ମିରୱାଜ୍ ଫାରୁକଙ୍କ ହତ୍ୟା ଘଟଣାର ୩୩ ବର୍ଷ ପରେ ଧରାପଡିଲେ ଦୁଇ ଆତଙ୍କବାଦୀ
ଶ୍ରୀନଗର: ଜାମ୍ମୁ-କାଶ୍ମୀର ନେତା ମିରୱାଇଜ ଫାରୁକଙ୍କ ହତ୍ୟା ଘଟଣାର ୩୩ ବର୍ଷ ପରେ ଧରାପଡ଼ିଲେ ଅପରାଧି। ଦୁଇ ଜଣ ହିଜବୁଲ ଆତଙ୍କବାଦୀଙ୍କୁ ଗିରଫ କଲା ଜାମ୍ମୁ-କାଶ୍ମୀର ପୁଲିସ। ୧୯୯୦ ମସିହା ମେ’ ୨୧ ତାରିଖରେ ଫାରୁକଙ୍କୁ ହତ୍ୟା କରାଯାଇଥିଲା। ଘଟଣାର ୩୩ ବର୍ଷ ପରେ ପୁଲିସ୍ ୨…