ଖେଳୁ ଖେଳୁ କୂଅରେ ପଡିଗଲେ ଦୁଇ କୁନି ଝିଅ
ସୁବର୍ଣ୍ଣପୁର:କୁନି କୁନି ଝିଅ । ଖେଳୁ ଖେଳୁ କେତେବେଳେ ସନ୍ଧ୍ୟା ହୋଇଗଲାଣି ଜାଣି ପାରିନ ଥିଲେ । ହେଲେ କିଏ ଜାଣିଥିଲା ହସଖୁସିରେ ଖେଳୁଥିବା ଏଇ ପିଲା ଦି ଜଣ ଏମିତି ସବୁଦିନ ପାଇଁ ନୀରବି ଯିବେ ବୋଲି । ଖେଳି ଖେଳୁ କୂଅରେ ପଡିଗଲେ । ଏମିତି ଦୁଃଖଦ ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା …