ସମୀର ଓ୍ୱାଙ୍ଖଡେଙ୍କ ଉପରେ ସିବିଆଇର ନଜର, କ’ଣ କହିଲେ ତାଙ୍କ ପତ୍ନୀ?
ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ମାମଲାରେ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ଅଡୁଆ ବଢୁଛି। ଏନସିବି ମୁମ୍ବାଇ ଜୋନର ପୂର୍ବତନ ନିର୍ଦ୍ଦେଶକ ସମୀରଙ୍କ ବିରୋଧରେ ଦୁର୍ନୀତି ମାମଲାରେ ସିବିଆଇ ଏକ ଏଫଆଇଆର ରୁଜୁ କରିଛି।
ସମୀର ୱାଙ୍ଖଡେଙ୍କ ସମେତ ୫…