Latest Odisha News

BREAKING NEWS

ଭାରତର ଅଭିବୃଦ୍ଧି ଯୋଜନା ପାଇଁ ନ୍ୟୁ-ଏଜ ଏନର୍ଜି ମିନେରାଲ ଗୁରୁତ୍ୱପୂର୍ଣ୍ଣ: ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ: ଭାରତର ଆର୍ଥିକ ବିକାଶ ଏବଂ ଚିର ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ନ୍ୟୁ-ଏଜ ଏନର୍ଜି ମିନେରାଲ ଗୁରୁତ୍ୱପୂର୍ଣ୍ଣ  ଫିକି ଦ୍ୱାରା ପ୍ରସ୍ତୁତ "ନ୍ୟୁ-ଏଜ ଏନର୍ଜି ମିନେରାଲ" ଶୀର୍ଷକ ଏକ ରିପୋର୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ଫିକ୍କି ଇଣ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ…

ମାଉଣ୍ଟ ଏଲବ୍ରସ ଆରୋହଣ କଲେ ସିଦ୍ଧାର୍ଥ, ଫୁଙ୍କିଲେ ଶଙ୍ଖ

ଭୁବନେଶ୍ୱର: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ୟୁରୋପର ସବୁଠୁ ଉଚ୍ଚ ମାଉଣ୍ଟ ଏଲବ୍ରସ ଆରୋହଣ କରିଛନ୍ତି । ଋଷର ସବୁଠୁ ଗିରିଶୃଙ୍ଗ ମାଉଣ୍ଟ ଏଲବ୍ରସର ଉଚ୍ଚତା ୫୬୪୨ ମିଟର ତଥା ୧୮ ହଜାର ୫୧୦ ଫୁଟ୍ । ମାଉଣ୍ଟ ଏଲବ୍ରସର ଶୀର୍ଷରେ ପହଞ୍ଚିବା ସହ ସିଦ୍ଧାର୍ଥ…

ଆର ପାରିରେ ଅଲିମ୍ପିକ ପଦକ ବିଜେତା ଟୋରୀ ବୋୱି

ନୂଆଦିଲ୍ଲୀ: ବିଶ୍ୱ କ୍ରୀଡା ପାଇଁ ଏକ ଦୁଃଖଦ ଖବର । ଆମେରିକାର ୩୨ ବର୍ଷୀୟା ଅଲିମ୍ପିକ ପଦକ ବିଜେତା ଆଥଲେଟ ଟୋରୀ ବୋୱିଙ୍କ ଆଶ୍ଚର୍ଯ୍ୟଜନକ ଭାବେ ମୃତ୍ୟୁ ଘଟିଛି । ବୋୱିଙ୍କ ମ୍ୟାନେଜମେଂଟ କମ୍ପାନୀ ଓ ୟୁଏସ ଟ୍ରାକ ଏବଂ ଫିଲ୍ଡ ପକ୍ଷରୁ ଏହା ଘୋଷଣା କରାଯାଇଛି । ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ…

ଅଗ୍ରିଆ ସମାଜ ପାଇଁ ଅଧ ଏକର ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଅଗ୍ରିଆ ସମାଜ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ ଏକର ଜମି ସହ ୩ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି । ଅଗ୍ରିଆ ସମାଜ ହେଉଛି ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଗୋଷ୍ଠୀ । କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ, ସମ୍ବଲପୁର,…

ବିନା ଅନୁମତିରେ ସାଉଦି ଆରବ ଯାଇ ନିଲମ୍ବିତ ହେଲେ ମେସି

ଦୁବାଇ: ଆର୍ଜେଂଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସିଙ୍କୁ ପ୍ୟାରିସ ସେଂଟ ଜର୍ମାନ କ୍ଲବ ନିଲମ୍ବିତ କରିଛି । ମେସି କ୍ଲବଠାରୁ ଅନୁମତି ନ ନେଇ ସାଉଦି ଆରବ ଗସ୍ତରେ ଯାଇଥିବାରୁ ୨ ସପ୍ତାହ ପାଇଁ କ୍ଲବରୁ ସସପେଣ୍ଡ ହୋଇଛନ୍ତି । ସେ ୧୪ ଦିନ ପିଏସିଜି ପକ୍ଷରୁ କୌଣସି ମ୍ୟାଚ ଖେଳିପାରିବେ…

ପୁଟିନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ! ଋଷ ରାଷ୍ଟ୍ରପତି ଭବନ ଉପରେ ଡ୍ରୋନ୍ ଆକ୍ରମଣ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଛି । ରାଷ୍ଟ୍ରପତି ଭବନ କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ ପରେ ଋଷ ଅଭିଯୋଗ କରିଛି ପୁଟିନଙ୍କୁ ହତ୍ୟା ପାଇଁ ୟୁକ୍ରେନ୍ ଷଡ଼ଯନ୍ତ୍ର କରିଛି । ତେବେ ଆକ୍ରମଣରେ ପୁଟିନଙ୍କ କୌଣସି କ୍ଷତି ହୋଇ ନାହିଁ । ସେ…

ବର୍ଷା ଯୋଗୁ ବାତିଲ ହେଲା ଚେନ୍ନାଇ-ଲକ୍ଷ୍ନୌ ମ୍ୟାଚ

ଲକ୍ଷ୍ନୌ: ବର୍ଷା ଯୋଗୁ ଆଜି ଏଠାରେ ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ଚେନ୍ନାଇ ସୁପର କିଙ୍ଗସ ମ୍ୟାଚ ଅଧାରୁ ବାତିଲ ହୋଇଛି । ଟସ ଜିତି ଚେନ୍ନାଇ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଆୟୁଷ ବଦାନୀ ଦଳ…

କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର: କୋରାପୁଟର କୋଟିଆକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛି କୋଟିଆ ବିବାଦର ସମାଧାନ ପାଇଁ କଣ କରିଛି ଉତ୍ତର ଦିଅ । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କୋଟିଆରେ ଆନ୍ଧ୍ର ସରକାରଙ୍କ ମନ୍ତ୍ରୀ ଓ ପ୍ରଶାସନିକ…

ଇଷ୍ଟର୍ଣ୍ଣ ସ୍ପୋର୍ଟିଂକୁ ହରାଇଲା ଓଡିଶା ଏଫସି

ଭୁବନେଶ୍ୱର: ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ମହିଳା ଲିଗ ଫୁଟବଲର ଏକ ମୁକାବିଲାରେ ଓଡିଶା ଏଫସି ଟିମ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଗତ ମ୍ୟାଚର ପରାଜୟକୁ ଭୁଲି ଓଡିଶା ଟିମ ୪-୦ ଗୋଲରେ ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିୟନକୁ ସହଜରେ ପରାସ୍ତ କରିଛି ।…

କୃଷି, କୃଷକ ଓ ଯୁବକଙ୍କୁ ନେଇ ଖବୁଶୀଘ୍ର କୃଷି କନ୍‌କ୍ଲେଭ ୨୦୨୩

ଭୁବନେଶ୍ୱର: ଓଡ଼ିଶାର କୃଷି ଓ କୃଷକର ବିକାଶକୁ ଲକ୍ଷ୍ୟ କରି ରାଜ୍ୟ ସରକାର ସବୁ ସମୟରେ କାର୍ଯ୍ୟ କରି ଆସୁଛନ୍ତି । କୃଷି ଆମ ରାଜ୍ୟର ଅର୍ଥନୀତିର ପରିମାପକ । କୃଷି ଓ କୃଷକର ବିକାଶକୁ ମୂଳମନ୍ତ୍ର ଭାବରେ ବିବେଚନା କରି ୨୦୧୮ରୁ କୃଷି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା କୃଷି…