Latest Odisha News

BREAKING NEWS

ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଲେ ପୋପ ଫ୍ରାନ୍ସିସ

ରୋମ: ପୋପ ଫ୍ରାନସିସ ବ୍ରୋଙ୍କାଇଟିସ ଚିକିତ୍ସା ପରେ ଭାଟିକାନ ଫେରିଛନ୍ତି । ତାଙ୍କର ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଇଥିଲା । ମାର୍ଚ୍ଚ ୩୦ ତାରିଖରେ ତାଙ୍କୁ ଜେମେଲି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ତାଙ୍କ ଶୁଭଚିନ୍ତକଙ୍କୁ ଏକ ମଜାଳିଆ…

ଚଣ୍ଡିଗଡ଼ରେ ପାଳିତ ହେଲା ଉତ୍କଳ ଦିବସ

ଚଣ୍ଡିଗଡ଼ : ରାଜ୍ୟ ହେଉ ଅବା ରାଜ୍ୟ ବାହାରେ ଓଡ଼ିଆମାନେ ଯେଉଁଠି ରହନ୍ତି ଓଡ଼ିଆତ୍ୱକୁ ବଜାୟ ରଖନ୍ତି । ସେହି ପରିପ୍ରେକ୍ଷୀରେ ପଞ୍ଜାବର ଚଣ୍ଡିଗଡ଼ ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଖୁବ ଧୁମଧାମରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଚଣ୍ଡିଗଡ଼ ଉତ୍କଳ ସାଂସ୍କୃତିକ ସଙ୍ଘର ସଭାପତି…

ଇସ୍ରୋର ଆଉ ଏକ ସଫଳତା; ଆର୍‌ଏଲ୍‌ଭିର ସଫଳ ଲ୍ୟାଣ୍ଡିଂ, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: ଇସ୍ରୋ, ଡିଆର୍‌ଡିଓ(ISRO-DRDO) ଓ ଭାରତୟୀ ବାୟୁସେନା ମିଳିତ ଭାବେ ଅଣ୍ଡର ଡେଭଲପମେଣ୍ଟ ରିୟୁଜେବଲ ଲଞ୍ଚ ଭେଇକଲର ସଫତାପୂର୍ବକ ଲାଣ୍ଡିଂ କରିଛନ୍ତି। ଏହିସଫଳତା ପରେ ଭାରତ ତାର ନିଜର ‘ସ୍ପେସ୍‌ ପ୍ଲେନ୍’ ପ୍ରସ୍ତୁତ କରିବା ସ୍ୱପ୍ନର ନିକଟତର ହୋଇଛି। ଆଜି ସକାଳେ(ଏପ୍ରିଲ-୨)…

ଅଭୁଲା ଗୀତ : ପିୟାସୀରେ ନୀର ଖୋଜୁ

ଗୀତ : ପିୟାସୀରେ ନୀର ଖୋଜୁ ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ : ଛବି ରାୟ ଗୀତ :  କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ଚଳଚ୍ଚିତ୍ର : ଶ୍ରୀଜଗନ୍ନାଥ, ୧୯୫୦ ପିୟାସୀରେ ନୀର ଖୋଜୁ କ୍ଷୀର ଦେବି ମୁହିଁ ପିୟାସୀରେ ନୀର ଖୋଜୁ କ୍ଷୀର ଦେବି ମୁହିଁ ଏ’ ରାଇଜେ କ୍ଷୀର ନୀର…

ମଝି ଆକାଶରେ ହଟ୍ ଏୟାର ବେଲୁନରେ ଲାଗିଗଲା ନିଆଁ, ଜୀବନ ବଞ୍ଚାଇବାକୁ ଡେଇଁ ପଡିଲେ ଯାତ୍ରୀ

ନ୍ୟୁୟର୍କ: ଆମେରିକାର ମେକସିକୋ ସିଟିରେ ଏକ ହୃଦୟ ଥରାଇ ଦେବା ପରି ଘଟଣା ଦୃଶ୍ୟମାନ ହୋଇଥିଲା । ଏହାର ଭିଡିଓକୁ ଦେଖିଥିବା ଲୋକମାନେ ଯେତିକି ଭୟଭୀତ ହୋଇଛନ୍ତି ସେତିକି ଦୁଃଖରେ ଭାଙ୍ଗି ପଡିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଏକ ହଟ ଏୟାର ବେଲୁନରେ ନିଆଁ ଲାଗି ଯାଇଛି । ଭାଇରାଲ…

ଦେଶରେ ୪ ହଜାର ମୁହାଁ ଦୈନିକ କୋଭିଡ-୧୯ ସଂକ୍ରମଣ; ଦିନକରେ ଗଲା ୪ ଜୀବନ

ନୂଆଦିଲ୍ଲୀ: ଗତକାଲି କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପରେ ଆଜି ପିଜିଟିଭ୍ ସଂଖ୍ୟାରେ ଲମ୍ବଡିଆଁ ମାରିଛି ମହାମାମାରୀ।  ୪ ହଜାର ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୮୨୪ କୋଭିଡ୍ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି…

ସୁରଟ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅପିଲ କରିବେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ଯେମିତି ସମସ୍ୟା ଭିତରେ ଫସି ଯାଇଛନ୍ତି ରାହୁଲ । ସଦସ୍ୟତା ପଦ ରଦ୍ଦ ପରେ ସରକାରୀ ବାସଗୃହ ଛାଡିବା ପାଇଁ ନିର୍ଦ୍ଦେଶ ଆସିଛି ।  ମିଳିଥିବା ସୂଚନା ଅନୁସାରେ ରାହୁଲ ଏବେ ସୁରଟ କୋର୍ଟର ରାୟକୁ ଉପର…

ଆର ପାରିରେ ପୂର୍ବତନ କ୍ରିକେଟର ସଲୀମ ଦୂରାନୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ସଲୀମ ଦୂରାନୀଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ପୂର୍ବତନ ଅଲରାଉଣ୍ଡର ଭାରତ ପକ୍ଷରୁ ୨୯ ଟେଷ୍ଟ ଖେଳି ୧୨୦୨ ରନ ଓ ୭୫ ୱିକେଟ ଅକ୍ତିଆର କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୧୭୦ ମ୍ୟାଚରେ ୮୫୪୫ ରନ ଓ ୪୮୪ ୱିକେଟ ନେଇଛନ୍ତି । ୧୧…

ବିହାରରେ ଉଗ୍ର ରୂପ ନେଉଛି ହିଂସା:୧୦୨ ଗିରଫ

ପାଟନା:ରାମ ନବମୀ ଅବସରରେ ବିହାରରେ ଦେଖା ଦେଇଥିବା ହିଂସା ଭୟଙ୍କର ରୂପ ନେଉଛି ।  ଶନିବାର ଏହି ହିଂସା ପୁଣି ଉଗ୍ର ରୂପ ନେଇଛି । ଶରିଫ ଏବଂ ସାସାରାମରେ ସଂଘର୍ଷ ଘଟିଛି । ପରିସ୍ଥିତି ଗୁରୁତର ହେଉଥିବା ଦେଖି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କ…

କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଉତ୍କଳ ଦିବସ

ବନାରସ : କାଶୀ ହିନ୍ଦୁ ବିଶ୍ଵବିଦ୍ୟାଳୟର ଉତ୍କଳ ସମାଜ ତରଫରୁ ବହୁ ଆଡ଼ମ୍ବରପୂର୍ଣ ଭାବେ ଉତ୍କଳ ଦିବସ ପାଳିତ ହୋଇଯାଇଛି ।  ମହାପ୍ରଭୁ ଜଗନ୍ନାଥ ଏବଂ ମହାମନା ମଦନ ମୋହନ ମାଲବୀୟଙ୍କ ନିକଟରେ ଭକ୍ତିପୁଷ୍ପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା  ।  ଏହା ପରେ କାନ୍ତକବିଙ୍କ ରଚିତ…