମ୍ମୁଖୀନ ହେଉଛି। ଯେଉଁ କାରଣ ପାଇଁ ମଧ୍ୟପ୍ରଦେଶରେ ଜିତି ସରକାର ଗଢ଼ିଥିଲେ ମଧ୍ୟ…

ସଙ୍କଟରେ ବଲିଉଡ: ୬ ମାସରେ ବନ୍ଦ ହୋଇପାରେ ୫୦ ଥିଏଟର୍ସ

ମୁମ୍ବାଇ: କରୋନା ମହାମାରୀ ପରଠାରୁ ବଲିଉଡର ମାତ୍ରାଧିକ କ୍ଷତି ଘଟିବାରେ ଲାଗିଛି । ହାତ ଗଣତି ଫିଲ୍ମ ଛାଡିଦେଲେ ବକ୍ସ ଅଫିସରେ ଅଧିକ ଫିଲ୍ମ ଫ୍ଲପ ହେଉଛି । ଏହା ବ୍ୟତୀତ ପିଭିଆର ଓ ଆଇନକ୍ସରେ ଫିଲ୍ମ ଦେଖିବା ମଧ୍ୟବିତ ପରିବାର ଉପରେ ଚାପ ପକାଇଛି । ଦର୍ଶକ ହଲଠାରୁ ଦୂରେଇବାରେ ଲାଗିଛନ୍ତି ।…

୩ ଘଣ୍ଟା ଭିତରେ କାଳବୈଶାଖୀ ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା । ଭୁବନେଶ୍ୱର ସମେତ ଓଡ଼ିଶାର ୩ ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରିଛି ବିଭାଗ । ରାତି ୮.୨୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ସମେତ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ…

ବଜ୍ରକାପ୍ତା ଚାଲାଣ କରୁଥିଲେ ଫରେଷ୍ଟର, ମାଡି ବସିଲା ପୋଲିସ

ବାରିପଦା: ବାଡ଼ ଖାଇଗଲା ଫସଲ  । ଯାହା ହାତରେ ଥିଲା ସୁରକ୍ଷା ସିଏ ସାଜିଲା ଯମ ।  ବଜ୍ରକାପ୍ତା ଚାଲାଣ ଡ଼ିଲ ଚାଲିଛି ଫରେଷ୍ଟରଙ୍କ ନିର୍ଦ୍ଦେଶରେ  ।  ଜଣେ ଫରେଷ୍ଟର ବଜ୍ରକାପ୍ତା ଡ଼ିଲ ବେଳେ ପଡିଛନ୍ତି ପୋଲିସ ହାବୁଡ଼ରେ । କପ୍ତିପଦା ପୋଲିସ ଚଢ଼ାଉ କରି ବଜ୍ରକାପ୍ତା ବେପାରର ପର୍ଦାଫାଶ…

ବଦଳିଲା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଠିକଣା

ଭୁବନେଶ୍ୱର: ସ୍ଥାନାନ୍ତର ହେଲା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ । ଏ ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।   ପୂର୍ବରୁ କ୍ୟାପିଟାଲ ହସ୍‌ପିଟାଲ ପରିସରରେ ଥିବା ଏହି କାର୍ଯ୍ୟାଳୟ ଏବେ ସତ୍ୟନଗରସ୍ଥିତ ତୋଷାଳି ଭବନକୁ ସ୍ଥାନାନ୍ତରିତ ହୋଇଛି । ତୋଷାଳିଭବନ ଏ-୧ ବ୍ଲକର ତଳ…

ଜୁନ ୪ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର: ଜୁନ ୪ ତାରିଖରେ କେରଳ ଛୁଇଁବ ମୌସୁମୀ । ଏ ନେଇ ମଙ୍ଗଳବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି । ଆଇଏମଡି ତାର ଟୁଇଟରରେ ଏ ନେଇ ସୂଚନା ଦେଇଛି । ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ପୂର୍ବ ବର୍ଷମାନଙ୍କ ତୁଳନାରେ ସାମାନ୍ୟ ବିଳମ୍ବରେ ଆସିବ । ଜୁନ ୪ରେ…

କାହିଁକି ବିଳମ୍ବରେ ଆସିବ ମୌସୁମୀ ?

ନୂଆଦିଲ୍ଲୀ: ଏଥର ବିଳମ୍ବରେ ଆସିବ ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ  କେରଳ ଛୁଇଁବାରେ ସାମାନ୍ୟ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ଜୁନ ୪ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।…

ଓଡ଼ିଶା ପାଇଁ ବଡ ଭାବ, ବଡ ସ୍ୱପ୍ନ ଦେଖ-ନବ ନିଯୁକ୍ତ ଯୁବକଯୁବତୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ବର୍ତ୍ତମାନର ପରିବର୍ତ୍ତିତ ଦୁନିଆ ଏବଂ ଟେକ୍ଲୋଲୋଜି ଯୁଗରେ ନିଜକୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ ସ୍କିଲିଂ କରାଇବା ଜରୁରୀ । ବିଶେଷ ଭାବରେ ଆଜି ନିଯୁକ୍ତି ପାଇଥିବା ଯୁବବନ୍ଧୁମାନେ ଏହି ମନ୍ତ୍ରକୁ ନିରନ୍ତର ଜପ କରନ୍ତୁ ଏବଂ ଓଡ଼ିଶା ପାଇଁ ବଡ ଭାବିବା ସହ ବଡ ସ୍ୱପ୍ନ ଦେଖନ୍ତୁ…

ମୋତେ ଗାଳି କର କିନ୍ତୁ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଧ୍ୟାନ ଦିଅ-ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାର ଗର୍ଭବତୀ ମାଆ, ନବଜାତ ଶିଶୁ, କିଶୋର କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ ।  ରାଜ୍ୟରେ ଅପପୁଷ୍ଟି, ଶିଶୁମୃତ୍ୟୁ ହାର, ମହିଳା ମାନଙ୍କ ରକ୍ତହୀନତା ସମସ୍ୟା ଏକ ପ୍ରମୁଖ ପ୍ରସଙ୍ଗ । ବୟସ ଓ ଉଚ୍ଚତା ଅନୁସାରେ ନବଜାତ ଶିଶୁଙ୍କ ଶାରିରୀକ ଓ ମାନସିକ ବିକାଶ ହେଉନାହିଁ । ଜନଜାତି…

ଦୁଃଖ କହିଲେ ରଜାଘର ବୋହୂ ଆଦ୍ରିଜା; ଅର୍କେଶ କହିଲେ, ସବୁ ମିଛ

ଭୁବନେଶ୍ୱର: ପଦାକୁ ଆସିଲା ରାଜ ପରିବାରର ଗୁମର କଥା । ଦାଣ୍ଡରେ ପଡି ହାଟରେ ଗଡିଲା ସିଂହଦେଓ ପରିବାରର ଘରୋଇ କଳି । ରାଜା ଘର ବୋହୂ ଆଦ୍ରିଜା ମଞ୍ଜରୀ ପରିବାର ଲୋକଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସେ ଶାଶୂ ଘରେ ଘରୋଇ ହିଂସାର ଶିକାର ହେଉଥିଲେ । ତାଙ୍କୁ ମାନସିକ…