ଧାୱନଙ୍କ ୫୦ତମ ଅର୍ଦ୍ଧଶତକ, କୋଲକାତା ସମ୍ମୁଖରେ ୧୮୦ ରନର ଲକ୍ଷ୍ୟ
କୋଲକାତା: ଚଳିତ ଆଇପିଏଲରେ ସୋମବାର ଅନୁଷ୍ଠିତ ମୁକାବିଲାରେ ପଞ୍ଜାବ କିଙ୍ଗସ ୧୮୦ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଟସ ଜିତି ପଞ୍ଜାବ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ଅଧିନାୟକ ଶିଖର ଧାୱନଙ୍କ ଆକର୍ଷଣୀୟ ୫୭ ରନ ଯୋଗୁ ଦଳ କୋଲକାତା ସମ୍ମୁଖରେ ଏକ…