Latest Odisha News

BREAKING NEWS

ନିଶା କାରବାରକୁ କେନ୍ଦ୍ରକରି ଗୁଳିକାଣ୍ଡ, ଜଣେ ଗୁରୁତର

ଖୋର୍ଦ୍ଧା : ସାମାନ୍ୟ ବଚସାରୁ ଫୁଟିଲା ଗୁଳି । ଜଣେ ଯୁବକ ଗୁରୁତର । ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର । ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପାନବରଜ ଗାଁରେ ଘଟିଛି । ସୂଚନା ଅନୁଯାୟୀ, ଗତକାଲି ପାନବରଜ ଗ୍ରାମର ଛକ ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ସାମ୍ନାରେ…

ସକାଳୁ ଛଟପଟ କଲାଣି ତାତି, ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୨ ଟପିଲା

ଭୁବନେଶ୍ୱର:ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି । ଛଟପଟ ହେଉଛନ୍ତି ରାଜ୍ୟବାସୀ । ହିଟ ୱେଭ ସକାଳ ୮ଟାରେ ବି ଅସ୍ତବ୍ୟସ୍ତ କରିଦେଉଛି । ଗତକାଲି ପଶ୍ଚିମ ଓଡ଼ିଶାରେ ସତେ ଯେମିତି ନିଆଁ ବର୍ଷା ହେଉଥିଲା । ଆଜି ବି ସେଥିରୁ ନିସ୍ତାର ନାହିଁ । ଆଜି ଓ ଆସନ୍ତାକାଲି ପ୍ରବଳ ଗ୍ରୀଷ୍ମ ପ୍ରବାହ…

ନଷ୍ଟ ହେବନି ଅସ୍ତି; ଏସ୍‌ସିବି ମେଡିକାଲ୍‌ କଲେଜ୍‌ରେ ପ୍ରତିଷ୍ଠା ହେବ ରାଜ୍ୟରେ ପ୍ରଥମ ବୋନ୍ ବ୍ୟାଙ୍କ

କଟକ: ରାଜ୍ୟରେ ପ୍ରଥମ ଅସ୍ତି(ବୋନ୍) ବ୍ୟାଙ୍କ କଟକରେ ଖୋଲିବାକୁ ଯାଉଛି। ଏଥିପାଇଁ ଏସ୍‌ସିବି ମେଡିକାଲ୍ କଲେଜ୍  ଅସ୍ଥିଶଲ୍ୟ(ଅର୍ଥୋପେଡିକ୍‌) ବିଭାଗରେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ସରିଥିବା ବେଳେ ମେସିନ୍‌ ପାଇଁ ଟେଣ୍ଡର ଡକାଯାଇଛି। ଏସବୁ ସରିବା ପରେ ଆସନ୍ତା ୨୯ତାରିଖରେ ପରେ କଡ଼କ…

ଆଜି ଦିନ ୧୧.୩୦ରେ ହେବ ମାଟ୍ରିକ୍ ପରୀକ୍ଷା ଫଳ ତାରିଖ ଘୋଷଣା

ଭୁବନେଶ୍ୱର: ଆଜି ପୂର୍ବାହ୍ନ ୧୧.୩୦ ଟା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ(ମାଟ୍ରିକ୍) ପରୀକ୍ଷା ଫଳ ତାରିଖ ଘୋଷଣା କରାଯିବ। ବୋର୍ଡର ଉପସଭାପତି ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର କଟକ ବୋର୍ଡ କାର୍ଯ୍ୟାଳୟରେ ଏକ ସାମ୍ବାଦିକ…

ରାଜପରିବାର ବିରୋଧରେ ଯୌତୁକ ଅଭିଯୋଗ ଆଣିଲେ ବୋହୂ ଅଦ୍ରିଜା  

ବଲାଙ୍ଗିର : ରାଜପରିବାର ବିରୋଧରେ ସାଂଘାତିକ ଅଭିଯୋଗ । ଯୌତୁକ ନିର୍ଯାତନା ସହ ମାରିପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜପରିବାରର ବୋହୂ । ବଲାଙ୍ଗୀରର ରାଜପରିବାର ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ତାଙ୍କ…

କବିତା : ଅଭିଯୋଗ ଯେତେ ଥିଲା

ସଞ୍ଜିତା ପ୍ରଧାନ ଆକାଶର ସବୁ ନକ୍ଷତ୍ର ଯେବେ ଷଡ଼ଯନ୍ତ୍ର ରଚନା କରିବାରେ ଅଗ୍ରୀମ ସ୍ଥାନ ଗ୍ରହଣ କରି ସାରିଛନ୍ତି, ଶୁଭଲଗ୍ନ ମୃତବତ୍ ଲୋଟିପଡିଛନ୍ତି ଅଶୁଭର ପଶାପାଲିରେ, ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ଅନେକ କିଛି ଆଶ୍ରୟ ନେଇଛନ୍ତି ଧୂମୀୟ ଆବରଣେ, ନୟନ ଯୁଗଳ ବହଳ କଳାକନାକୁ ଆଜୀବନ…

ଜହ୍ନି ଖାଇବା ଦ୍ୱାରା ଏହି ସବୁ ରୋଗରୁ ପାଇବେ ମୁକ୍ତି

ଜହ୍ନି ଏକ ଲୋକପ୍ରିୟ ପରିବା । ଜହ୍ନିକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ଅନେକ ତରକାରୀରେ ମଧ୍ୟ ଆମେ ଜହ୍ନି ବ୍ୟବହାର କରିଥାଉ । ତେବେ ବହୁ ଲୋକ ଅଛନ୍ତି ଯେଉଁମାନେ ଜହ୍ନିକୁ ପସନ୍ଦ କରନ୍ତି ନାହିଁ । ଜହ୍ନି ଏକ କମ୍ କ୍ୟାଲୋରୀଯୁକ୍ତ ପନିପରିବା, ଯାହା ଫାଇବର, ଭିଟାମିନ୍ ସି ଏବଂ…

ଶାସକ ଦଳ ନେତାଙ୍କ ଦୁବାଇ ଗସ୍ତ, ସରକାରୀ ଅର୍ଥର ଅପବ୍ୟବହାର କହି ବର୍ଷିଲେ ବିଜେପି ବିଧାୟକ

ଭୁବନେଶ୍ୱର: ଶାସକ ଦଳ ବିଜୁ ଜନତା ଦଳ ବିଧାୟକଙ୍କୁ ରାଜ୍ୟ ସରକାରଙ୍କ ପାଣ୍ଠିରେ ଦୁବାଇ ପଠାଇବା ପ୍ରସ୍ତାବକୁ ବରିଷ୍ଠ ବିଜେପି ନେତା ତଥା ବିଧାୟକ ସୁବାସ ପାଣିଗ୍ରାହୀ ତୀବ୍ର ବିରୋଧ କରିଛନ୍ତି। ବିଧାୟକ ପାଣିଗ୍ରାହୀ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ଯଦି ବିଜେଡି ବିଧାୟକ ଜଣ…

୯ ବର୍ଷ ପରେ ଭୁଲ୍ ବୁଝିପାରି ଜୋରିମାନା ସହିତ ଭଗବାନଙ୍କ ଚୋରି ସାମଗ୍ରୀ ଫେରାଇଲା ଚୋର

ଭୁବନେଶ୍ୱର: ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ଚୋର ଭୁବନେଶ୍ୱର ନିକଟସ୍ଥ ଏକ ମନ୍ଦିରରୁ ଚୋରି ହୋଇଥିବା ଅଳଙ୍କାରକୁ ପୁଣିଥରେ ଫେରାଇ ଦେଇଛନ୍ତି। ଚୋରି କରିଥିବା ସମସ୍ତ ନୋଟ୍  ତାସାଙ୍ଗକୁ ଜରିମାନା ସହିତ ଫେରାଇ ଦେଇଛନ୍ତି। ଏପରି କାମକୁ ନେଇ ଏବେ ସମସ୍ତଙ୍କୁ ବିସ୍ମିତ କରିଛି। ଏହାକୁ…

ସମୀର ଓ୍ୱାଙ୍ଖଡେଙ୍କ ଉପରେ ସିବିଆଇର ନଜର, କ’ଣ କହିଲେ ତାଙ୍କ ପତ୍ନୀ?

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ମାମଲାରେ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ଅଡୁଆ ବଢୁଛି। ଏନସିବି ମୁମ୍ବାଇ ଜୋନର ପୂର୍ବତନ ନିର୍ଦ୍ଦେଶକ ସମୀରଙ୍କ ବିରୋଧରେ ଦୁର୍ନୀତି ମାମଲାରେ ସିବିଆଇ ଏକ ଏଫଆଇଆର ରୁଜୁ କରିଛି। ସମୀର ୱାଙ୍ଖଡେଙ୍କ ସମେତ ୫…