ଗୁଳି କରି ଲୁଟ ଉଦ୍ୟମ: ଲୁଟେରାକୁ କାବୁ କରି ନିସ୍ତୁକ ପିଟିଲେ ଲୋକେ
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦାକୁ ଯାଇଥିବା ଜାତୀୟ ରାଜପଥ ନିକଟ ବାଇପାସ ଛକରେ ଗତକାଲି ରାତିରେ ଗୁଣିକାଣ୍ଡ ଘଟିଯାଇଛି । ତିନିଜଣ ଦୁର୍ବୃତ୍ତ ଧଳା ରଙ୍ଗ ପଲସରରେ ଆସି ଜଣେ ବ୍ୟାଙ୍କ କର୍ମଚାରୀ ଗୌରବ ଦାସ (୩୧ )ଓ ତାଙ୍କ ବନ୍ଧୁ କାର୍ତ୍ତିକ ସ୍ବାଇଁଙ୍କୁ ଲକ୍ଷ୍ୟ କରି ଗୁଳି ଚାଳନା…