ଧୂମ ୪ରେ ଖଳନାୟକ ହେବେ ଜନ ଆବ୍ରାହାମ
ମୁମ୍ବାଇ: ୟଶରାଜ ଫିଲ୍ମସର ଧୂମ ୪ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ପର୍ଯ୍ୟନ୍ତ ମେକର୍ସଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏହାର ଷ୍ଟାରକାଷ୍ଟ ନେଇ ଘୋଷଣା କରାଯାଇ ନାହିଁ । ୨୦୦୪ରେ ଧୂମ ଫିଲ୍ମରେ ଜନ ଆବ୍ରାହାମ ଖଳନାୟକ ଭୂମିକାରେ ଚର୍ଚ୍ଚିତ ହୋଇଥିଲେ । ଏହି ଫିଲ୍ମ ସୁପରହିଟ ମଧ୍ୟ ହୋଇଥିଲା ।…