ଗ୍ଲୋବାଲ କରେନ୍ସି ଦୌଡ଼ରେ ଭାରତୀୟ ମୁଦ୍ରା: ୩୫ ଦେଶ ପରେ ଏବେ ମାଲେସିଆ ସହ କାରବାର ଟଙ୍କାରେ ହେବ
ନୂଆଦିଲ୍ଲୀ: ଧୀରେ ଧୀରେ ଗ୍ଲୋବାଲ କରେନ୍ସି ହେବାର ଦୌଡ଼ରେ ଭାରତୀୟ ମୁଦ୍ରା। ଏବେ ମାଲେସିଆ ସହିତ କାରବାର ଭାରତୀୟ ମୁଦ୍ରାରେ କରାଯିବ। ଏନେଇ ଗତକାଲି(ଏପ୍ରିଲ ୧) ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମ୍ଇଏ) ପକ୍ଷରୁ ସୂଚନା ଦିଆଯାଇଛି।
ଗତବର୍ଷ ଜୁଲାଇ ମାସରେ ରିଜର୍ଭ ବ୍ୟାଙ୍କ ଅଫ୍…