ଫେରାର୍ ବିଦେଶୀ ଚିତା ଓବାନକୁ ଧରି କୁନୋ ଜାତୀୟ ଉଦ୍ୟାନକୁ ଫେରାଇ ଆଣିଲା ବନ ବିଭାଗ
ଭୋପାଳ: ମଧ୍ୟପ୍ରଦେଶର କୁନୋ ଜଙ୍ଗଲରୁ ଫେରାର୍ ହୋଇଯାଇଥିବା ନାମିବିୟା ଚିତା ଓବାନକୁ ଧରିଲା ବନବିଭାଗ। ଚିତାକୁ କବ୍ଜା କରିବା ପରେ ଗୁରୁବାର ପୁଣିଥରେ ତାକୁ କୁନୋ ଜାତୀୟ ଉଦ୍ୟାନରେ ଛାଡି ଦିଆଯାଇଛି। ଏନେଇ କୋନୋ ଡିଏପ୍ଓ ପ୍ରକାଶ କୁମାର ସୂଚନା ଦେଇଛନ୍ତି। ଚିତାଟି ଗତ ୫ ଦିନ ତଳେ ଜଙ୍ଗଲରୁ…